ଇଏ ତ ସୀମା ପାର କରି ଦେଲେ ! ରେଲୱେ ଟ୍ରାକରେ କାର ଚଲାଇଲେ ମହିଳା, ଆଉ ତା’ପରେ…ଦେଖନ୍ତୁ ଭିଡିଓ
ତେଲେଙ୍ଗାନା: ଆପଣ କେବେ ରେଲୱେ ଟ୍ରାକରେ କାର ଚଲାଇବା ଦେଖିଛନ୍ତି ? ଯଦି ନା, ତେବେ ଆଜି ଦେଖନ୍ତୁ। ଜଣେ ମହିଳା ରେଲୱେ ଟ୍ରାକ ଉପରେ ଦ୍ରୁତ ଗତିରେ କାର ଚଲାଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ ରାସ୍ତାରେ ଗାଡ଼ି…