3 ଦିନ ଯାଏଁ କାଳବୈଶାଖୀ ବର୍ଷା, 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳିରେ ଲାଗିବ ବ୍ରେକ୍। 3 ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଏନେଇ 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଆଜି…

ଟ୍ରଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: 7 ଆହତ

ଆନନ୍ଦପୁର: ଟ୍ରଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଘଷିପୁରା NH-20 କୋଳିମାଟି ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ 7ଜଣ ବସ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଭୁବନେଶ୍ବର ଚମ୍ପୁଆ…

ନା ଅଛନ୍ତି ପୁଜାରୀ, ନା ଘଣ୍ଟି;  ହେଲେ ବି ସମସ୍ତଙ୍କ ମନୋକାମନା ହୁଏ ପୂର୍ଣ୍ଣ

ମଧ୍ୟପ୍ରଦେଶ: ଘଣ୍ଟାର କାମ କେବଳ ସମୟ କହିବା ନୁହେଁ, ଯଦି ଘଣ୍ଟାଟି ଏହି ମନ୍ଦିରରେ ବନ୍ଧାଯାଏ ତେବେ ସେ ଘଣ୍ଟାଟି ଆପଣଙ୍କର ଭଲ ସମୟ ମଧ୍ୟ ଆଣି ଦେଇପାରେ। ବାସ୍ତବରେ, ଉଜୈନରୁ 45 କିଲୋମିଟର ଦୂର ମହିଦପୁର ଏବଂ…

4 ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ଟିମ୍, ଖଣିଜ ପାଣ୍ଠି କରିବେ ସମୀକ୍ଷା

ଭୁବନେଶ୍ବର: ପିଏମ୍ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଟିମଙ୍କ 4 ଦିନିଆ ଓଡ଼ିଶା ଗସ୍ତ । ମଙ୍ଗଳବାରଠୁ 23 ତାରିଖ ଯାଏଁ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ଏହି ଦୁଇ ଜଣିଆ ଟିମ । କେନ୍ଦୁଝର ଜିଲ୍ଲା ଖଣିଜ…

ରେଳଧାରଣାରେ ବନ୍ଧା ଥିଲା କାଠ ଫାଳିଆ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ୍

ଉତ୍ତରପ୍ରଦେଶ: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ୍ । ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ରେଳଧାରଣାରେ କାଠ ଫାଳିଆ ବାନ୍ଧିଥିଲା ଦୁର୍ବୃତ୍ତ। ହେଲେ ଏମରଜେନ୍ସି ବ୍ରେକ୍ ମାରି ଟ୍ରେନ୍ ଅଟକାଇଲେ…

ଲଞ୍ଚ୍ ହେଲା ହୋଣ୍ଡା ରିବେଲ-500, ହାର୍ଲି-ଡେଭିଡସନକୁ ଦେବ ଟକ୍କର

ନୂଆଦିଲ୍ଲୀ: ଭାରତରେ ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ଲଞ୍ଚ କଲା ତାର ନୂଆଁ କ୍ରୁଜର ବାଇକ ରିବେଲ 500 । ଏହି ଷ୍ଟାଇଲିସ୍ ଏବଂ ପାୱାରଫୁଲ୍ ବାଇକ୍‌ର ବୁକିଂ କିଛି ବିଗୱିଙ୍ଗ ଟପଲାଇନ୍ (BigWing…

ଇତିହାସରେ ପ୍ରଥମ; ସ୍ଵର୍ଣ୍ଣ ମନ୍ଦିରରେ ମୁତୟନ ହେବ Air Defence System

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ନିଆଗଲା ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି । ପ୍ରଥମଥର ପାଇଁ ସ୍ବର୍ଣ୍ଣ ମନ୍ଦିରରେ ବାୟୁ ପ୍ରତିରକ୍ଷା ବନ୍ଧୁକ ମୁତୟନ କରାଯିବ । “ଅପରେସନ ସିନ୍ଦୂର”ସମୟରେ ଅମୃତସରର…

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; 4 ମୃତ

ତେତେଙ୍ଗାନା: ଭିକାରାବାଦ ଜିଲ୍ଲା ପାରିଗି ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 17 ଜଣ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତମାନଙ୍କୁ…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ଦନ୍ତା

ଢେଙ୍କାନାଳ:  ଆମ୍ବ ତୋଟାରେ ବୃଦ୍ଧାଙ୍କୁ ଦଳି ମାରିଲା ଦନ୍ତା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କପିଳାସ ରେଞ୍ଜ ଆମ୍ବନାଳି ଗାଁ ନିକଟରେ । ଭାମା ସାହୁ ନାମକ ଜଣେ ବୃଦ୍ଧା ଗାଁ ମୁଣ୍ଡ ଆମ୍ବତୋଟାକୁ ପାଚିଲା ଆମ୍ବ…

କରନ୍ତୁ ଏହି ଯୋଗ, ରହିବେ ଚିର ଯୌବନ

ନୂଆଦିଲ୍ଲୀ: ଲୋକମାନେ ବୟସ ବଢ଼ିବା ସହିତ ପ୍ରାୟତଃ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। କିନ୍ତୁ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ, ଆମେ କିଛି ଯୋଗ ଆସନ କରିପାରିବା, ଯାହା ଆମ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ।…