ଧନୁ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଅଟକିଯିବ ମାଙ୍ଗଳିକ କାର୍ଯ୍ୟ… ଜାଣନ୍ତୁ ୧୨ଟି ରାଶି ଉପରେ କ’ଣ ପ୍ରଭାବ ପକାଇବ
ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଗୋଚର ବ୍ୟକ୍ତିଙ୍କୁ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । କେତେବେଳେ ଏହା ଶୁଭ ଫଳ ଦେଇଥାଏ ତ କେତେବେଳେ ଅଶୁଭ ପରିଣାମ ଆଣିଥାଏ । ମୀନ ଏବଂ ଧନୁ ରାଶିରେ ସୂର୍ଯ୍ୟ ଗୋଚର କଲେ…