ରାଉରକେଲାରେ ଲଗାଣ ବର୍ଷା: ଫୁଲୁଛି ବ୍ରାହ୍ମଣୀ, 25 ପରିବାର ଜଳବନ୍ଦୀ

ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ପବଳ ବର୍ଷା ଯୋଗୁଁ ଘରେ ପଶିଲା ପାଣି । ଏପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବ୍ରହ୍ମଣୀ ନଦୀ । ଫଳରେ ବାଲୁଘାଟ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ପାଣି ଘରେ ପଶିଛି । ଲଗାଣ…

ଆଜିଠୁ ଆରମ୍ଭ ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ ସିରିଜ୍, 18 ବର୍ଷ ପରେ ଇଂଲଣ୍ଡରେ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ ସିରିଜ୍ । ଇଂଲଣ୍ଡ ଲିଡ୍ସରେ ଖେଳାଯିବ ସିରିଜର ପ୍ରଥମ ଟେଷ୍ଟ । ଅପରାହ୍ନ ସାଢେ 3 ଟାରୁ ଆରମ୍ଭ ହେବ ମ୍ୟାଚ୍ । ଗିଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍…

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ପରଲୋକ

କଟକ: ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କ ପରଲୋକ । ଲୋକସେବକ ମଣ୍ଡଳର ସେ ଥଲେ ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ । ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଲେ ନିରଞ୍ଜନ ରଥ । ଗୁରୁବାର ରାତି 11ଟା ବେଳେ…

ଭୁବନେଶ୍ୱର ଶ୍ୟାମପୁରରେ ବୋମାମାଡ଼, ଜଳିଗଲା ଏକାଧିକ ଗାଡ଼ି

ଭୁବନେଶ୍ବର: ଶ୍ୟାମପୁରରେ ବୋମାମାଡ଼ । ସେଲ୍ଫ ଡ୍ରାଇଭ୍ କାର ସୋରୁମ୍ ଉପରେ ବୋମା ମାଡ଼ କଲେ ଦୁର୍ବୃତ୍ତ । ସ୍କର୍ପିଓରେ ଆସି ବୋମାମାଡ଼ କରି ଦୁର୍ବୃତ୍ତ ଚମ୍ପଟ । 10 ରୁ 12 ଜଣ ଆସି 5 ଟି ବୋମା ଫିଙ୍ଗିଥିବା ଅଭିଯୋଗ…

ତଦନ୍ତ ପାଇଁ ଆମେରିକା ଯିବ ବ୍ଲାକ୍ ବକ୍ସ: କେମିତି, କାହିଁକି, କେଉଁ ପରିସ୍ଥିରେ ହେଲା ଦୁର୍ଘଟଣା, ତାହାର ହେବ ପର୍ଦ୍ଦାଫାଶ…

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ତଦନ୍ତ ନେଇଛି ଏକ ନୂଆ ମୋଡ଼ । ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଆମେରିକା ଯିବ ବ୍ଲାକ୍ ବକ୍ସ । ଡାଟା ରିକଭରି ପାଇଁ ଆମେରିକା ପଠାଯିବ…

କଳିଯୁଗ ରାସଲୀଳା; ଏକା ସାଙ୍ଗରେ 20 ଝିଅ ସହିତ ପ୍ରେମ, 3 ରହୁଥିଲେ ଗୋଟିଏ ବିଲ୍ଡିଂରେ

ବେଜିଂ: ଏକା ସାଙ୍ଗରେ 20 ଝିଅଙ୍କୁ କରିଥିଲେ ଗର୍ଲଫ୍ରେଣ୍ଡ୍ । ସେମାନଙ୍କ ମଧ୍ୟରୁ 3 ଜଣ ଗୋଟିଏ ବିଲ୍ଡିଂରେ ରହୁଥିଲେ । ଯେତେବେଳେ ସତ ସାମ୍ନାକୁ ଆସିଲା, ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ । ଦୁନିଆରେ ପ୍ରତିଭାବାନ…

ଉତ୍ତର-ପଶ୍ଚିମଦିଗକୁ ଗତି କରୁଛି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର

ନୂଆଦିଲ୍ଲୀ: ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମଦିଗକୁ ଗତି କରୁଛି । ଝାଡ଼ଖଣ୍ଡ ପାଖ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସକ୍ରିୟ ରହିଛି ଲଘୁଚାପ । 24 ଘଣ୍ଟାରେ ଉତ୍ତର-ପଶ୍ମିମ ଦିଗରେ ବଢିବା ନେଇ…

୫୩ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ, ଦୁର୍ନୀତିଗ୍ରତ ପୂର୍ବତନ PEO ଅକୃର ମାଝୀ ଗିରଫ୍

ଭୁବନେଶ୍ୱର : 53 ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ PEO । ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଦୁର୍ନୀତିଗ୍ରସ୍ତ ପୂର୍ବତନ PEO ଅକୃର ମାଝୀ ଗିରଫ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି…

ଇଣ୍ଡିଗୋ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ, ଦିଲ୍ଲୀରୁ ଲେହ ଯାଉଥିବା ବିମାନରେ 180 ଜଣ ଯାତ୍ରୀ ଥିଲେ

ନୂଆଦିଲ୍ଲୀ:ଜରୁରୀ ଅବତରଣ  କଲା ଇଣ୍ଡିଗୋ ବିମାନ । ଦିଲ୍ଲୀରୁ ଲେହ ଯାଉଥିଲା ଇଣ୍ଡିଗୋ ବିମାନ । ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ । ଉଡ଼ାଣ ଭରିବାର କିଛି ସମୟ ଭିତରେ ଅବତରଣ । ଦିଲ୍ଲୀରୁ ଲେହ ଯାଉଥିବା ଏକ…

ଟେଷ୍ଟିଂ ବେଳେ ବ୍ଲାଷ୍ଟ୍ ହେଲା ଏଲନ ମସ୍କଙ୍କ SpaceX Starship ରକେଟ୍, ଦେଖନ୍ତୁ ଭିଡିଓ…

ୱାଶିଂଟନ: ଟେଷ୍ଟିଂ ବେଳେ ବୋମା ଭଳି ଫୁଟିଲା ଏଲନ ମସ୍କଙ୍କ SpaceX Starship ରକେଟ୍ । ଏହି ରକେଟ୍ ମହାକାଶକୁ ଉଡ଼ିବାର ଅନ୍ତିମ ପର୍ଯ୍ୟାୟରେ ଥିଲା, ଯେଉଁଠାରେ ଏହାର ଷ୍ଟେଟିକ ଫାୟାର ଟେଷ୍ଟିଂ କରାଯାଉଥିଲା। ଏହି…