ଜାଲ କାଗଜ ଦେଇ ମହିଳାଙ୍କ ସହ ବିଜେଡି ବିଶ୍ୱାସଘାତକତା କରିଥିବା ଅଭିଯୋଗ କଲା ବିଜେପି

ଭୁବନେଶ୍ୱର- ବିଧାନସଭା ଚାଲିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଲୋୟର ପିଏମଜିରେ ହଜାର ହଜାର ସଂଖ୍ୟାରେ ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀମିତ୍ର, ଏମବିକେ ପରି ୬ଟି ସଂଗଠନର ମହିଳା ସେମାନଙ୍କ ୯ ମାସର ବକେୟା ଦରମା…

ଜାଣନ୍ତୁ ଆୟୁଷ୍ମାନ ଯୋଜନାରେ ସାମିଲ ହେବାକୁ କଣ କରିବାକୁ ହେବ?

ନୂଆଦିଲ୍ଲୀ- ଆମ ସରକାରଙ୍କ ତରଫରୁ ଅସହାୟ, ଗରିବଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଇଛି । ମୁଖ୍ୟତଃ କେହି ଭାରତୀୟ ଭୋକିଲା ରହିବେ ନାହିଁ କି, କେହି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମୃତ୍ୟୁ ବରଣ କରିବେ ନାହିଁ । ଏହି ଲକ୍ଷ୍ୟ…

ଏମିତି ଏକ ଗ୍ରୁପ ରହିଛି, ଯାହା ବହୁ ରୋଗରୁ ମଣିଷକୁ କରେ ରକ୍ଷା

ନୂଆଦିଲ୍ଲୀ- ବ୍ଲଡ ଗ୍ରୁପର ସ୍ୱାସ୍ଥ୍ୟ ଉପରେ ବଡ ପ୍ରଭାବ ରହିଛି । ଏହା ବ୍ୟକ୍ତି ଭିତରେ କିଛି ପ୍ରାକୃତିକ ସମସ୍ୟା ତଥା ଫାଇଦା ମିଳିଥାଏ । ସେ ମଧ୍ୟରେ ଓ ପଜିଟିଭ ବ୍ଲଡ ଗ୍ରୁପର ବିଶେଷ ବିଶେଷତ୍ୱ ରହିଛି । ଏହି ଗ୍ରୁପ…

ମହିଳା ସଶକ୍ତିକରଣ ଦିଗରେ ସବୁଠାରୁ ବଡ ଯୋଜନାର ଶୁଭାରମ୍ଭ, ଟ୍ରେନିଂ ବେଳେ ବି ମିଳିବ ଦରମା

ନୂଆଦିଲ୍ଲୀ- ମହିଳାଙ୍କୁ ସଶକ୍ତି କରଣ କରିବା ଦିଗରେ ମୋଦି ସରକାରଙ୍କ ଆଉ ଏକ ବଡ ପଦକ୍ଷେପ । ଆଜିଠାରୁ ଆରମ୍ଭ ହେଲା ଏଲଆଇସିର ବୀମା ସଖୀ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହରିଆଣା ଗସ୍ତ କାଳରେ ଏହି ନୂଆ…

ବାଙ୍ଗଲାଦେଶ: ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ବନ୍ଦ କରିବାକୁ ଭାରତୀୟ ବିଦେଶ ସଚିବଙ୍କ ପରାମର୍ଶ

ନୂଆଦିଲ୍ଲୀ- ବାଙ୍ଗଲାଦେଶରେ ଜାରି ହିଂସା ଭିତରେ ଭାରତୀୟ ବିଦେଶ ସଚିବ ବିକ୍ରମ ମିଶ୍ରି ଢାକାରେ ପହଞ୍ଚିଛନ୍ତି । ସେଠାରେ ହିନ୍ଦୁ ସମୁଦାୟ ଓ ଧର୍ମସ୍ଥଳୀ ଉପରେ ହେଉଥିବା ଆକ୍ରମଣକୁ ନେଇ ଦୁଃଖ ବ୍ୟକ୍ତ କରିବା ସହ ଏହାକୁ…

ମଧୁଚନ୍ଦ୍ରିକାର ପ୍ରତିଟି ମୁହୂର୍ତ୍ତରେ ଯୁବତୀଙ୍କ ଆଖିରେ ଲୁହ, କିନ୍ତୁ କାହିଁକି?

ନୂଆଦିଲ୍ଲୀ- ହନିମୁନ କଥା କହିଲେ ମନକୁ ଅନେକ ରଙ୍ଗିନ ଭାବନା ଆଛାଦିତ କରିଥାଏ । ଦମ୍ପତି ଏମିତି ବୁଲିଥିବେ, ଏମିତି ଗପ କରିଥିଲେ, ଏମିତି ପରସ୍ପରକୁ ଆଲିଙ୍ଗନ କି ନିଜ ପ୍ରେମ ପ୍ରକାଶ କରିଥିବେ ବା ଦାମ୍ପତ୍ୟ ଜୀବନକୁ…

Video- ‘ମୋ ପ୍ରେମିକାର ଲମ୍ବା ମାତ୍ର ୨୦ ଫୁଟ’, ଯୋଡି ଦେଖିଲେ ଲୋମ ଟାଙ୍କୁରିଯିବ

ନୂଆଦିଲ୍ଲୀ- ଏମିତି କିଛି ମଣିଷ ଅଛନ୍ତି, ଯେଉଁମାନେ ସେମାନଙ୍କ କିଛି ଅଜବ ହରକତରେ ଲୋକଙ୍କ ହୋସ ଉଡେଇ ଦିଅନ୍ତି । ସେମିତି ହୋସ ଉଡେଇବା ପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଜଣେ ବ୍ୟକ୍ତି…

୮୯୫ ଟଙ୍କାରେ ରିଚାର୍ଜ କରି, ୩୩୬ ଦିନ ବିନ୍ଦାସ ହୋଇଯାଆନ୍ତୁ Jio ୟୁଜର୍ସ

ନୂଆଦିଲ୍ଲୀ- ଅନେକ ଜିଓ ସିମ ବ୍ୟବହାର କରୁଛନ୍ତି । ସେମାନଙ୍କ ପାଇଁ ଖୁସି ଖବର । ଜିଓ ଆଣିଛି ଦମଦାର ପ୍ଲାନ । ବର୍ଷକ ପାଇଁ ନୂଆ ପ୍ଲାନରେ ଖର୍ଚ୍ଚ କରିବାକୁ ହେବ ଏକ ହଜାରରୁ କମ । ମାତ୍ର ୮୯୫ ଟଙ୍କାରେ ୩୩୬ ଦିନ ଜିଓ…

କ୍ୱାଟରରେ ରହିବାର ମଜା ନିଆରା! ୧୪ ବିଧାୟକ ଛାଡୁନାହାନ୍ତି କ୍ୱାଟର

ଭୁବନେଶ୍ୱର- ନୂଆ ସରକାର ଆସିବାକୁ ୬ ମାସ ହେବ ଆଉ ଦିନ କେଇଟାରେ । ହେଲେ ଏଯାଏଁ ସରକାରୀ କ୍ୱାଟରର ମୋହ ଛାଡିପାରୁ ନାହାନ୍ତି କିଛି ପୁରୁଣା ବିଧାୟକ, ବିଧାୟିକା । ଏଯାଏଁ ୧୪ ବିଧାୟକ, ବିଧାୟିକା ସରକାରୀ କ୍ୱାଟର ଛାଡି…

କମ୍ପୁଛି ଲୋୟର ପିଏମଜି, ବକେୟା ଦରମା ଦାବିରେ ହଜାର ହଜାର ମହିଳାଙ୍କ ମେଳି

ଭୁବନେଶ୍ୱର- ରାଜଧାନୀର ଲୋୟର ପିଏମଜି ଛକରେ ମହିଳାଙ୍କ ଭିଡ । ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ଭଲି ବିଭିନ୍ନ ସଂଗଠନର ମହିଳା ମେଳି କରିଛନ୍ତି ବକେୟା ଦାବିରେ । ବିଧାନସଭା ଚାଲିଥିବା ବେଳେ ଲୋୟର…