ଦଳୀୟ କନ୍ଦଳ ନବୀନଙ୍କ ନେତୃତ୍ୱ ଉପରେ ଉଠାଉଛି ପ୍ରଶ୍ନ

ଭୁବନେଶ୍ୱର: ସମ୍ପ୍ରତି ବିଜେଡିରେ ଯାହା ଚାଲିଛି, ତାକୁ ନେଇ ରାଜ୍ୟବ୍ୟାପୀ ଦଳ ସୁପ୍ରିମୋଙ୍କ ନେତୃତ୍ୱ ଉପରେ ଉଠିଲାଣି ପ୍ରଶ୍ନ । ବିଜେଡିକୁ ଏକ ଶୃଙ୍ଖଳିତ, ଅନୁଶାସିତ ଦଳ ଓ ସୁପ୍ରିମୋଙ୍କୁ ଅନୁଶାସନ ପ୍ରିୟ କହୁଥିବା…

ମାତ୍ର ୬ ମାସ ପାଇଁ ଜଷ୍ଟିସ ଖନ୍ନା ହେବେ ସିଜେଆଇ

ନୂଆଦିଲ୍ଲୀ: ଦେଶର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ପରେ ଜଷ୍ଟିସ ସଂଜୀବ ଖନ୍ନା ହେବ ଦେଶର ସିଜେଆଇ । ବର୍ତ୍ତମାନର ସିଜେଆଇ ଜଷ୍ଟିସ ଖାନ୍ନାଙ୍କ ନାଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି । ତେବେ ଜଷ୍ଟିସ…

ଧାରା ୭-ଏର ବୈଧତା ଉପରେ ସାମ୍ବିଧାନିକ ପୀଠରେ ଜଷ୍ଟିସ ଜେ ବି ପାରଦିଭାଲାଙ୍କ ଭିନ୍ନ ମତ

ନୂଆଦିଲ୍ଲୀ: ନାଗରିକତା ଆଇନର ଧାରା ୬-ଏର ବୈଧତାକୁ ନେଇ ଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି । ସୁପ୍ରିମ କୋର୍ଟ ଏହାର ବୈଧତାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ୪:୧ପେ ଧାରା ୬-ଏର ବୈଧତା…

SEX କଲାବେଳେ ସାବଧାନ, ନାବାଳକ ଦେଖିଲେ ହେବ କଠୋର ଦଣ୍ଡବିଧାନ, ଯିବାକୁ ପଡିବ ଜେଲ

ତିରୁଅନନ୍ତପୁରମ: କୌଣସି ନାବାଳକ ବା ନାବାଳିକା ସମ୍ମୁଖରେ କପଡା ଖୋଲିବା ଓ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବାକୁ ଯୌନ ଉତ୍ପୀଡନ ଧରାଯିବ । କେରଳ ହାଇକୋର୍ଟ ନିକଟରେ ଏକ ମାମଲାରେ ଏମିତି କହିଛନ୍ତି । ତେଣୁ ଏପରି…

ବରିଷ୍ଠଙ୍କୁ ବାହାରର ରାସ୍ତା ଦେଖାଇବାକୁ ଯାଇ ନବୀନଙ୍କୁ ଗୌଣ କରିଦେଲେ କନିଷ୍ଠ

ଭୁବନେଶ୍ୱର: ଗତ କାଲି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଥିଲା । ବହୁ ବର୍ଷ ପରେ ନବୀନ ତାଙ୍କ ଜନ୍ମଦିନ ଦଳୀୟ କର୍ମକର୍ତ୍ତା, ଶୁଭେଚ୍ଛୁଙ୍କ ସହ ମନାଇଥିଲେ । କାରଣ ସେ ଏବେ…

୧୯୬୬ ଜାନୁଆରୀ ୧ରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ଭାରତକୁ ଆସି ଆସାମରେ ବାସ କରୁଥିବା ବିଦେଶୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ନାଗରିକତା ଅଧିନିୟମ ୧୯୫୫ର ଧାରା ୬-ଏର ସାମ୍ବିଧାନିକ ବୈଧତା ଆଗକୁ ଜାରି ରହିବ । ମଙ୍ଗଳବାର ସୁପ୍ରିମକୋର୍ଟ ଏହାକୁ ବୈଧ ଘୋଷଣା କରିଛନ୍ତି । ଫଳରେ ଏହି ଆଇନ ଆସାମ ରାଜିନାମା ଅନ୍ତର୍ଗତ ଆସୁଥିବା…

ଅଦ୍ଭୂତ ସର୍ତ୍ତରେ ଦୁଷ୍କର୍ମକାରୀକୁ ଜାମିନ ଦେଲେ ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ: ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି କୋର୍ଟ ଦେଇଥିବା ନିର୍ଦ୍ଦେଶ ଏବେ ସବୁଠି ଚର୍ଚ୍ଚାରେ । ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଜେଲରେ ଥିବା ବେଳେ ତାର ବେଲ ଆବେଦନ ବେଳେ କୋର୍ଟ ଏକ ଅଦ୍ଭୂତ ସର୍ତ୍ତରେ…

ଅମରଙ୍କ ବିଶ୍ୱସନିୟତା ଉପରେ ଜନତା ଉଠାଉଛନ୍ତି ପ୍ରଶ୍ନ

ଭୁବନେଶ୍ୱର: ଗତ କିଛି ଦିନ ହେବ ବଡଚଣାର ପୂର୍ବତନ ବିଧାୟକ ଗଣମାଧ୍ୟମରେ ଛାୟୀ ଯାଇଛନ୍ତି । ଦୈନିକ ମିଡିଆ ଆଗରେ ନେତାଙ୍କୁ କରୁଛନ୍ତି ପ୍ରଶ୍ନ ବାଣରେ ଘାଇଲା । ଅମରଙ୍କ ଘନ ଘନ ଆକ୍ରମଣରେ ଦଳପତି ଶର ଶଯ୍ୟାରେ ରକ୍ତ…

ବିମାନରେ ବମ, ମିଛ କଲ ମୁକାବିଲା ପାଇଁ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ତିନି ଦିନରେ ପ୍ରାୟ ୧୨ଟି ଧମକପୂର୍ଣ୍ଣ କଲ ମିଳିଛି, ଯେଉଁଥିରେ ବିମାନରେ ବମ ଥିବାର ସୂଚନା ମିଳିଥିଲା । କିନ୍ତୁ ଯାଞ୍ଚ ପରେ ସବୁ କଲ ମିଛ ଥିବା ଜଣାପଡିଛି । ଏପରି ମିଛ କଲକୁ ଗମ୍ଭୀରତା ସହ ନେଇଛି ଗୃହ…

ପରାଲି ଜାଳିବାରେ ଲାଗୁନି ରୋକ, ପଞ୍ଜାବ ଓ ହରିଆଣା ସରକାରକୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ନଡା ଜାଳିବାକୁ ନେଇ ସୁପ୍ରିମ କୋର୍ଟ ପଞ୍ଜାବ ଓ ହରିଆଣା ସରକାରକୁ ମାମଲା ଆଗକୁ ବଢାଇବା ଓ ମାମୁଲି ଜରିମାନା ଲଗାଇ ଲୋକଙ୍କୁ ଛାଡିବା ଉପରେ କଡା ଭାଷାରେ ଭର୍ତ୍ସନା କରିଛନ୍ତି । ଦୁଇ ରାଜ୍ୟର ମୁଖ୍ୟ…