ତିରୁପତି ପ୍ରସାଦ ବିବାଦ: ଲ୍ୟାବ ରିପୋର୍ଟ ଦେଲା ଚମକପ୍ରଦ ତଥ୍ୟ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିର ପ୍ରସାଦ ବିବାଦ ଆହୁରି ଘନେଇଲା । ମନ୍ଦିରର ପ୍ରସାଦ ପ୍ରସ୍ତୁତିରେ ପଶୁ ଚର୍ବି ବ୍ୟବହାର କରୁଥିବା ଅଭିଯୋଗକୁ ଏକ ଲ୍ୟାବ ରିପୋର୍ଟ ବଳବତ୍ତର କରିଛି । ଏଥିରେ…

ମା’ଙ୍କଠାରୁ ଉତ୍ତରାଧିକାର ସୂତ୍ରରେ କଣ ପାଇଛନ୍ତି ପ୍ରଶ୍ନରେ ବାଂଶୁରୀଙ୍କ ଉତ୍ତର ଥିଲା ହୃଦୟସ୍ପର୍ଶୀ

ନୂଆଦିଲ୍ଲୀ: ଏକ ଟିଭି ପ୍ରୋଗ୍ରାମରେ ଭାଗ ନେବା ଅବସରରେ ପୂର୍ବତନ ବିଦେଶ ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ତଥା ଓକିଲରୁ ରାଜନେତା ହୋଇଥିବା ବାଂଶୁରୀ ସ୍ୱରାଜ କହିଛନ୍ତି କି, ମାଆଙ୍କଠାରୁ ମତେ ଉତ୍ତରାଧିକାରୀ…

ଜେଡିୟୁ ନେତ୍ରୀଙ୍କୁ ମାଡ ସହ ଜୋତା ମାଳ, ଭିଡିଓ ଭାଇରାଲ

ପାଟନା: ବିହାରରେ ଲଜ୍ଜାଜନକ ଘଟଣା । ଶାସକ ଦଳର ଜଣେ ମହିଳା ଜିଲ୍ଲା ଅଧ୍ୟକ୍ଷାଙ୍କୁ ସ୍ଥାନୀୟ ଲୋକେ ସର୍ବସମ୍ମୁଖରେ ଆଖିବୁଜା ମାଡ ମାରିବା ସହ ତାଙ୍କ ଗଳାରେ ଚପଲ ହାର ପିନ୍ଧାଇ ଦେଇଛନ୍ତି । ମାଡ ମାରିବା ପରେ ଚପଲ…

ଚିତ୍ରକୂଟର ଜାନକୀ କୁଣ୍ଡ, ବନବାସ ସମୟରେ ମା’ ସୀତା ସ୍ନାନ କରୁଥିଲେ

ଓଡିଶା ଭାସ୍କର: ଆଜି ମଧ୍ୟ ଆମ ଦେଶରେ ଏମିତି କିଛି ସ୍ଥାନ ଓ ତାର ବିଶେଷତ୍ୱ ରହିଛି, ଯେଉଁଠି ପୌରାଣିକ କଥାବସ୍ତୁ ରହିଛି । ସେମିତି ଏକ ସ୍ଥାନ ହେଉଛି ୟୁପିର ଚିତ୍ରକୂଟରେ । ଚିତ୍ରକୂଟରେ ଥିବା ଜାନକୀ କୁଣ୍ଡର ରହିଛି…

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡରେ ଲ’ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ବିଶେଷ ନିଯୁକ୍ତି ସୁବିଧା

ଓଡିଶା ଭାସ୍କର: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ଭାରତରେ ଏକ ଅଗ୍ରଣୀ ଅନୁଷ୍ଠାନ । ଏଥିରେ ଚାକିରି ପାଇବା ସମ୍ମାନର ବିଷୟ । ଯଦି ଚାକିରି ଅନ୍ୱେଷଣରେ ଅଛନ୍ତି ତେବେ ଆଇଓସିଏଲରେ ସହଜରେ ମିଳିପାରିବ…

ସକାଳୁ ସକାଳୁ ବଡଗଡ ଅଞ୍ଚଳରୁ ମୋବାଇଲ ଚୋରି, ଚୋରକୁ କାବୁ କଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ଆମ ରାଜଧାନୀରେ ଦିନକୁ ଦିନ ଚୋରି, ରାହାଜାନୀ, ଛିନତାଇ ଘଟଣା ଯେମିତି ସାଧାରଣ ହୋଇଗଲାଣି । ସାମାନ୍ୟ ଅସାବଧାନତା ପାଇଁ ରାସ୍ତା ଉପରେ ଆଖି ଟାକି ବସିଥିବା ଚୋର ଝାମ୍ପିନେଉଛନ୍ତି ମୂଲ୍ୟବାନ ସାମଗ୍ରୀ ।…

ବ୍ୟାକ୍ ପେନ୍ ପାଇଁ କାମ ହେଉଛି ପ୍ରଭାବିତ, ତେବେ ଆପଣାନ୍ତୁ ଏହି ଉପାୟ

ଓଡିଶା ଭାସ୍କର: ବର୍ତ୍ତମାନ ସମୟରେ ୧୦୦ରୁ ୮୦  ଲୋକ ବ୍ୟାକ ପେନ ବା ପିଠିରେ ଯନ୍ତ୍ରଣା ଥିବା କହିଥାନ୍ତି । ଏହି ସମସ୍ୟା ସବୁ ବର୍ଗରେ ଦେଖିବାକୁ ମିଳୁଛି । ଅନେକ ସମୟରେ ବ୍ୟାକ ପେନ ଅନେକଙ୍କ ପାଇଁ ଅସହ୍ୟ ମଧ୍ୟ…

ଟେଲିକମ କମ୍ପାନୀଙ୍କ କ୍ୟୁରେଟିଭ ପିଟିଶନ ସୁପ୍ରିମ କୋର୍ଟରେ ଖାରଜ ପରେ…

ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ସବୁଙ୍କୁ ସୁପ୍ରିମ କୋର୍ଟରୁ ଝଟକା । ବେଶି ଝଟକା ଲାଗିଛି ଭୋଡାଫୋନଙ୍କୁ । କାରଣ ଏଜିଆର ବାକିକୁ ନେଇ ଟେଲିକମ କମ୍ପାନୀକୁ କ୍ୟୁରେଟିଭ ପିଟିଶନକୁ ଖାରଜ କରିଦେଇଛନ୍ତି । ଏଥିସହ କୋର୍ଟ…

ପିଲାଙ୍କ ମୋବାଇଲ ଆଡିକ୍ସନକୁ ନେଇ ଚିନ୍ତାରେ, ବ୍ୟସ୍ତ ହୁଅନ୍ତୁନି, ଏହି ଉପାୟ ଆପଣାନ୍ତୁ

ଓଡିଶା ଭାସ୍କର: ସାମ୍ପ୍ରତି ମୋବାଇଲ ବିନା ଜୀବନ ଜୀଇଁବା ଯେମିତି ଅସମ୍ଭବ ହୋଇପଡିଛି । ତେବେ ମୋବାଇଲ ଉପରେ ବଡମାନେ ଯେତିକି ନିର୍ଭରଶୀଳ ହୋଇଛନ୍ତି, ତାଠାରୁ ବହୁଗୁଣ ଅଧିକ ମୋବାଇଲ ନିଶାରେ ପଢିଛନ୍ତି ଛୋଟ ଛୋଟ ପିଲା ।…

ପୂର୍ଣ୍ଣଗର୍ଭା ଭାର୍ଗବୀକୁ କୁନି ଛୁଆ ସହ ଡେଇଁପଡିଲା ମା’, ଉଦ୍ଧାର ହେଲା…

ଭୁବନେଶ୍ବର: ବର୍ଷା ପାଇଁ ଭାର୍ଗବୀ ଗର୍ଭ ପୂରି ଉଠିଛି । ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ଜଳ ପ୍ରବାହ ଦେଖିବାକୁ ଲୋକଙ୍କ ଥାଟ ପଟାଳ ପଡୁଛି ନଦୀ ବନ୍ଧରେ । ଲୋକଙ୍କ ଭିତରେ ଭୟ, କାଳେ ବନ୍ଧ ଭାଙ୍ଗିବ । ହେଲେ…