ସିବିଆଇ ଫାଶରେ ବିଶ୍ୱବିଦ୍ୟାଳୟ ପ୍ରଫେସର, ରେଟିଂ ବଢ଼ାଇବାକୁ ଲାଞ୍ଚ ଅଭିଯୋଗ

ସମ୍ବଲପୁର: NAAC ରେଟିଂ ଲାଞ୍ଚ ମାମଲାରେ ୧୦ ଜଣ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛିା ଏହି ୧୦ ଜଣିଆ NAAC ଟିମରେ ସମ୍ବଲପୁର ପ୍ରଫେସରଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି । ଆନ୍ଧ୍ରର ଏକ ଶିକ୍ଷାନୁଷ୍ଠାନର ରେଟିଂ…

Budget 2025: ଡେଲିଭରି ବୟଙ୍କ ପାଇଁ ବଞ୍ଚିବାର ରାହା ଦେଖାଇବ ବଜେଟ୍, ଉପକୃତ ହେବେ ୧ କୋଟି ଶ୍ରମିକ

ନୂଆଦିଲ୍ଲୀ: ମୋଦି ସରକାର ସାଧାରଣ ବଜେଟ୍ ୨୦୨୫ରେ ଗିଗ୍ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ, ଡେଲିଭରି ବୟ ଏବଂ ଓଲା-ଉବରର ଡ୍ରାଇଭରମାନଙ୍କୁ ମିଳିବ ନୂଆ ପରିଚୟ…

ଆଠଟି ବଜେଟ୍‌, ୮ ପ୍ରକାର ଶାଢ଼ି, ଜାଣନ୍ତୁ ଅର୍ଥମନ୍ତ୍ରୀ ଏହି ଶାଢ଼ିକୁ ନେଇ କ’ଣ ଦେଇଛନ୍ତି ମେସେଜ୍

ନୂଆଦିଲ୍ଲୀ: ଭାରତୀୟ ପରମ୍ପରାରେ ଶାଢ଼ିର ବିଶେଷ ମହତ୍ୱ ରହିଛିା ବଜେଟ୍ ଅଧିବେଶନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାରମ୍ପରିକ ଶାଢ଼ି ପ୍ରତି ଥିବା ଦୁର୍ବଳତା ସ୍ପଷ୍ଟ ବାରି ହୋଇପଡ଼ୁଛିା ଅର୍ଥମନ୍ତ୍ରୀ…

JEE Main 2025: ସେସନ୍ ୨ ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହାର JEE ମେନ୍ ସେସନ୍ ୨ ପରୀକ୍ଷା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି । ୩୧ ଜାନୁଆରୀରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇ ୨୪ ଫେବୃଆରୀ ପର୍ଯ୍ୟନ୍ତ ଜାରି ରହିବ।…

ଧରାପଡ଼ିଲେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ; ୩ କୋଟି ନଗଦ ସହ ବନ୍ଧୁକ, ମାରଣାସ୍ତ୍ର ଜବତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତ।। ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସା ଅଭିଯୁକ୍ତଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା ଜବତ କରାଯାଇଛିା ଏହା ସହ ବନ୍ଧୁକ, ଗୁଳି,…

ଗାଡ଼ି ମାଲିକଙ୍କ ଅଡ଼ୁଆ ବଢ଼ିବ, ବୀମା ନଥିଲେ ଜାରିହେବ ଇ-ଚାଲାଣ

ଓଡ଼ିଶା ଭାସ୍କର: ଏବେ କଟିବ ଇ-ଚାଲାଣ। ମୋଟର ଯାନରେ ବୀମା ନ ଥିଲେ ଫସିପାରନ୍ତି ଗାଡ଼ି ମାଲିକ। ଶନିବାରଠାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ମୋଟ୍‌ ୨୨ଟି ଟୋଲ୍‌ଗେଟ୍‌ରେ ଏହା କାର୍ଯ୍ୟକାରୀ ହେବ। ଏ…

ରାସ୍ତା ମଝିରେ ଭୟଙ୍କର ବିସ୍ଫୋରଣ, ଜଳିଗଲା ସିଲିଣ୍ଡର ଭର୍ତ୍ତି ଟ୍ରକ୍

ଗାଜିଆବାଦ୍‌: ମଝି ରାସ୍ତାରେ ଜଳିଗଲା ସିଲିଣ୍ଡର ଭର୍ତ୍ତି ଟ୍ରକ୍ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଗାଜିଆବାଦ୍ ଭୋପୁରା ଛକ ଲୋନୀ ଅଞ୍ଚଳରେ । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ…

Budget 2025: ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ, ଫୋକସରେ ଏହି ସବୁ ସେକ୍ଟର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବେ । କ୍ରମାଗତ ୮ମ ଥର ପାଇଁ ଆଜି ଦିନ ୧୧ଟାରେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବେ । ମୁଦ୍ରାସ୍ଫୀତି,…

ରାଷ୍ଟ୍ରପତିଙ୍କୁ ‘Poor Lady’କହିଲେ ସୋନିଆ ଗାନ୍ଧୀ, ପ୍ରତିକ୍ରିୟାକୁ ନେଇ ତେଜିଲା ବିବାଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ "ଅପମାନଜନକ' ବୟାନକୁ ନେଇ ବିବାଦ ଦେଖାଦେଇଛିା ଏନେଇ ରାଜନୈତିକ ମାହୋଲ ମଧ୍ୟ ସରଗରମ ହୋଇଛି । ସଂସଦର ବଜେଟ୍…

Chanakya Niti: ବିଶ୍ୱାସରେ ଧୋକା ଦିଅନ୍ତି ଏଭଳି ମହିଳା, ଜାଣନ୍ତୁ କ’ଣ କୁହନ୍ତି ଆଚାର୍ଯ୍ୟ ଚାଣକ୍ୟ

ଓଡ଼ିଶା ଭାସ୍କର: ମହାନ ଆଚାର୍ଯ୍ୟ ଚାଣକ୍ୟ ବିଶ୍ୱର ପ୍ରସିଦ୍ଧ ବିଦ୍ୱାନଙ୍କ ମଧ୍ୟରୁ ଜଣୋ ସାରା ବିଶ୍ୱରେ ତାଙ୍କ ନୀତି ବେଶ ଲୋକପ୍ରିୟତା ଅର୍ଜନ କରିଛିା ଚାଣକ୍ୟ ନୀତି ପୁସ୍ତକରେ ସେ ତାଙ୍କ ଜୀବନର ଅଭିଜ୍ଞତା ବିଷୟରେ…