କ୍ୟାନ୍ସର ଭଲ କରିବାକୁ ଚାଲିଥିଲା ଧର୍ମ ପରିବର୍ତ୍ତନ, ଖବର ପାଇ ପୋଲିସ ପହଞ୍ଚି…

ବାରାବଙ୍କୀ: ଆଜି ମଧ୍ୟ ଆମ ସମାଜରେ ଅନ୍ଧବିଶ୍ୱାସ ରାଜ କରୁଛି । ଲୋକଙ୍କ ସରଳ ବିଶ୍ୱାସର ଫାଇଦା ଉଠାଉଛନ୍ତି କିଛି ଅନ୍ୟ ଧର୍ମର ଲୋକ । ଦୁରାରୋଗ କର୍କଟକୁ ମଧ୍ୟ ଖ୍ରୀଷ୍ଟ ଭଲ କରିଦେବେ ବୋଲି ଲୋକଙ୍କୁ ଭୁଆଁ ବୁଲାଯାଉଛି…

(Video) ବିରାଟକାୟ ଅଜଗର ଗ୍ରାସିବାକୁ ଉଦ୍ୟମ କରୁଛି, ହେଲେ ବ୍ୟକ୍ତି ନିଶ୍ଚଳ ହୋଇ ବସିଛନ୍ତି, କେମିତି ସମ୍ଭବ?

ଓଡିଶା ଭାସ୍କର: ଆମେ ଦୂରରୁ ସାପଟିଏ ଦେଖିଲେ ଭୟରେ ଶିହରି ଯାଉ । ଅନେକତ ଚିକ୍ରାର କରି ସେଠାରୁ ଦୌଡି ପଳାନ୍ତି । ଭାବିଲେ ଦେଖି, ଯଦି ଭୟଙ୍କର ଓ ବିରାଟକାୟ ଅଜଗର ହାବୁଡରେ କେହି ପଡିଯିବ ତାର ଅବସ୍ଥା କଣ ହେବ ।…

ଲୁଟ ଟଙ୍କା ଫେରାଇଦେଲା ପୋଲିସ, ଖୁସିରେ ବୃଦ୍ଧା ମାଉସୀ ଜିଲାପି ନେଇ ଥାନାରେ ହାଜର

ସମ୍ବଲପୁର: ପୋଲିସକୁ ମାଉସୀଙ୍କ ଜିଲାପି ଭେଟି । କୌଣସି ଲାଞ୍ଚ ନୁହେଁ, କୃତଜ୍ଞତା ସ୍ୱରୂପ ଜଣେ ବୃଦ୍ଧା ପୋଲିସକୁ ଭେଟି ଦେଇଛନ୍ତି ଜିଲାପି । ଗରିବ ମାଉସୀ ଜଣଙ୍କର ୫୦ ହଜାର ଟଙ୍କା ଲୁଟେରାଙ୍କ ଠାରୁ ପୋଲିସ ଉଦ୍ଧାର…

(Video) ବାସ୍ତବରେ ସେଓରେ ରହିଛି ବିଶେଷ ଶକ୍ତି, ବଡ ବଡ ରୋଗ କଣ ଦୁର୍ଘଟଣାରୁ ବି ଦେବ ସୁରକ୍ଷା!

ଓଡିଶା ଭାସ୍କର: ନିରୋଗୀ ରହିବାର ଗୋଟିଏ ଅତି ସାଧାରଣ ଓ ସର୍ବ ଜନ ବିଦିତ ଉପାୟ ହେଉଛି ସେଓ ଖାଇବା । ଏହାକୁ ନେଇ କୁହାଯାଏ, ଦୈନିକ ଗୋଟିଏ ସେଓ ଖାଇବା ଦ୍ୱାରା ଡାକ୍ତରଙ୍କୁ ଦୂରେଇ ରଖାଯାଇପାରେ । ତେଣୁ ସକାଳୁ ଗୋଟିଏ…

୧୭/୧୮, କେଉଁ ଦିନରୁ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ହବିଷ୍ୟାଳି ତାକୁ ନେଇ ଚିନ୍ତାରେ

ଭୁବନେଶ୍ୱର: ଚଳିତ ବର୍ଷ କାର୍ତ୍ତିକ ବ୍ରତକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ଅନେକ ଏହାକୁ ୧୭ କହୁଥିବା ବେଳେ ଅନେକ କହୁଛନ୍ତି ୧୮ ଅକ୍ଟୋବର । କ୍ୟାଲେଣ୍ଡର ଓ ପାଞ୍ଜିରେ ଥିବା ଭିନ୍ନ ମତ ପାଇଁ ହବିଷ୍ୟାଳି ବୁଝିପାରୁ…

ଅମର ଶତପଥୀଙ୍କୁ ଦଳର ମୁଖପାତ୍ର ବାହାରର ରାସ୍ତା ଦେଖାଇବା ପ୍ରସଙ୍ଗରେ ଭିନ୍ନ ମତ

ଭୁବନେଶ୍ୱର: ନା ଏବେ ଅଛି କୌଣସି ନିର୍ବାଚନ, ନାହିଁ ଶାସକ ବିରୋଧୀ ମଧ୍ୟରେ ଟକ୍କରା ଟକ୍କରୀ ସ୍ଥିତି । ହେଲେ ରାଜ୍ୟ ରାଜନୀତିରେ ଭରିଛି ତାତି । ଗାଁଠୁ ସହର, ସବୁଠି ରାଜନୀତି ଚର୍ଚ୍ଚା । ସବୁଠି ଗୋଟିଏ ବିଷୟ, ବିଜେଡି…

IPCର ୩୭୭କୁ ନେଇ ଦାୟର ଯାଚିକା ସୁପ୍ରିମ କୋର୍ଟରେ ଖାରଜ

ନୂଆଦିଲ୍ଲୀ: ଅପ୍ରକୃତିକ ଯୌନ ସମ୍ବନ୍ଧ ସ୍ଥାପନକୁ ନେଇ ଦାୟର ଯାଚିକା ସୁପ୍ରିମ କୋର୍ଟରେ ଖାରଜ । ଏଥିରେ ହସ୍ତକ୍ଷେପ କରିବାକୁ ନିଜ ଅକ୍ଷମତା ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମ କୋର୍ଟ ନୂଆ ଭାରତୀୟ…

ହ୍ୱାଟ୍ସଆପରେ ଅନ୍ୟକୁ ଦୁର୍ବ୍ୟବହାର କରିବା ମଧ୍ୟ ପଡିବ ମହଙ୍ଗା, ବ୍ୟାନ ହେବ ଆକାଉଣ୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ ହ୍ୱାଟ୍ସଆପର ଭାରତରେ ରହିଛି ବଡ କ୍ରେଜ । କୋଟି କୋଟି ଲୋକ ସାଙ୍ଗ ସାଥୀ, ପରିଜନଙ୍କ ସହ ଏହି ଆପ ଜରିଆରେ ଯୋଗସୂତ୍ର ସ୍ଥାପନ କରିଛନ୍ତି । କିନ୍ତୁ ହ୍ୱାଟ୍ସଆପ ୮୦ ଲକ୍ଷ ଭାରତୀୟଙ୍କ…

କଂଗ୍ରେସର ଇଭିଏମ ହ୍ୟାକ ଅଭିଯୋଗ ଉପରେ ଇସିଆଇଙ୍କ ସ୍ପଷ୍ଟିକରଣ

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନ ପରେ ବିରୋଧୀ ଦଳଙ୍କ ଇଭିଏମକୁ ନେଇ ଅଭିଯୋଗ ପରେ ମଙ୍ଗଳବାର ମହାରାଷ୍ଟ୍ର ଓ ଝାରଖଣ୍ଡ ନିର୍ବାଚନ ପାଇଁ ଇଲେକ୍ସନ କମିଶନ ଅଫ ଇଣ୍ଡିଆ (ସିଇଆଇ) ତାରିଖ ଘୋଷଣା କରିବେ । ଏହା ପୂର୍ବରୁ…

ନିଜ୍ଜର ହତ୍ୟାରେ ଭାରତକୁ ଛନ୍ଦିବାକୁ କାନାଡାର ପ୍ରୟାସ, ୫ ଦେଶଙ୍କୁ କରୁଛି ମେଳି

ନୂଆଦିଲ୍ଲୀ: ନିଜ୍ଜର ହତ୍ୟାକୁ ନେଇ ଭାରତ ଓ କାନାଡା ମୁହଁମୁହିଁ । ଭାରତ ବିରୋଧରେ ଅଭିଯୋଗ ଆଣୁଛି କାନାଡା । ଏଥିସହ ଭାରତ ବିରୋଧରେ ଏକ ମେଳି କରିବାକୁ ଚେଷ୍ଟା କରୁଛି । ଆଗକୁ କାନାଡାରେ ନିର୍ବାଚନ ଥିବାରୁ କାନାଡା…