fbpx

ନୂଆବର୍ଷର ପ୍ରଥମ ଦିନ ଘରର ଏହି ଦିଗରେ ଜାଳିବେ ଦୀପ, ସାରା ବର୍ଷ ସୁଖରେ ରହିବେ

ଓଡ଼ିଶା ଭାସ୍କର: ନୂଆବର୍ଷକୁ କିଏ କେମିତି ମନାଇଥାନ୍ତି । କିଏ ବଣଭୋଜି ଆଉ ସାଙ୍ଗସାଥିଙ୍କ ମେଳରେ ଏହି ଦିନଟିକୁ କାଟିଥାଏ ତ ଆଉ କିଏ ପୂଜା ପାଠ କରି ଦିନଟିର ଆରମ୍ଭ କରିଥାଏ । ଏହିଦିନ ବହୁ ଲୋକ ସକାଳୁ ସକାଳୁ ଶୁଦ୍ଧପୂତ…

କିଏ ଏହି ମୀରା ଯାହାଙ୍କ ଘରେ ଆଜି ଅଚାନକ ପହଞ୍ଚିିଗଲେ ମୋଦୀ, ଚା’ ପିଇ କହିଲେ ଅଧିକ ମିଠା ହୋଇଯାଇଛି

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟା ଗସ୍ତରେ ଅଛନ୍ତି । ରାମ ମନ୍ଦିର ଯିବା ପୂର୍ବରୁ ସେ ଅଚାନକ ଏକ ଦଳିତ ପରିବାରକୁ ଯାଇଥିଲେ । ଏଠାରେ ସେ ଚା’ ବି ପିଇଥିଲେ । ଏହି ପରିବାର ସରକାରଙ୍କ ଉଜ୍ଜ୍ୱଳା…

ରାମ ନଗରୀରେ ବିରଳ ଦୃଶ୍ୟ, ଗଛ ଦେହରେ ସ୍ୱତଃ ଲେଖି ହୋଇଯାଉଛି ‘ରାମ’ ନାମ

ଅଯୋଧ୍ୟା: ‘ରାମ’ ନାମରେ ଚମତ୍କାରୀ ଶକ୍ତି ରହିଛି । ଏହା ପଥର ଉପରେ ଲେଖିଦେଲେ ପଥର ପତର ପରି ପାଣିରେ ଭାସିବାକୁ ଲାଗିଥାଏ । ସେହିପରି କୌଣସି ବୃକ୍ଷ ଉପରେ ଏହା ଲେଖା ହୋଇଗଲେ ବୃକ୍ଷଟି ପୂଜ୍ୟ ହୋଇଯାଏ । ଏହାକୁ ନେଇ…

ଭୂକମ୍ପରେ ପୁଣି କମ୍ପିଲା ଇଣ୍ଡୋନେସିଆ, ଏଣେ ତେଣେ ଦୌଡିଲେ ଲୋକେ

ନୂଆଦିଲ୍ଲୀ:ଭୂକମ୍ପ ଝଟକାରେ ପୁଣି ଥରେ ଦୋହଲି ଉଠିଛି ଇଣ୍ଡୋନେସିଆ । ସମୁଦ୍ର ମଧ୍ୟରେ କମ୍ପନ ପରେ ଏହି ଭୂକମ୍ପ ସୃଷ୍ଟି ହୋଇଛି । ଭୂକମ୍ପ ଆସିବା ଫଳରେ ଲୋକମାନେ ଭୟରେ ଘରୁ ବାହାରି ଏଣେ ତେଣେ ଦୌଡିବାରେ ଲାଗିଥିଲେ ।…

(video)‘ମୋ ପାଇଁ କିଛି ଖାଇବାକୁ ଆଣିଛ? ନ ହେଲେ ଚା’ ତ ପିଆଅ,’ ଅଯୋଧ୍ୟାରେ ସ୍କୁଲ ପିଲାଙ୍କୁ ଭେଟିି ଏପରି କହିଲେ ମୋଦୀ

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ରାମଙ୍କ ନଗରୀ ଅଯୋଧ୍ୟାରେ ଆଜି ବହୁ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଅଯୋଧ୍ୟା ଧାମ ରେଳଷ୍ଟେସନ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ୨ ଅମୃତ ଭାରତ ଓ ୬ ବନ୍ଦେ ଭାରତ…

ବିଗ୍ ବସ୍ ଘରେ ବିଗ୍ ଡ୍ରାମା, ସଲମାନଙ୍କ ଗାଳିରେ ସିଧା ଯାଇ ହସ୍ପିଟାଲରେ ପହଞ୍ଚିଲେ ପ୍ରତିଯୋଗୀ

ବିଗ୍ ବସ୍ ୧୭ ଘରେ ପ୍ରତିଦିନ କିଛି ନା କିଛି ଡ୍ରାମା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ସଲମାନ୍ ଖାନ୍ ପ୍ରତିଯୋଗୀ ଆୟେଶା ଖାନଙ୍କ ଉପରେ ରାଗୁ ଥିବାର ଦେଖାଯାଉଛି । ଏବେ ଖବର ମିଳିଛି…

(video)ବ୍ୟାଣ୍ଡ ବାଜା ବଜାଇ ଓ ଫୁଲମାଳ ଧରି ଗ୍ରାହକଙ୍କ ଘରେ ପହଞ୍ଚିଲା ସ୍ୱିଗି, ଦେଲା ହଟ୍ ସରପ୍ରାଇଜ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆପଣ ଏପରି ଜିନିଷ ଦେଖିବାକୁ ପାଇବେ ଯାହା ବିଷୟରେ ଆପଣ କେବେ ବି କଳ୍ପନା କରି ନ ଥିବେ । ଏଠାରେ ମଜାରେ ମଜାରେ ଲୋକଙ୍କ ସ୍ୱପ୍ନ ବି ପୂରଣ ହୋଇ ଯାଉଛି । ଯେପରିକି ଆପଣ ଏହି ସୋସିଆଲ ମିଡିଆ…

ବିିଳମ୍ବରେ ଆସିଲେ ବନ୍ଦ ହେବ ଦରମା, ବିଏମ୍‌ସିର ନୂଆ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର: ଏଣିକି ଅଫିସ୍‌କୁ ବିଳମ୍ବରେ ଆସିଲେ ଆଉ ତ୍ରାହି ନାହିଁ । କାରଣ ଏଣିକି ବିଳମ୍ବ କଲେ କର୍ମଚାରୀଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ମହାନଗର ନିଗମ ନେଇଛି ଏହି ବଡ ନିଷ୍ପତ୍ତି ।…

ଏବେ ଅସଲ ରୂପରେ ଆସିଲା କରୋନା, ଭାଙ୍ଗିଲା ୭ମାସର ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ୧୯ର ୭୯୭ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୦୯୧ରେ ପହଞ୍ଚିଛି । ଦେଶରେ ଚଳିତ ବର୍ଷ ମେ’ ୧୯ ପରେ ଗୋଟିଏ ଦିନରେ…

Big Breaking: ହାଇଟେକ୍ ମେଡିକାଲରେ ବିସ୍ଫୋରଣ, ଏକାଧିକ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ୍ ମେଡିକାଲରେ ଏକ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି । ଅକ୍ସିଜେନ୍ ସିଲିଣ୍ଡର ଫାଟି ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୪ରୁ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି…