fbpx

NEET –UG ପେପର ଲିକ୍ ମାମଲା: ଝାଡ଼ଖଣ୍ଡରୁ ପ୍ରମୁଖ ଷଡ଼ଯନ୍ତ୍ରକାରୀକୁ ଗିରଫ କଲା CBI

ନୂଆଦିଲ୍ଲୀ: ବୁଧବାର ସେଣ୍ଟ୍ରାଲ ବୁ୍ୟରୋ ଅଫ୍ ଇନଭେଷ୍ଟିଗେସନ୍(CBI)  NEET –UG ପେପର ଲିକ୍ ମାମଲାରେ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଅମନ ସିଂହକୁ ଧନବାଦ, ଝାଡ଼ଖଣ୍ଡରୁ ଗିରଫ କରିଛି । ଏହି ମାମଲାରେ ଏହା ହେଉଛି ୭ମ ଗିରଫ ।…

‘ପ୍ରଧାନମନ୍ତ୍ରୀ କାହିଁକି ଆସୁନାହାଁନ୍ତି ବୋଲି ଆଜି ବି ମଣିପୁରବାସୀ ପ୍ରଶ୍ନ କରୁଛନ୍ତି’… ମୋଦୀଙ୍କ ବୟାନରେ କଂଗ୍ରେସର ପାଲଟା ଜବାବ

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ମଣିପୁର ହିଂସାକୁ ନେଇ ବୟାନ ଦେଇଥିଲେ । ମଣିପୁରରେ ଶାନ୍ତି ପାଇଁ ସବୁ ସମ୍ଭାବ୍ୟ ପ୍ରୟାସ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।…

Whatsapp ଆଣିବ ଜବରଦସ୍ତ ଫିଚର; ପ୍ରସ୍ତୁତ କରିପାରିବେ ନିଜର AI ଫଟୋ, କେବଳ କରିବାକୁ ପଡ଼ିବ ଏହି କାମ

ନୂଆଦିଲ୍ଲୀ: ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ । ଏହା ବ୍ୟତୀତ ଅନେକ ସୋସିଆଲ ମିଡିଆରେ ମଧ୍ୟ ଅକ୍ଟିଭ୍ । ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଭାବେ…

ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୮ରେ ବ୍ୟାଙ୍କ ଓ କୋର୍ଟ ବନ୍ଦ

ଭୁବନେଶ୍ୱର: ରଥଯାତ୍ରା ପାଇଁ ଆସନ୍ତା ୮ ତାରିଖରେ ବ୍ୟାଙ୍କ ଓ କୋର୍ଟ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଏହି ଦିନ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ କାର୍ଯ୍ୟାଳୟ ବନ୍ଦ ରହିବ । ଏହା ସହ ରାଜସ୍ୱ ଓ ମାଜିଷ୍ଟ୍ରେଟଙ୍କ…

ସ୍ୱପ୍ନରେ ଅନ୍ୟ ଉପରେ ରାଗୁଛନ୍ତି କି ? ଜାଣନ୍ତୁ ଏହା କ’ଣ ସଂକେତ ଦେଇଥାଏ

ଓଡ଼ିଶା ଭାସ୍କର: ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଆମେ ଦେଖୁଥିିବା ସ୍ୱପ୍ନ ଜୀବନ ଉପରେ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ । ଅଧିକାଂଶ ସମୟରେ ଆମେ ଏପରି ସ୍ୱପ୍ନ ଦେଖିଥାଉ ଯାହା ବାସ୍ତବିକ ଜୀବନ ସହ…

ରଥଯାତ୍ରା ପ୍ରସ୍ତୁତି: ବଡ଼ଦାଣ୍ଡରେ ଅସ୍ଥାୟୀ ଷ୍ଟଲ ପାଇଁ ଅନୁମତି ଦେଲେ ହାଇକୋର୍ଟ, ବ୍ୟବସାୟିକରଣ ଉପରେ ରୋକ୍

ପୁରୀ: ଆସୁଛି ରଥଯାତ୍ରା । ଚଳଚଞ୍ଚଳ ବଡ଼ ଦାଣ୍ଡ । ଶେଷ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି । ଏଥିମଧ୍ୟରେ ବଡ଼ଦାଣ୍ଡରେ ଅସ୍ଥାୟୀ ଷ୍ଟଲ ପାଇଁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ସର୍ତ୍ତ…

ଇଡି ଜାଲରେ କ୍ରିଷ୍ଟାଲ ଡି’ସୁଜା ଏବଂ କରଣ ୱାହି, ବେଆଇନ୍ ଅନଲାଇନ୍ ଟ୍ରେଡିଂ ମାମଲାରେ ଥିଲେ ଜଡ଼ିତ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନାମି ଦାମି ସେଲିବ୍ରିଟିଙ୍କୁ ସମନ ଜାରି କରିଛି । ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ କ୍ରିଷ୍ଟାଲ ଡି’ସୁଜା ଏବଂ କରଣ ୱାହିଙ୍କୁ ସମନ ଜାରି…

ସୋନାକ୍ଷୀ-ଇକବାଲଙ୍କ ସୁଇମିଂପୁଲ୍ ରୋମାନ୍ସ: ବିବାହର ୭ ଦିନ ପରେ ଲଭ୍ ବାର୍ଡ୍ସଙ୍କ Honeymoon, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ନିକଟରେ ଇକବାଲଙ୍କ ସହ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ବର୍ତ୍ତମାନ ସୋନାକ୍ଷୀ ଏବଂ ଇକବାଲ ସେମାନଙ୍କ ହନିମୁନ୍ ସମୟ ଏନଜୟ କରୁଛନ୍ତି । ଏନେଇ…

ଚଳନ୍ତା ବସରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ

କଟକ: ଚଳନ୍ତା ବସରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । କଟକ ଖାନନଗର ନିକଟରେ ବସରେ ନିଆଁ ଲାଗିଯାଇଥିଲା । ଏହା ଜାଣିବା ପରେ ବସରେ ସମସ୍ତ ଯାତ୍ରୀ ଛାନିଆ ହୋଇଯାଇଥିଲେ । ଏହା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ…

ଝାଡ଼ଖଣ୍ଡ ହାଇକୋର୍ଟର ନୂତନ CJ ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ

ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟର ନୂତନ CJ ଭାବେ ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ନିଯୁକ୍ତ କରାଯାଇଛି । ସେ ପୂର୍ବତନ ଚୀଫ୍ ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ରଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି । ଗତ ବର୍ଷ ଡିସେମ୍ବର…