(Video) ସନ୍ତୁଳିତ ସମାଜ ଗଠନ ପାଇଁ ତିନି ସନ୍ତାନ ଜନ୍ମ ଉପରେ ଆରଏସଏସ ପ୍ରମୁଖଙ୍କ ବୟାନ ସୃଷ୍ଟି କରିବ ନୂଆ ବିବାଦ!
ନୂଆଦିଲ୍ଲୀ- ଜନସଂଖ୍ୟାକୁ ଓ ପରିବାରକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ପ୍ରତି ଦମ୍ପତିଙ୍କର ୩ଟି ସନ୍ତାନ ହେବା ଆବଶ୍ୟକ । ଏହାର ଆବଶ୍ୟକତା ଓ ଯଥାର୍ଥତାକୁ ମଧ୍ୟ ବୁଝାଇଛନ୍ତି ଭାଗବତ । ନାଗପୁରରେ ଅନୁଷ୍ଠିତ…