(Big Breaking)ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ, ବିମାନରୁ ଓହ୍ଲାଇ ସିଧା ଗଲେ ସଭାକୁ

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ତିନି ଦିନିଆ ଗସ୍ତରେ ଥିବା…

ମାସିକ ଧର୍ମର କଷ୍ଟ ବୁଝିଲେ ସରକାର, ଛାତ୍ରୀଙ୍କୁ ଦେଲେ ୨ ଦିନ ଛୁଟି

ନୂଆଦିଲ୍ଲୀ- କେରଳ ସରକାର ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟ (ଆଇଟିଆଇ)ରେ ପଢୁଥିବା ଛାତ୍ରୀଙ୍କୁ ପ୍ରତି ମାସରେ ଦୁଇ ଦିନ ମାସିକ ଧର୍ମ ଛୁଟି ଦେବାର ଘୋଷଣା କରିଛି । ରାଜ୍ୟର ଶିକ୍ଷାମନ୍ତ୍ରୀ ଭି ଶିବନକୁଟ୍ଟି ଅନେକ…

୧୬୫ ମିଲିୟନ ବର୍ଷ ରାଜୁତି କରିଥିବା ଡାଇନସରର ମଳ କହିଲା ତାର ଅଙ୍ଗେନିଭା କଥା

ନୂଆଦିଲ୍ଲୀ- ମଣିଷ ତାର ଅତିତକୁ ନେଇ ସବୁ ସମୟରେ ଅନୁସନ୍ଧାନୀ ହୋଇ ରହିଛି । ଅତିତର ବହୁ ରହସ୍ୟ ଉତ୍ମୋଚନରେ ଲାଗିଛି । ତେବେ ଏହି ଅନୁସନ୍ଧାନରୁ ବୈଜ୍ଞାନିକ ଡାଇନୋସର ଯୁଗର ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି ।…

ଏଞ୍ଜିଓପ୍ଲାଷ୍ଟିରେ ଗଲାଣି ୯ ଜୀବନ! PM ଜନ ଆରୋଗ୍ୟ ଅର୍ଥ ହଡପ ପାଇଁ ରୋଗୀଙ୍କ ଜୀବନ ସହ ଖେଳୁଛି ହସ୍ପିଟାଲ!

ଗାନ୍ଧୀନଗର- ସରକାର ଗରିବଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପିଏମ ଜନଆରୋଗ୍ୟ ଯୋଜନାର ପ୍ରଣୟନ କରିଛନ୍ତି । ହେଲେ ଏହି ଯୋଜନା ଅର୍ଥ ହଡପ କରିବାକୁ ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର ସାଜିଛନ୍ତି କଂସେଇ । ଏମିତି…

UPSC ଇଞ୍ଜିନିୟରିଂ ମେନ୍ସ ୨୦୨୪ର Mark ଜାରି, କେମିତି କରିବେ Download?

ନୂଆଦିଲ୍ଲୀ- ୟୁପିଏସସି ଇଞ୍ଜିନିୟରିଂ ମେନ୍ସ ୨୦୨୪ର ମାର୍କ ଜାରି କରିଛି । ୟୁପିଏସସି ଇଞ୍ଜିନିୟରିଂ ମେନ୍ସ ୨୦୨୪ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ୟୁପିଏସସି ଅଫିସିଆଲ ୱେବସାଇଟ upsc.gov.in ମାଧ୍ୟମରେ ମାର୍କ…

୨୦୨୭ ପଦ ପାଇଁ CCE ପ୍ରିଲିମ୍ସର ତାରିଖ ଘୋଷଣା କଲା BPSC

ନୂଆଦିଲ୍ଲୀ- ବିହାର ଲୋକ ସେବା କମିଶନ ନିକଟରେ ୧୩ ଓ ୧୪ ଡିସେମ୍ବରକୁ ହେଉଥିବା ବିପିଏସସି ୭୦ତମ ସିସିଇ ପରୀକ୍ଷା ତାରିଖ ଘୋଷଣା କରିଛି । ପରୀକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀ ସେମାନଙ୍କ ଆଡମିଟ କାର୍ଡ ୨୦୨୪ ପାଇଁ…

Research Related- ମଣିଷର ବିଲୁପ୍ତି ପରେ ପୃଥିବୀ ଉପରେ ଏଲିଅନ କରିବନି ତ ରାଜୁତି ?

ନୂଆଦିଲ୍ଲୀ-ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି, ଯେଉଁଠି ଆରମ୍ଭ ସେଇଠି ଶେଷ । ଏହି ଜୀବନ ଚକ୍ରପରି । ଯାହା ଏକ ସଦ୍ୟତମ ଗବେଷଣାରେ ବୈଜ୍ଞାନିକଙ୍କ ମତ ସତ୍ୟ ବୋଲି ପ୍ରତିପାଦିତ କରୁଛି । ବିବର୍ତ୍ତନବାଦରେ ଜଳ ଜୀବରୁ ମଣିଷର…

(Video) ନିଆରା ନିର୍ବନ୍ଧ, ବର-କନ୍ୟା ପରସ୍ପରକୁ ହେଲମେଟ ପିନ୍ଧାଇ ବିବାହ ପାଇଁ ଦେଲେ ସ୍ୱୀକୃତି

ରାୟପୁର- ଛତିଶଗଡର ଏକ ନିର୍ବନ୍ଧକୁ ନେଇ ଚର୍ଚ୍ଚା । ଚର୍ଚ୍ଚାରେ ବର ଓ କନ୍ୟା ତଥା ତାଙ୍କ ଅଜବ ବେଶ ଭୁସା । ଆଜିକାଲି ବିବାହ ପୂର୍ବରୁ କେତେ ସବୁ ରସମର ପାଳନ ହେଉଛି । ମୁଦିପିନ୍ଧା ବା ନିର୍ବନ୍ଧ ବା ଏନଗେଜମେଣ୍ଟ ଯାହା…

(Video) ନୂଆ Technic, ଟ୍ରେନ ତଳେ ଖଟିଆରେ ରୋଗୀ ବୁହା, ଭିଡିଓ ଭାଇରାଲ

ଯୋଡା- ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଲୋକଙ୍କୁ ମିଳିନି ରାସ୍ତା ପରି ମୌଳିକ ସୁବିଧା । ରାସ୍ତା ଅଭାବରୁ ଷ୍ଟ୍ରେଚରରେ ବୁହାହୁଏ ମଣିଷ । ଘର କଣ ଗାଁ ଦାଣ୍ଡ ଯାଏଁ ବି ଯାଇପାରେନି ଆମ୍ବୁଲାନ୍ସ । ତା ଉପରେ ପୁଣି,…

ଆଳୁ ବାଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଇଛନ୍ତି ବାଧକ!

ଭୁବନେଶ୍ୱର- ଭାଇଙ୍କ କଥାରେ ଦିଦି ରାଜ୍ୟକୁ ଆଳୁ ଯୋଗାଣ ବନ୍ଦ କରିଛନ୍ତି । ଏମିତି କହିଛନ୍ତି ଓଡିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଡିଶାକୁ ଆଳୁ ସପ୍ଲାଇ ବନ୍ଦ କରିଛି ପଶ୍ଚିମବଙ୍ଗ…