fbpx

(video)ହସ୍ପିଟାଲ ତଳେ ନିର୍ମାଣ ହୋଇଥିଲା ହମାସ ଆତଙ୍କର ଗୁପ୍ତ ସହର, ଏସି ଫ୍ରିଜ୍ ଠାରୁ ଆରମ୍ଭ କରି ଭରି ରହିଥିଲା ମାରଣାସ୍ତ୍ର

ନୂଆଦିଲ୍ଲୀ: ଗାଜାରେ ଅଲ୍ ସିଫା ହସ୍ପିଟାଲକୁ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ବିରୁଦ୍ଧରେ ଲଢେଇ ସୁରକ୍ଷିତ ଆଡ୍ଡା ମନେ କରୁଥିଲେ । ହସ୍ପିଟାଲ ତଳେ ହମାସ ଆତଙ୍କର ଗୁପ୍ତ ସହର ନିର୍ମାଣ କରିଥିଲା । ସିଫା ହସ୍ପିଟାଲ ତଳୁ…

ଦ୍ରାବିଡଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର ହେଡ୍ କୋଚ୍‌, ସାମ୍ନାକୁ ଆସିଲା ଏହି ଖେଳାଳିଙ୍କ ନାମ

ନୂଆଦିଲ୍ଲୀ: ୱାର୍ଲ୍ଡ କପ୍ ୨୦୨୩ ଫାଇନାଲରେ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ବିରୁଦ୍ଧରେ ପରାଜୟକୁ ଏକ ଯୁଗର ଅନ୍ତ ଭାବରେ ଦେଖାଯାଉଛି । ଏବେ ଆଲୋଚନା ହେଉଛି କି କିଛି ବରିଷ୍ଠ ଖେଳାଳୀଙ୍କ ଏହା ଶେଷ ବିଶ୍ୱକପ୍ ଥିଲା । ଏହା…

ସାପ ପାଇଁ ରାତିଦିନ ଭୁଲିଗଲାଣି ପୋଲିସ, ଛକ ଛକରେ ଲାଗିଛି ୱାଣ୍ଟେଡ୍ ପୋଷ୍ଟର

ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡର ଟିଲବର୍ଗ ସହରରେ ଏକ ସାପ ଆତଙ୍କର କାରଣ ପାଲଟିଛି । ଏବେ ଏହି ସାପକୁ ସହରର ପୋଲିସ ସହ ସ୍ଥାନୀୟ ନଗରପାଳିକା କର୍ମଚାରୀ ବି ଖୋଜିବାରେ ଲାଗି ପଡିଛନ୍ତି । କେବଳ ଏତିକି ନୁହେଁ ପୋଲିସ ଏହାର…

(video)ଟ୍ରକ ସହ ପିଟି ହେଲା ସ୍କୁଲ ପିଲାଙ୍କୁ ଧରି ଆସୁଥିବା ଅଟୋ, ଦେଖନ୍ତୁ ଏହି ସମୟର ଛାତିଥରା ଦୃଶ୍ୟ

ଅମରାବତୀ: ଆଜି ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍‌ରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏଠାରେ ସ୍କୁଲ ପିଲାଙ୍କୁ ଧରି ଦ୍ରୁତ ଗତିରେ ଯାଉଥିବା ଏକ ଅଟୋ ଅନ୍ୟପଟୁ ଆସୁଥିବା ଏକ ଟ୍ରକ ସହ ପିଟି ହୋଇଯିବାରୁ ୮ ଜଣ ଛାତ୍ର…

(video)ମହିଳାଙ୍କୁ ହାଲ୍‌କାରେ ନେଉଥିବା ଲୋକଙ୍କୁ ମିଳିଲା କଡା ଜବାବ, ଭିଡିଓ ଦେଖି ଜାଣିପାରିବେ ସତ

ସୋସିଆଲ ମିଡିଆରେ ଆମକୁ ବିଭିନ୍ନ ସମୟରେ ଅଜବ କିମ୍ବା ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ନଜର ଆସିଥାଏ । କିନ୍ତୁ ଏ ପର୍ଯ୍ୟନ୍ତ ଆପଣ ଅଧିକାଂଶ ଭିଡିଓରେ ପୁଅମାନେ ବିଭିନ୍ନ ଅଭିନବ କାର୍ଯ୍ୟ କିମ୍ବା ଷ୍ଟଣ୍ଟ କରୁଥିବାର…

ସୁପ୍ରିମକୋର୍ଟ ସାମ୍ନାରେ ଆମେ ଆମ ରୋଗୀଙ୍କୁ ପ୍ୟାରେଡ୍ କରାଇବାକୁ ପ୍ରସ୍ତୁତ, ନୋଟିସ୍ ପାଇବା ପରେ ଏପରି କିଛି କହିଲେ ବାବା ରାମଦେବ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଆମ ପାଖରେ ଜ୍ଞାନ ବିଜ୍ଞାନର ସମ୍ଭାର ରହିଛି । କିନ୍ତୁ ଭିଡ ଭିତରେ ସତ ଓ ମିଛର ନିଷ୍ପତ୍ତି ହୋଇପାରିବ ନାହିଁ । ସେ କହିଛନ୍ତି, କିଛି…

ଏବେ ଏକ୍ସ ବା ଟ୍ୱିଟର ଜରିଆରେ ବି ସହଜରେ ମିଳିଯିବ ଚାକିରୀ, ମସ୍କ ଜାରି କଲେ ନୂଆ ଫିଚର

ନୂଆଦିଲ୍ଲୀ: ଯେବେଠାରୁ ଏଲନ ମସ୍କ ଏକ୍ସ ବା ଟ୍ୱିଟରର ଦାୟିତ୍ୱ ହାତକୁ ନେଲେଣି ସେବେଠାରୁ ସେ ଏଥିରେ ୟୁଜର୍ସଙ୍କ ଲାଗି ବହୁ ନୂଆ ଫିଚର ଆଣିବାରେ ଲାଗିଛନ୍ତି । ପୂର୍ବାପେକ୍ଷା ଏବେ ଟ୍ୱିଟର ବହୁତ ଅପଗ୍ରେଡ୍…

ସ୍କେଟିଂ ଅଭ୍ୟାସ କରୁଥିଲା ମହିଳା ଏଏସପିଙ୍କ ୧୦ ବର୍ଷର ପୁଅ, ନୂଆଗାଡିର ବେଗ ମାପିବାକୁ ଯାଇ ଚଢାଇଦେଲେ ଦୁଇ ଯୁବକ

ଲକ୍ଷ୍ନୌ:ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗତ ମଙ୍ଗଳବାର ଏକ ଅତ୍ୟନ୍ତ ଲୋମହର୍ଷକ ଘଟଣା ଘଟିଛି । ଏଠାରେ ଜଣେ ପୋଲିସ ଏଏସ୍‌ପିଙ୍କ ୧୦ ବର୍ଷର ପୁଅକୁ ଗାଡି ଚଢାଇ ହତ୍ୟା କରାଯାଇଛି । ହତ୍ୟାକାରୀ ନିଜ ନୂଆ ଗାଡିର ବେଗ…

ଇସ୍ରାଏଲ ଓ ହମାସ ଯୁଦ୍ଧକୁ କେବଳ ରୋକିପାରିିବ ଭାରତ, ଇସଲାମିକ ଓ ଆରବ ଦେଶର ନେତା ଆସୁଛନ୍ତି ଦିଲ୍ଲୀ

ନୂଆଦିଲ୍ଲୀ: ଇସ୍ରାଏଲ ହମାସ ଯୁଦ୍ଧରେ ହଜାର ହଜାର ନାଗରିକ ମୃତ୍ୟୁମୁଖରେ ପଡିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ଯୁଦ୍ଧର କୌଣସି ସମାଧାନର ବାଟ ବାହାରିପାରି ନାହିଁ । ଆଜି ଇସ୍ରାଏଲ ଓ ହମାସ ମଧ୍ୟରେ ୪ ଦିନର ସଂଘର୍ଷ…

ରାଜ୍ୟରେ ପୁଣି ଏକ ବଡ ଧରଣର ଲଘୁଚାପ, ୨୬ରେ ସୃଷ୍ଟି ହୋଇ ୨୭ରେ ଅବପାତର ରୂପ ନେବ

ଭୁବନେଶ୍ୱର: ରାଜ୍ୟରେ ପୁଣି ଏକ ବଡ ଧରଣର ଲଘୁଚାପର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଦିଆଯାଇଛି । ଏହି ଲଘୁଚାପ ୨୬ତାରିଖରେ ସୃଷ୍ଟି ହେବ ଓ ୨୭ରେ ଅବପାତର ରୂପ ନେବ । ଆସନ୍ତା…