ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀରର ଅଛନ୍ତି ୬ ପତ୍ନୀଙ୍କ ଔରଷରୁ ୧୦ ହଜାର ସନ୍ତାନ

ନୂଆଦିଲ୍ଲୀ: ବୟସ ୧୨୪  । ୧୦,୦୦୦ ଛୁଆର ବାପା, ୬ ପତ୍ନୀର ସ୍ୱାମୀ । ଆମେ ଏଠି କୌଣସି ବ୍ୟକ୍ତିଙ୍କ ବିଷୟରେ ନୁହେଁ ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର ବିଷୟରେ କହୁଛି । ଯାହାର ଆକାର ଏକ ମିନି ବସ୍ ସହ ସମାନ । ବିଶ୍ୱର…

ନିର୍ବାଚନ ଆସିବା କ୍ଷଣି ପିଡିପି- ଏନସି ମୁହାଁମୁହିଁ, ଏନସିକୁ ଡିକ୍ଟେଟର କହିଲେ ମେହବୁବା

ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ନାସନାଲ କଂଗ୍ରେସ ଓ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ମିଳିତ ହୋଇଥିଲେ । ଉଭୟ ଦଳର ନେତା ପୂର୍ବ ଶତ୍ରୁତା ଭୁଲି କେନ୍ଦ୍ର ତଥା ବିଜେପି ବିରୋଧରେ ସ୍ୱର ଉଠାଇଥିଲେ ।…

ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ମଧ୍ୟସ୍ଥି ସାଜିବେ ଅଜିତ ଡୋଭାଲ!

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାନ୍ଧରେ ବିଶ୍ୱ ଶାନ୍ତିର ଗୁରୁ ଦାୟିତ୍ୱ । ଅଢେଇ ବର୍ଷ ହେଲା ବିଶ୍ୱ ଶାନ୍ତିକୁ କ୍ଷୁନ୍ନ କରୁଥିବା ଋଷ- ୟୁକ୍ରେନ ଯୁଦ୍ଧରେ ଯବନିକା ପକାଇବାକୁ ମୋଦିଙ୍କୁ…

ନାମାଙ୍କନର ଦୁଇ ଦିନ ପରେ ନିର୍ବାଚନ ପ୍ରଚାର ଆରମ୍ଭ କଲେ ଫୋଗଟ୍

ଜିନ୍ଦ: କଂଗ୍ରେସରେ ସାମିଲ ହେବାର ମାତ୍ର ଦିନ ଦୁଇଟା ପରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କୁସ୍ତି ଯୋଦ୍ଧା ଭିନେଶ ଫୋଗଟ । ହରିଆଣା ବିଧାନସଭା ନିର୍ବାଚନର ମାତ୍ର ଗୋଟିଏ ମାସ ପୂର୍ବରୁ ଦୁଇ ଦିନ ତଳେ ଭିନେଶ ଓ ବଜରଙ୍ଗ…

ଝିଅ ଜନ୍ମ ହେବାରୁ କଅଁଳ ଶିଶୁ କନ୍ୟାକୁ ବିଷ ଦେଇ ମାରିଦେଲେ ଅଭିଭାବକ

ଭେଲୋର: ସମୟ ବଦଳିଛି, ହେଲେ ବଦଳୁନି ମଣିଷର ମାନସିକତା । ମହିଳାମାନେ ଅନ୍ତରୀକ୍ଷରେ ମଧ୍ୟ ନିଜ ନାମ ଦର୍ଜ କରିସାରିଛନ୍ତି । କିନ୍ତୁ ଲୋକଙ୍କ ଭିତରେ ଆଜି ବି ପୁଅଟିଏ ପାଇଁ ରହିଛି ଦୁର୍ବାର ଆଶା । ତେଣୁ ଅନେକ ସମୟରେ…

ଲକ୍ଷ୍ନୌ କୋଠା ଭୁଶୁଡା ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ: କୋଠା ଭୁୁଶୁଡିବା ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ପିଛା ୨ ଲକ୍ଷ ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହି ଦୁର୍ଘଟଣା ଶନିବାର ସଂଧ୍ୟାରେ…

ଟ୍ରେନ ହେଲା ଦୁଇଫାଳ: ସୌଭାଗ୍ୟକୁ ସମସ୍ତ ଯାତ୍ରୀ ସୁରକ୍ଷିତ

ପାଟନା: ବିହାରର ରାଜଧାନୀ ପାଟନା ଯାଉଥିବା ମଗଧ ସୁପରଫାଷ୍ଟ ଏକ୍ସପ୍ରେସ ରବିବାର ଦିନ ଯାତ୍ରା କାଳରେ ଦୁଇ ଭାଗରେ ବିଭାଜିତ ହୋଇଯାଇଛି । ଟ୍ରେନର ଡବା ଓ ଇଞ୍ଜିନ ପରସ୍ପରଠାରୁ ଅଲଗା ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ…

ମୋଟା ଦରମା ସହ ଅଧିକ ଚାହିଦା ଥିବା ପାଠ୍ୟକ୍ରମ

ନୂଆଦିଲ୍ଲୀ: ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ, ମୋଟା ଦରମା ହାସଲ କରିବା । ଏଥିପାଇଁ ଦିନ ରାତି ଏକ କରି ଅନେକ ଶାରୀରିକ ଓ ମାନସିକ ପରିଶ୍ରମ କରିବାକୁ ପଛେଇ ନ ଥାନ୍ତି । ତଥାପି ପକେଟ ଖାଲି ରହିଯାଏ । କାରଣ ଲୋକଙ୍କ ଭିତରେ…

ଭାରତ ବିରୋଧୀ ଷଡଯନ୍ତ୍ରରେ ହାର ପରେ ସ୍ୱୀକାରୋକ୍ତି, ତଥାପି ସୁଧୁରୁନି ପାକ୍

ନୂଆଦିଲ୍ଲୀ: ପଡୋଶୀ ଦେଶୀ ପାକିସ୍ତାନ ସବୁ ସମୟରେ ମୁଣ୍ଡବ୍ୟଥାର କାରଣ ହୋଇ ରହିଛି । ବିଭିନ୍ନ ସମୟରେ ଭାରତ ବିରୋଧୀ ଷଡଯନ୍ତ୍ର ଯେମିତି ପାକିସ୍ତାନର ଅସ୍ଥି ମଜ୍ଜାରେ ରହିଛି । ସେଥିପାଇଁ ତ ବାରମ୍ବାର ନିଜ…

ରାଜ୍ୟକୁ ଇଣ୍ଡଷ୍ଟ୍ରି ହବ କରି ବେକାର ଯୁବକ, ଯୁବତୀଙ୍କୁ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର: ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଖୋର୍ଦ୍ଧାରେ ନିର୍ମାଣ ହେବାକୁ ଥିବା ଆରଆଇଆର ପାୱାର ଇଲୋଟ୍ରୋନିକ ଆଣିଦେବ ନିଯୁକ୍ତି ସୁବିଧା । ପ୍ରଥମ ପର୍ଯ୍ୟାୟରେ ୫୦୦ ଯୁବକ, ଯୁବତୀ ପାଇପାରିବେ ନିଯୁକ୍ତି ।…