fbpx

ବେଙ୍ଗାଲୁରରେ ଜଣଙ୍କ ସହ କରୋନାରେ ଦେଶରେ ୬ ଜଣଙ୍କ ମୃତ୍ୟୁ, ନୂଆ ଭାରିଆଣ୍ଟକୁ ନେଇ WHO କହିଲା ଏପରି କିଛି

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ନୂଆ ସବ ଭାରିଆଣ୍ଟ JN.1 ପୁଣି ଥରେ ସମସ୍ତଙ୍କୁ ଭୟଭୀତ କରି ରଖିଛି । ଆଜି ବାଙ୍ଗାଲୋରରେ କରୋନାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେରଳରେ ପୂର୍ବରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । କରୋନାର…

(video)ଦୁବାଇରେ କିଙ୍ଗ ଖାନ୍‌ଙ୍କ ଜଲୱା, ଆକାଶରେ ‘ଡଙ୍କି’ର ଟାଇଟେଲ ସହ ଶାହରୁଖଙ୍କ ସିଗନେଚର ପୋଜ୍ ଆଙ୍କିଲା ଡ୍ରୋନ୍‌

ନୂଆଦିଲ୍ଲୀ: ଶାହରୁଖ ଖାନ୍ ଏବେ ନିଜର ବହୁ ପ୍ରତିକ୍ଷୀତ ଫିଲ୍ମ ଡଙ୍କିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହାରି ମଧ୍ୟରେ ଗତ ରାତିରେ ତାଙ୍କ ଫିଲ୍ମ ଡଙ୍କି ବିଶ୍ୱର ସବୁଠାରୁ ବୃହତ୍ତ କୋଠା ବୁର୍ଜ ଖଲିଫାରେ ପ୍ରଦର୍ଶିତ…

‘ଭଲ ଭାଷଣ ଦେଉଛ, ନିର୍ବାଚନରେ ଲଢିବାକୁ ଚାହୁଁଛ କି’, ବାରଣାସୀରେ ଜଣେ ଗ୍ରାମୀଣ ମହିଳାଙ୍କୁ ମୋଦୀ ଦେଲେ ଏପରି ଅଫର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସଂସଦୀୟ କ୍ଷେତ୍ର ବାରଣାସୀକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି । ବାରଣାସୀର ଉମରାହା ଗାଓଁରେ ନବନିର୍ମିତ ସ୍ୱର୍ଭେଦ ମହାମନ୍ଦିରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।…

ଲୋକସଭା ପରେ ଏବେ ରାଜ୍ୟସଭାର ୪୫ ସାଂସଦ ନିଲମ୍ବିତ, ଗୋଟିଏ ଦିନରେ ୭୮ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଲୋକସଭା ପରେ ଏବେ ରାଜ୍ୟସଭାରେ ଆଜି ୪୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏହି ସମସ୍ତ ସାଂସଦଙ୍କୁ ଲୋକସଭାରେ ସୁରକ୍ଷାଗତ ତ୍ରୁଟି ମାମଲାରେ ହଙ୍ଗାମା କରିଥିବା ନେଇ ନିଲମ୍ବନ କରାଯାଇଛି । ଏହା…

ହସ୍ପିଟାଲ ଓପିଡିରେ ଲାଗିଗଲା ନିଆଁ; ୨ ମୃତ, ବହୁ ଗୁରୁତର

ଲକ୍ଷ୍ନୌ: ଏଠିକାର ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ସୋମବାର ଅଚାନକ ଅଗ୍ନିକାଣ୍ଡ ଘଟିଥିଲା । ମିଳିଥିବା ସୂଚନା ଅନୁସାରେ ଏହି ନିଆଁ ହସ୍ପିଟାଲର ପୁରୁଣା ଓପିଡି ଭବନରେ ଲାଗିଥିଲା । କୁହାଯାଉଛି ଏଠାରେ ଏକ…

Breaking: କାରଗିଲ୍‌ରେ ପୁଣି କମ୍ପିଲା ଧରିତ୍ରୀ, ଭୀଷଣ ଭୂକମ୍ପ ଝଟକାରେ ଥରିଲେ ଲୋକେ

ନୂଆଦିଲ୍ଲୀ:  କାରଗିଲ୍‌ରେ ସୋମବାର ପୁଣି କମ୍ପି ଉଠିଛି ଧରିତ୍ରୀ । ଏଠାରେ ଆଜି ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି । ଏହାର ପ୍ରଭାବ ଉତ୍ତରଭାରତ ଓ ପାକିସ୍ତାନର କିଛି ଭାଗରେ ମଧ୍ୟ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର…

କୋଲକାତାରେ ଆକାଶଛୁଆଁ ହେଲା ଅଣ୍ଡାଦର, ଆମ ରାଜ୍ୟରେ ବଢିବ କି ନା ଜାଣିନିଅନ୍ତୁ

କୋଲକାତା:ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଅଣ୍ଡା ସମସ୍ତଙ୍କର ଅତି ପ୍ରିୟ । କିନ୍ତୁ ଏହି ଅଣ୍ଡା ଦର ଏବେ ଆକାଶ ଛୁଆଁ ହୋଇଛି । ବାତ୍ୟା ମିଚୋଙ୍ଗର ପ୍ରଭାବରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗକୁ ଅଣ୍ଡା ଯୋଗାଣ…

ସରକାରୀ କର୍ମଚାରୀଙ୍କୁ ମିଳିଲା ନୂଆବର୍ଷର ଉପହାର, ୪% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ପଞ୍ଜାବ ସରକାର ଏହାର କର୍ମଚାରୀଙ୍କୁ ନୂଆବର୍ଷର ଉପହାର ଦେଇଛନ୍ତି । ପଞ୍ଜାବର ମାନ ସରକାର ମହଙ୍ଗା ଭତ୍ତା ୪% ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ଏହା ୧ ଡିସେମ୍ବର ୨୦୨୩ରୁ ଲାଗୁ ହୋଇଯିବ । ପଞ୍ଜାବ…

ଭାରତରେ ବଢୁଛି କରୋନାର ନୂଆ ଭାରିଆଣ୍ଟର ପ୍ରଭାବ, କେରଳ ପରେ ଏହି ରାଜ୍ୟରେ ଜାରି ହେଲା ଆଡଭାଇଜରୀ

ବେଙ୍ଗାଲୁର: ଦେଶରେ ପୁଣି ଥରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ମଧ୍ୟରେ ୩୩୫ ନୂଆ କେସ୍ ଦେଖିବାକୁ ମିଳିଛି । ଏହା ସହିତ ଉତ୍ତରପ୍ରଦେଶ ଓ କେରଳରେ କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି…

(video)ଶିଶୁ ସନ୍ତାନ ସହିତ ମହିଳା କରିବାକୁ ଯାଉଥିଲେ ଆତ୍ମହତ୍ୟା, ତା’ପରେ ଘଟିଲା ଏପରି ଚମତ୍କାର

ନୂଆଦିଲ୍ଲୀ: କାହା ଜୀବନ କିପରି ଅତିବାହିତ ହେଉଛି ଏ ବିଷୟରେ ଆମେ କେହି ବି ଅନୁମାନ ଲଗାଇ ପାରିବା ନାହିଁ । କେତେବେଳେ ପୁଣି କିଏ ଜୀବନ ପ୍ରତି ବୀତସ୍ପୃହ ହୋଇ ନିଜକୁ ଶେଷ କରିଦେବାକୁ ଉଦ୍ୟମ କରୁଛି ତାହା ବି ଆମେ…