ଖେଳୁଥିବା ବେଳେ ୯ ବର୍ଷର ପିଲା ଦେହରେ ପଶିଗଲା ଲୁହାରଡ୍, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର: ବରଗଡରୁ ଆସିଛି ପୁଣି ଏକ ଦୁଃଖଦ ଖବର । ଜଣେ ୯ ବର୍ଷର ନାବାଳିକା ଦେହରେ ପଶିଯାଇଛି ଲୁହା ରଡ୍ । ଭଟଲିର ଜୀବନ ପାତିକାରଙ୍କ ଦେହରେ ପଶିଗଲା ଲୁହାରଡ୍ ।
ଖେଳୁଥିବା ଅବସ୍ଥାରେ ଶିଶୁଟିର ଶରୀରରେ ଏକ ଲୁହା…