ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; 4 ମୃତ

ତେତେଙ୍ଗାନା: ଭିକାରାବାଦ ଜିଲ୍ଲା ପାରିଗି ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 17 ଜଣ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତମାନଙ୍କୁ…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ଦନ୍ତା

ଢେଙ୍କାନାଳ:  ଆମ୍ବ ତୋଟାରେ ବୃଦ୍ଧାଙ୍କୁ ଦଳି ମାରିଲା ଦନ୍ତା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କପିଳାସ ରେଞ୍ଜ ଆମ୍ବନାଳି ଗାଁ ନିକଟରେ । ଭାମା ସାହୁ ନାମକ ଜଣେ ବୃଦ୍ଧା ଗାଁ ମୁଣ୍ଡ ଆମ୍ବତୋଟାକୁ ପାଚିଲା ଆମ୍ବ…

କରନ୍ତୁ ଏହି ଯୋଗ, ରହିବେ ଚିର ଯୌବନ

ନୂଆଦିଲ୍ଲୀ: ଲୋକମାନେ ବୟସ ବଢ଼ିବା ସହିତ ପ୍ରାୟତଃ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। କିନ୍ତୁ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ, ଆମେ କିଛି ଯୋଗ ଆସନ କରିପାରିବା, ଯାହା ଆମ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ।…

PSLV ଫେଲର କାରଣ?

ବାଙ୍ଗାଲୋର: ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର 101ତମ ମିଶନ୍ ସଫଳ ହୋଇପାରିଲା ନାହିଁ। ଲଞ୍ଚିଂର ତୃତୀୟ ପର୍ଯ୍ୟାୟରେ ମୋଟର କେସର…

ପଡୋଶୀକୁ ହତ୍ୟା କଲା ପଡ଼ୋଶୀ

କୋରାପୁଟ: ସୁନାବେଡ଼ା ଥାନା କାକିଗାଁରେ ଅଭାବନୀୟ ଘଟଣା । 2 ପଡ଼ୋଶୀଙ୍କ ମଧ୍ୟରେ ବଚଶା ପରେ ପିଟାପିଟି ହୋଇଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ତେବେ କେଉଁ କାରଣରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ତାହା…

ଟ୍ରକ୍ ଧକ୍କାରେ ଡାକ୍ତରଙ୍କ ମୃତ୍ୟୁ

ସମ୍ବଲପୁର: ଅଇଁଠାପାଲି ଥାନା ଅଞ୍ଚଳରେ ଦୁର୍ଘଟଣା । ଏହି ସଡ଼କ ଦୁର୍ଘଟଣାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡାକ୍ତର ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ୍ । ମୃତ ଡାକ୍ତରଙ୍କ…

ଭାଗ ଭାଗ ହୋଇଯିବ କି ପାକିସ୍ତାନ ? ବେଲୁଚିସ୍ତାନ ପରେ ଏବେ ସିନ୍ଧର ସ୍ବାଧିନତା ଦାବି

ଇସଲାମାବାଦ: ବେଲୁଚିସ୍ତାନ ପରେ ଏବେ ପାକିସ୍ତାନର ସିନ୍ଧ ପ୍ରଦେଶରେ ମଧ୍ୟ ସ୍ୱାଧୀନତା ଦାବି ଜୋର ଧରିଛି। ସିନ୍ଧକୁ ଏକ ସ୍ୱତନ୍ତ୍ର ଦେଶ ଭାବରେ ଗଠନ କରିବାକୁ ଦାବି କରି ଏକ ରାଜନୈତିକ ଗୋଷ୍ଠୀ ଜୟ ସିନ୍ଧ ପ୍ରିଡମ୍…

ପୋଲାଭରମ ବିବାଦ: ବୈଠକ କରିବେ PM

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପ ବିବାଦ ନେଇ ବୈଠକ କରିବେ ପ୍ରଧାନମନ୍ତ୍ରୀ । ମେ 28 ରେ 4 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ହେବ ବୈଠକ । ସାମିଲ ହେବେ ଆନ୍ଧ୍ର, ତେଲେଙ୍ଗାନା, ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ।…

ଗାଧୋଇବା ବେଳେ ଦୁଇ ଇଞ୍ଜିନିୟର ବୁଡ଼ିଯିବା ଘଟଣା: ମିଳିଲା ଆଉ ଜଣଙ୍କ ମୃତଦେହ

କଟକ: କାଠଯୋଡି ନଦୀରେ ଗାଧୋଇବା ବେଳେ ଦୁଇ ଯୁବ ଇଞ୍ଜିନିୟର ବୁଡ଼ିଯିବା ଘଟଣା । ମିଳିଲା ଆଉ ଜଣଙ୍କ ମୃତଦେହ । ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର କଲେ NDRF ଟିମ୍ । ଗତକାଲି ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ…

ଫେରସ୍ତ ନିଅ ନଚେତ୍…’ ଭାରତରୁ ରପ୍ତାନି ଆମ୍ବ ରଖିଲାନି ଆମେରିକା

ୱାଶିଂଟନ: ଭାରତୀୟ ରପ୍ତାନିକାରୀଙ୍କୁ ଆମେରିକାର ଝଟକା । କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ 15 କଣ୍ଟେନର ଆମ୍ବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଆମେରିକୀୟ ଅଧିକାରୀ । ଯଦ୍ବାରା 4 କୋଟି ଟଙ୍କାର କ୍ଷତି ସହିବାକୁ…