(Video): ବାଃ ବାଃରେ ଦୋକାନୀ… ସ୍ମାର୍ଟଫୋନର ଫୁଲ୍ ଫାଇଦା ଉଠାଇଛନ୍ତି, ବିନା ସିସିଟିଭିରେ ନିଆରା ଜୁଗାଡ଼

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡିଆ ଯୁଗ । ବର୍ତ୍ତମାନ ଭାଇରାଲ ହେବା ପାଇଁ ଏହା ଏକ ପ୍ଲାଟଫର୍ମ ପାଲଟିଯାଇଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସୋସିଆଲ ମିଡିଆ ସମସ୍ତଙ୍କୁ ବାୟା କରିଛି ।…

କେନାଲରେ ଭାସିଗଲେ ୨ ନାବାଳକ, ଜଣଙ୍କ ମୃତ ଦେହ ଉଦ୍ଧାର

ସୋର: ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ମଙ୍ଗଳପୁର କେନାଲରେ ଭଷାଣି ଦିନ ଅଘଟଣ । କେନାଲ ପାଚେରୀରୁ ଖସିଯାଇ ଭାସିଯାଇଥିଲେ ଦୁଇ ନାବାଳକ । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ନିଖୋଜ ନାବାଳକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ…

ହସ୍ପିଟାଲରେ ଭର୍ତ୍ତି ହେଲେ ଶିବସେନା UBT ପ୍ରମୁଖ ଉଦ୍ଧବ ଠାକରେ, ପୁଅ ଆଦିତ୍ୟ ଦେଲେ ସ୍ୱାସ୍ଥ୍ୟ ଅପଡେଟ୍

ନୂଆଦିଲ୍ଲୀ: ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା UBT ପ୍ରମୁଖ ଉଦ୍ଧବ ଠାକରେ ଅସୁସ୍ଥ ଅଛନ୍ତି । ସୋମବାର ଛାତିରେ ସମସ୍ୟା ଯୋଗୁଁ ତାଙ୍କୁ ମୁମ୍ବାଇ ସ୍ଥିତ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା…

ପାଦରେ କଳା ସୁତା ପିନ୍ଧୁଛନ୍ତି କି ? ଅଶୁଭ ପରିଣାମ ଭୋଗିଥାନ୍ତି ଏହି ରାଶିର ବ୍ୟକ୍ତି

ଓଡ଼ିଶା ଭାସ୍କର: ସାଧାରଣତଃ କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଅଧିକାଂଶ ବ୍ୟକ୍ତି ଶରୀରର ବିଭିନ୍ନ ଅଂଗରେ କଳା ସୁତା ବାନ୍ଧିଥାନ୍ତି । ଏହା ଆମକୁ ଆନେକ ନକାରାତ୍ମକ ଶକ୍ତିରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି ।…

ଇନସ୍ୟୁରାନ୍ସ ପଲିସି ନିୟମ ବଦଳାଇଲା LIC, ୧୦ ପ୍ରତିଶତ ବୃଦ୍ଧି କଲା ପ୍ରିମିୟମ ରେଟ୍

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବୀମା କମ୍ପାନୀ LIC ଏହାର ଲୋକପ୍ରିୟ ପ୍ଲାନରେ ପରିବର୍ତ୍ତନ କରିଛି । LIC ଏହାର ନ୍ୟୁ ଏଣ୍ଡୋମେଣ୍ଟ ପ୍ଲାନ୍(Endowment Plan)ର ଏଣ୍ଟ୍ରି ବୟସ ହ୍ରାସ କରିଛି । କିନ୍ତୁ ଏହି ନୂତନ…

4G, 5G ପରେ 6G ଦୌଡ଼ରେ ଭାରତ, ଦିଲ୍ଲୀରେ ଆୟୋଜିତ ହେବ WTSA, ଅଂଶଗ୍ରହଣ କରିବେ ୧୯୦ଟି ଦେଶର ପ୍ରତିନିଧି

ନୂଆଦିଲ୍ଲୀ: ଆଜିକାଲି ହାଇସ୍ପିଡ୍ ଇଣ୍ଟରନେଟର ଯୁଗ । ବର୍ତ୍ତମାନ ଦେଶରେ 4G ଏବଂ 5G ଇଣ୍ଟରନେଟ୍ ସେବା ଉପଲବ୍ଧ । ଏଥିମଧ୍ୟରେ 6G ଇଣ୍ଟରନେଟ୍ କନେକ୍ଟିଭିଟି ଦୌଡ଼ରେ ଭାରତ ସାମିଲ ଥିବା ନେଇ ଚର୍ଚ୍ଚା ହେଉଛି । ଭାରତ…

ଶାନ୍ତି ସୈନ୍ୟ ଛାଡ଼ି ଦିଅନ୍ତୁ ଲେବାନନ୍… ଜାତିସଂଘ ମହାସଚିବଙ୍କୁ ନେତାନ୍ୟାହୁଙ୍କ ପରାମର୍ଶ

ନୂଆଦିଲ୍ଲୀ: ଲେବାନନ୍ ଉପରେ ଇସରାଏଲର ଘନ ଘନ ଆକ୍ରମଣ ଜାରି ରହିଛି । ଏଥିମଧ୍ୟରେ ଦକ୍ଷିଣ ଲେବାନନରୁ ନିଜର ଶାନ୍ତି ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ପାଇଁ ଜାତିସଂଘକୁ ପରାମର୍ଶ ଦେଇଛନ୍ତି ଇସରାଏଲ ପ୍ରଧାନମନ୍ତ୍ରୀ…

ଏହି କମ୍ପାନୀ ସହ ଡିଲ କଲା TVS ମୋଟର, ଭାରତରେ ଇଲେକ୍ଟ୍ରିକ୍ ୩ ହ୍ୱିଲର୍ସ ପାଇଁ ପ୍ରଦାନ କରିବ ଋଣ

ନୂଆଦିଲ୍ଲୀ: ନନ୍ ବ୍ୟାଙ୍କିଙ୍ଗ୍ ଫାଇନାନସିଆଲ କମ୍ପାନୀ Ecofy ୩ ଚକିଆ ବାହାନ ପାଇଁ ଋଣ ପ୍ରଦାନ କରିବା ପାଇଁ TVS ମୋଟର ସହ ପାର୍ଟନରସିପ୍ ଘୋଷଣା କରିଛି । ରଣନୀତିକ ସହଯୋଗର ଉଦେ୍ଦଶ୍ୟ ହେଉଛି ବୈଦୁ୍ୟତିକ ତିନି ଚକିଆ…

ଓଲାକୁ ଆଉ ଏକ ବଡ଼ ଝଟକା, ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରସ୍ତ କରିବ ଟଙ୍କା

ନୂଆଦିଲ୍ଲୀ: ଓଲା group ଏବଂ ଏହାର ସିଇଓ ଭବିଶ ଅଗ୍ରୱାଲଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଲିଷ୍ଟିଂ ପରେ ଓଲା ଇଲେକ୍ଟ୍ରିକର ଶେୟାରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି । କଂପାନୀର ଖରାପ ସର୍ଭିସିଂକୁ ନେଇ ୧୦…

SWAYAM ୨୦୨୪ ଜୁଲାଇ ଅଧିବେଶନ ପାଇଁ ପଞ୍ଜିକରଣ ଆରମ୍ଭ, ଜାଣନ୍ତୁ କେଉଁ ଦିନ ହେବ ପରୀକ୍ଷା ?

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA)) ଷ୍ଟଡି ୱେବ୍ସ ଅଫ୍ ଆକ୍ଟିଭ୍ ଲର୍ଣ୍ଣିଂ ଫର୍ ୟଙ୍ଗ୍ ଆସପାୟରିଂ ମାଇଣ୍ଡ୍‌ସ(SWAYAM) ୨୦୨୪ ଜୁଲାଇ ସେମିଷ୍ଟର ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛି । ଅକ୍ଟୋବର ୩୧…