ଭାଇରାଲ ହେଉଛି ବାୟୁସେନା ମୁଖ୍ୟଙ୍କ ଭିଡିଓ, ଅପରେସନ ସିନ୍ଦୁର ନେଇ ଦେଲେ ସୂଚନା

ନୂଆଦିଲ୍ଲୀ:ଭାରତୀୟ ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ସଲ ଅମର ପ୍ରୀତ ସିଂ ଅନେକ ଦିନ ପରେ ଅପରେସନ ସିନ୍ଦୁର ନେଇ ମୁହଁ ଖୋଲିଛନ୍ତି। ଏହି ମିଶନ ପାକିସ୍ତାନରେ ଥିବା ଆତଙ୍କୀଙ୍କ ବିରୋଧରେ ଏକ ଶକ୍ତ ଜବାବ ଥିଲା।…