ପୁଣି ଆରମ୍ଭ କରନ୍ତୁ ବନ୍ଦ ହୋଇଯାଇଥିବା ଏଲ୍‌ଆଇସି ପଲିସି, ୩୦% ପର୍ଯ୍ୟନ୍ତ ମିଳିବ ରିହାତି

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବୀମା କମ୍ପାନୀ ଏଲ୍‌ଆଇସି ଦୀର୍ଘଦିନ ଧରି ବନ୍ଦ ହୋଇଯାଇଥିବା ପଲିସିକୁ ଆରମ୍ଭ କରିବା ଲାଗି ଏକ ଅଭିଯାନ ଆରମ୍ଭ କରିଛି । ପ୍ରିମିୟମ ନ ଦେଇଥିବା କାରଣରୁ ବନ୍ଦ ହୋଇ ଯାଇଥିବା ପଲିସିକୁ…

ଗଣମାଧ୍ୟମ କର୍ମୀଙ୍କ ଉପରେ ବିଗିଡିି ଗଲେ ନୀତିଶ କୁମାର, କହିଲେ ଆମେ ଯାହା କହୁଛୁ ତାହା ଛାପ ନ ହେଲେ…..

ପାଟନା: ମୋତିହାରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ବୟାନକୁ ନେଇ ଚର୍ଚ୍ଚାକୁ ଆସିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗଣମାଧ୍ୟମ କର୍ମୀଙ୍କ ଉପରେ ବିଗିଡିି ଯାଇଛନ୍ତି । ସେ…

SBI କ୍ରେଡିଟ୍ କାର୍ଡରେ ଅନଲାଇନ୍ ଓ ଅଫଲାଇନ୍ ସପିଂ ଉପରେ ଜୋରଦାର ଅଫର, ଏହିପରି ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ: ପାର୍ବଣ ଋତୁକୁ ଧ୍ୟାନରେ ରଖି ଏସ୍‌ବିଆଇ ପକ୍ଷରୁ ବହୁ ଅଫର ଲଞ୍ଚ କରାଯାଇଛି । ଏହି ଅଫର କମ୍ପାନୀର କ୍ରେଡିଟ୍ କାର୍ଡ ଉପରେ ରହିଛି । ଏହି ଅଫରର ଫାଇଦା ଉଠାଇ ଆପଣ ଏହି ପାର୍ବଣ ଋତୁରେ ସପିଂ କ୍ଷେତ୍ରରେ…

୪ ବର୍ଷ ନିର୍ବାସନରେ ରହିବା ପରେ ଆଜି ନିଜ ଦେଶକୁ ଫେରିବେ ନୱାଜ ସରିଫ , ପିଏମଏଲ୍‌-ଏନ୍ କରିବ ଐତିହାସିକ ସ୍ୱାଗତ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ୪ ବର୍ଷ ପରେ ଆଜି ନିଜ ଦେଶକୁ ଫେରିବେ । ଗତ ୪ ବର୍ଷ ଧରି ସେ ଲଣ୍ଡନରେ ରହୁଥିଲେ । ସର୍ବପ୍ରଥମେ ସେ ଇସଲାମବାଦ ଆସିବେ । ଏଠାରେ ୨ ଘଣ୍ଟା ରହିବା ପରେ ସେ…

ୟୁଜର୍ସଙ୍କ ପ୍ରାଇଭେସୀ ଲାଗି ହ୍ୱାଟସଆପ୍ ଆଣିିଲା ନୂଆ ଫିଚର, ଏଣିକି ଆପଣଙ୍କ ଚାଟିଂକୁ କେହି ବି ପଢିପାରିବେନି

ନୂଆଦିଲ୍ଲୀ: ୟୁଜର୍ସଙ୍କ ସବୁଠାରୁ ପସନ୍ଦଯୋଗ୍ୟ ଚାଟିଂ ଆପ୍ ହ୍ୱାଟସଆପ୍ ଏବେ ଏକ ନୂଆ ଫିଚର ଆଣି ଆସିଛି । ଏହି ଫିଚର ଜରିଆରେ ୟୁଜର୍ସ ଲକ୍ ଫିଚର୍ସକୁ ହାଇଡ୍ କିମ୍ବା ଲୁଚାଇ ପାରିବେ । ହ୍ୱାଟସଆପ୍ ପକ୍ଷରୁ ଏହି ନୂଆ…

(video)ନବରାତ୍ରୀରେ ଧୁମ୍ ମଚାଇଲେ ଇଣ୍ଡିଆନ୍ ହାଇଡ୍ରୋମ୍ୟାନ, ପାଣି ଭିତରେ ଦେଖାଇଲେ ଗରବା ଓ ଦାଣ୍ଡିଆ ନୃତ୍ୟ

ନୂଆଦିଲ୍ଲୀ: ସାରା ଭାରତରେ ଏବେ ନବରାତ୍ରୀ ବେଶ୍ ଧୁମଧାମର ସହ ପାଳନ ହେଉଛି । କିନ୍ତୁ ଗୁଜରାଟରେ ଏହାର ଛବି କିଛି ଅଲଗା । କାରଣ ନବରାତ୍ରୀ ଅବସରରେ ଗୁଜରାଟୀମାନେ କେବଳ ପୂଜାର୍ଚ୍ଚନା କରି ନ ଥାନ୍ତି ଏମାନେ ଗରବା ବି…

୨୪ ଘଣ୍ଟାରେ ଏହି ଅଞ୍ଚଳରେ ହୃଦଘାତରେ ଘଟିଲା ୬ ଜଣଙ୍କ ମୃତ୍ୟୁ, ଚିନ୍ତାରେ ସ୍ୱାସ୍ଥ୍ୟ ଅଧିକାରୀ ଓ ସାଧାରଣ ଜନତା

ନୂଆଦିଲ୍ଲୀ: ଗୁଜୁରାଟରୁ ଏକ ଭୟଭୀତ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ରାଜ୍ୟର ସୌରାଷ୍ଟ୍ର ଅଞ୍ଚଳରେ ଗୋଟିଏ ଦିନରେ ହୃଦଘାତରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଉଭୟ ଡାକ୍ତର ଓ ସାଧାରଣ ଜନତାଙ୍କ ଚିନ୍ତା ବଢାଇ…

ମହିଳା ଶାଶୂଙ୍କ ଗୋଲାମ ନୁହଁନ୍ତି; ଏବେ ସମୟ ବହୁତ ବଦଳିଛି, ଏକ ତଲାକ ମାମଲାରେ ଏପରି ଟିପ୍ପଣୀ ରଖିଲେ ହାଇକୋର୍ଟ

ଥିରୁଅନନ୍ତପୁରମ୍‌: ଏକ ତଲାକ ମାମଲା ଉପରେ ନିଜର ଟିପ୍ପଣୀ ରଖି କେରଳ ହାଇକୋର୍ଟ କହିଛନ୍ତି ମହିଳା ମା’ କିମ୍ବା ଶାଶୁ କାହାର ଗୋଲାମ ନୁହଁନ୍ତି । ଏକ ଫ୍ୟାମିଲି କୋର୍ଟର ଆଦେଶ ସଂପର୍କରେ ଆଲୋଚନା ସମୟରେ କୋର୍ଟ ଏପରି…

ସ୍ୱାମୀଙ୍କ ସହ ସବୁ ସଂପର୍କ ଛିନ୍ନ କଲେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ଟିଭି ପ୍ରୋଗ୍ରାମରେ ଦେଇଥିଲେ ସେକ୍ସିଷ୍ଟ କମେଣ୍ଟ

ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ନିଜ ସସ୍ୱାମୀଙ୍କ ସହ ସବୁ ସଂପର୍କକୁ ଛିନ୍ନ କରିଛନ୍ତି । ଶୁକ୍ରବାର ମେଲୋନୀ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି । ମେଲୋନୀଙ୍କର ଆଣ୍ଡ୍ରେ ଜିଆମବ୍ରୁନୋଙ୍କ ସହ ୧୦…

ପ୍ରଦୂଷଣ କମ୍ କରିବାକୁ ରାଜଧାନୀ ସଡକରେ ଚାଲିବ ପ୍ରିମିୟମ ବସ୍‌, କ’ଣ ରହିଛି ସୁବିଧା ଜାଣି ନିଅନ୍ତୁ

ନୂଆଦିଲ୍ଲୀ:ଦିଲ୍ଲୀର ଆମ୍ ଆଦ୍‌ମୀ ପାର୍ଟି ସରକାର ରାଜଧାନୀରେ ପ୍ରିମିୟମ ବସ୍ ସେବା ଯୋଜନାକୁ ମଞ୍ଜୁରୀ ଦେଇ ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ପ୍ରସ୍ତାବିତ ପ୍ରିମିୟମ ବସ୍ ଏଗ୍ରିଗେଟର…