fbpx

(video)କଂଗ୍ରେସର ହୋଇଗଲା Moye Moye, କେନ୍ଦ୍ରମନ୍ତ୍ରୀ ସେୟାର କଲେ ରାହୁଲ ଗାନ୍ଧୀଙ୍କ ମଜାଦାର ମିମ୍‌

ନୂଆଦିଲ୍ଲୀ: ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଚିତ୍ର ସ୍ପଷ୍ଟ ହୋଇଯାଇଛି । ଏହି ୪ ରାଜ୍ୟ ମଧ୍ୟରୁ ୩ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ ବିଜେପି ବାଜିମାତ୍ ମାରିଥିବା ବେଳେ କେବଳ ତେଲେଙ୍ଗାନାରେ ହିଁ…

ଋଣ କରି ଲଢିଲେ ନିର୍ବାଚନ, ଏବେ ବଡ ବଡଙ୍କୁ ଧୂଳି ଚଟାଇ ହେଲେ ବିଧାୟକ

ଭୋପାଳ: କୁହାଯାଏ ବିଧାନସଭା ନିର୍ବାଚନ ଲଢିବା କୌଣସି ସାଧାରଣ କଥା ନୁହେଁ । ଏହି ନିର୍ବାଚନରେ କୌଣସି ସାଧାରଣ କିମ୍ବା ଗରିବ ଲୋକ ତ ଲଢିପାରିବ ନାହିଁ । କାରଣ ନିର୍ବାଚନ ପ୍ରଚାରରେ ଲକ୍ଷେ ତ ନୁହେଁ କୋଟି କୋଟି ଟଙ୍କା…

ବିଜେପି ସପକ୍ଷରେ ନିର୍ବାଚନ ଫଳାଫଳ, କାଲି ସେୟାର ବଜାରରେ ସ୍ଥିତିକୁ ନେଇ କ’ଣ କହୁଛି ଇତିହାସ

ନୂଆଦିଲ୍ଲୀ: ଚଳିତ ବିଧାନସଭା ନିର୍ବାଚନ ପରିଣାମ ଭାରତୀୟ ଜନତା ପାର୍ଟି (ବିଜେପି) ସପକ୍ଷରେ ଯାଇଛି । ୪ ରାଜ୍ୟର ପରିଣାମରେ କଂଗ୍ରେସ ହାତରେ କେବଳ ଗୋଟିଏ ରାଜ୍ୟ (ତେଲେଙ୍ଗାନା) ହିଁ ଲାଗିଛି । ବାକି ୩ ରାଜ୍ୟରେ…

ରାଜସ୍ଥାନରେ ବସୁନ୍ଧରା ନୁହଁନ୍ତି ଏହି ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି ବିଜେପି, କ’ଣ ରହିଛି କାରଣ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ଏଥର ବି ପରମ୍ପରା ବଦଳି ନାହିଁ । ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ଫଳାଫଳ ଅନୁଯାୟୀ ବିଜେପି ଏଠାରେ ବହୁତ ଆଗରେ ରହିଛି । ୧୧୧ ସିଟ୍‌ରେ ବିଜେପି ଆଗରେ ରହିଥିବା ବେଳେ…

ଭାରତ ଜିତିବାକୁ ସ୍ୱପ୍ନ ଦେଖିଥିଲେ କିନ୍ତୁ ଶେଷରେ ନିଜ ଘରୁ ହିଁ ପରାଜିତ ହେଲେ !

ହାଇଦ୍ରାବାଦ:ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ସହିତ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ତେଲେଙ୍ଗାନାରେ କଂଗ୍ରେସ ସ୍ପଷ୍ଟ ବହୁମତ ହାସଲ କରିବା ଦିଗରେ ଅଗ୍ରସର…

ଏବେ ବି ଭାରତରେ ଗଣତନ୍ତ୍ର ଅପୂର୍ଣ୍ଣ ଅଟେ, ଏପରି କାହିଁକି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ କହିଛନ୍ତି ଗଣତନ୍ତ୍ରରେ ସମସ୍ତ ନାଗରିକଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବା ଲାଗି ସରକାର ସମାଜର ଦୂର୍ବଳ ଶ୍ରେଣୀଙ୍କ ପକ୍ଷ ନେବା ଉଚିତ ଯେଉଁମାନଙ୍କ…

ଚୀନ୍‌ରେ ବ୍ୟାପିବାରେ ଲାଗିଛି ଅଜଣା ଫ୍ଲୁ , ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି ହସ୍ପିଟାଲ

ନୂଆଦିଲ୍ଲୀ: ଚୀନ୍‌ରେ ପିଲାମାନଙ୍କ ମଧ୍ୟରେ ନିମୋନିଆ ପରି ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗରେ ପୀଡିତ ପିଲାମାନଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହେଉଛି । ଏବେ ସୂଚନା ମିଳିଛି କି ପ୍ରତିଦିନ ୭ ହଜାରରୁ…

(video)ହନୁମାନଙ୍କ ରୂପ ଧାରଣ କରି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ଲୋଡିଲେ କଂଗ୍ରେସ କାର୍ଯ୍ୟକର୍ତ୍ତା, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଜି ସ୍ପଷ୍ଟ ହୋଇଯିବ । ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା , ଛତିଶଗଡରେ ଆଜି ସମସ୍ତ ଦଳର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହୋଇଯିବ । ଫଳାଫଳ ଆସିବା ପୂର୍ବରୁ…

ମୋଦୀଙ୍କ ପ୍ରଥମ ପସନ୍ଦ ଆଇଫୋନ୍‌, ଜାଣନ୍ତୁ କେଉଁ ଭର୍ସନ ରହିଥାଏ ଭାରତର ପ୍ରଧାନମନ୍ତ୍ରୀଙ୍କ ହାତରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଟେଷ୍ଟ ଟେକ୍ନୋଲଜି ଓ ଗ୍ୟାଜେଟସ୍ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି । ସେ ନିଜେ ମଧ୍ୟ ଏହା ସ୍ୱୀକାର କରିଛନ୍ତି କି କିପରି ସେ ନୂଆ ନୂଆ ଟେକ୍ନୋଲଜି ବିଷୟରେ…

(video)ରାଜଧାନୀର ଭିଆଇପି ଅଞ୍ଚଳରେ ବୁଲୁଛି ଚିତା, ବନବିଭାଗ କି ପୋଲିସ କରିପାରୁନାହାନ୍ତି କାବୁ

ନୂଆଦିଲ୍ଲୀ: ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବା ବେଳେ ଏଠାରେ ସୁରକ୍ଷା ବ୍ୟବସ୍ଥା ସବୁଠାରୁ କଡାକଡି ରହିଥାଏ । ଏଠାରେ ଏପରି ବହୁ ଅଞ୍ଚଳ ରହିଛି ଯାହା ଦେଶର ସବୁଠାରୁ ଭିଭିଆଇପି ଅଞ୍ଚଳ ମଧ୍ୟରୁ ଅନ୍ୟତମ । ଏହି ଅଞ୍ଚଳରେ…