‘କୁନୋ’ରେ ଜନ୍ମ ହେଲେ ଦୁଇ ନୂଆ ଚିତା ଶାବକ, ଅଭିନନ୍ଦନ ଜଣାଇଲେ ମୋହନ ଯାଦବ

ଭୋପାଲ: ମଧ୍ୟପ୍ରଦେଶ 'କୁନୋ' ଜାତୀୟ ଉଦ୍ୟାନରେ ଚିତା ସଂଖ୍ୟା ବୃଦ୍ଧି ପାଇଛି । ମଙ୍ଗଳବାର ମାଇ ଚିତା 'ଭିରା' ଦୁଇଟି ଶାବକଙ୍କୁ ଜନ୍ମ ଦେଇଛି । ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ୧୪ ଶାବକଙ୍କ ସହ ଚିତା ସଂଖ୍ୟା…

ପାର୍ଟନରଙ୍କୁ ଏମିତି କୁହନ୍ତୁ Sorry, ସମ୍ପର୍କରେ ଫେରିଆସିବ ମଧୁରତା

ଓଡ଼ିଶା ଭାସ୍କର: ଅଢ଼େଇ ଅକ୍ଷର ଶବ୍ଦ ପ୍ରେମ । ପ୍ରେମ ଏକ ଶାଶ୍ୱତ ଅନୁଭବ । ଦୁଇଟି ମନର ନିଆରା ବନ୍ଧନ । ପ୍ରେମ ବିନା ଜୀବନର କିଛି ମାନେ ନାହିଁ । ପ୍ରେମରେ ରାଗ, ରୁଷା, ମାନ, ଅଭିମାନ, ରହିବା ସ୍ୱାଭାବିକ । ଆଉ…

ହାଇୱା ଧକ୍କାରେ ସ୍କୁଟି ଆରୋହୀ ମୃତ, ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଭୁବନେଶ୍ୱର: ସରସ୍ୱତୀ ପୂଜା ଦିନ ବଡ଼ ଅଘଟଣ । ଜଣେ ସ୍କୁଟି ଆରୋହୀ ଯୁବକଙ୍କୁ ଚାପିଦେଲା ହାଇୱା। ଘଟଣାସ୍ଥଳରେ ଜୀବନ ହାରିଲେ ସମ୍ପୃକ୍ତ ଯୁବକ। ବାଲିଅନ୍ତା ଜୟଦେବ ପୀଠ ନିକଟରେ ଦେଖିବାକୁ ମିଳିଛି ମର୍ମନ୍ତୁଦ ସଡ଼କ…

WPL 2025: ଟୁର୍ଣ୍ଣାମେଣ୍ଟ ପୁର୍ବରୁ ଦଳକୁ ବଡ଼ ଝଟକା, ବାଦ୍ ପଡ଼ିଲେ ଏହି ଖେଳାଳି, କିଏ ହେବ ନୂତନ କ୍ୟାପଟେନ୍?

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୪ରୁ ଆରମ୍ଭ ହେଉଛି ମହିଳା ପ୍ରିମିୟର ଲିଗ୍ (WPL)ର ତୃତୀୟ ସିଜିନ୍। ଏହା ପୂର୍ବରୁ ୟୁପି ୱାରିୟର୍ସ ଦଳର ଅଧିନାୟିକା ଆଲିସା ହିଲି ଆହତ ଯୋଗୁଁ WPL୨୦୨୫ର ସମ୍ପୂର୍ଣ୍ଣ ସିଜିନରେ…

ଝିଅ କଲା ପ୍ରେମ ବିବାହ, ଶବ ଛୁଇଁଲେନି ଜାତି ଭାଇ… କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବାର

ବଲାଙ୍ଗିର: ଝିଅର ପ୍ରେମ ବିବାହ ପରିବାର ପାଇଁ ସାଜିଲା କାଳ । ଶବ ଛୁଇଁଲେନି ସମାଜ ଲୋକେ । ଏପଟେ ସ୍ୱାମୀକୁ ହରାଇବା ଦୁଃଖରେ ସ୍ତ୍ରୀର କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ । ଏମିତି ଏକ ଅଭାବନୀୟ ଘଟଣା…

ମାତ୍ର ୭ ଦିନରେ କିନ୍ନର ଆଖଡ଼ାରୁ ତଡ଼ା ଖାଇଲେ ମମତା, କାରଣ ଜାଣି ହେବେ ଚକିତ

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ ସନ୍ୟାସିନୀ ହୋଇଥିଲେ ୯୦ ଦଶକର ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି । କିନ୍ନର ଆଖଡ଼ାରେ ଦୀକ୍ଷା ଗ୍ରହଣ କରିବା ପରେ ତାଙ୍କୁ ଆଖଡ଼ାର ମହାମଣ୍ଡଳେଶ୍ୱର ଭାବେ ଦାୟିତ୍ୱ…

ଅନଲାଇନ୍ ବେଟିଂ ଗେମର ପର୍ଦ୍ଦାଫାସ, ରାଜ୍ୟ ବାହାରେ ମଧ୍ୟ ଚାଲିଥିଲା ରାକେଟ୍, ୫ ଗିରଫ

କଣ୍ଟାବାଞ୍ଜି: ଅନଲାଇନ୍ ବେଟିଂ ଗେମର ପର୍ଦ୍ଦାଫାସ କଲା ପୋଲିସ । ଏହି ମାମଲାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୩ଟି ଲାପଟପ୍, ବ୍ୟାଙ୍କ ପାସବୁକ୍ ସହ ୧୮ଟି ମୋବାଇଲ ଜବତ…

ବସନ୍ତ ପଞ୍ଚମୀରେ ଅମୃତ ସ୍ନାନକୁ ନେଇ ଆଲର୍ଟ ଯୋଗୀ ସରକାର; ‘ଜିରୋ ଏରର’ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ

ପ୍ରୟାଗରାଜ: ଆଜି ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ମହାକୁମ୍ଭରେ ବିଶେଷ ଅମୃତ ସ୍ନାନ ଜାରି ରହିଛି । ଅମୃତ ସ୍ନାନ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କୁ 'ଜିରୋ ଏରର' ପାଇଁ ନିର୍ଦ୍ଦେଶ…

ଆଜି ବସନ୍ତ ପଞ୍ଚମୀ, ଜାଣନ୍ତୁ ବାଗଦେବୀଙ୍କ ପୂଜାର୍ଚ୍ଚନାର କ’ଣ ରହିଛି ମହତ୍ୱ

ଓଡ଼ିଶା ଭାସ୍କର: ବସନ୍ତ ପଞ୍ଚମୀ ପର୍ବ ବିଶେଷ ଭାବରେ ଜ୍ଞାନ, କଳା ଏବଂ ସଙ୍ଗୀତର ଦେବୀ ସରସ୍ୱତୀଙ୍କୁ ସମର୍ପିତ । ଏହି ଦିନ ଦେବୀ ସରସ୍ୱତୀଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ସମୃଦ୍ଧି ଏବଂ ଖୁସି ବୃଦ୍ଧି…

ରାସ୍ତାରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌, ଡ୍ରାଇଭର ମୃତ

ପାଟଣାଗଡ଼: ବେଲପଡ଼ା ଥାନା ଭରୁଆମୁଣ୍ଡା ଛକ ନିକଟରେ ଦୁର୍ଘଟଣା । ଏକ ଚାଉଳ ବୋଝେଇ ଟ୍ରକ୍ ଓଲଟି ପଡ଼ିବା ଯୋଗୁଁ ଡ୍ରାଇଭର ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଉକ୍ତ ଡ୍ରାଇଭରକୁ ୪ ଘଣ୍ଟା ପରେ ଗୁରୁତର…