fbpx
BSKY
BJD MC SKY
BJD YOUTH SKY

ସରକାରୀ କର୍ମଚାରୀଙ୍କୁ ମିଳିଲା ନୂଆବର୍ଷର ଉପହାର, ୪% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ପଞ୍ଜାବ ସରକାର ଏହାର କର୍ମଚାରୀଙ୍କୁ ନୂଆବର୍ଷର ଉପହାର ଦେଇଛନ୍ତି । ପଞ୍ଜାବର ମାନ ସରକାର ମହଙ୍ଗା ଭତ୍ତା ୪% ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ଏହା ୧ ଡିସେମ୍ବର ୨୦୨୩ରୁ ଲାଗୁ ହୋଇଯିବ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଟ୍ୱିଟର ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି ।
ଆଜି ପଞ୍ଜାବ ଷ୍ଟେଟ୍ ମିନିଷ୍ଟ୍ରିଆଲ ସର୍ଭିସ ୟୁନିଅନର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବୈଠକ ହୋଇଥିଲା । ଏହି ସମୟରେ କର୍ମଚାରୀଙ୍କ ସମସ୍ୟା ଉପରେ ବିସ୍ତାର ଭାବରେ ଚର୍ଚ୍ଚା ହୋଇଥିଲା । ବୈଠକ ପରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.