fbpx

ପତି-ପତ୍ନୀଙ୍କ ମଧ୍ୟରେ ସମ୍ଭୋଗକୁ କୌଣସି ଦୃଷ୍ଟିରୁ ଅପ୍ରାକୃତିକ କୁହାଯାଇପାରିବ ନାହିଁ, କାହିଁକି ଏପରି କହିଲେ କୋର୍ଟ

ଭୋପାଳ: ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ବିଧାୟକଙ୍କ ଉପରେ ପତ୍ନୀଙ୍କ ପକ୍ଷରୁ ଲଗାଯାଇଥିବା ଅପ୍ରାକୃତିକ ଯୌନ ସମ୍ବନ୍ଧ ଅଭିଯୋଗକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଧାରା ୩୭୫ ଆଇପିସିକୁ ଦୃଷ୍ଟିରେ ରଖି ସ୍ୱାମୀଙ୍କ…

‘ଆମର କାମ ନୁହେଁ ଭାରତରେ ସେନାକୁ ସଞ୍ଚାଳନ କରିବା’, କାହିଁକି ସୁପ୍ରିମକୋର୍ଟ କହିଲେ ଏପରି କଥା ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦେଶରେ ସେନାରେ ସେବା ସହ ଜଡିତ ଏକ ମାମଲାରେ ଶୁଣାଣୀ ସମୟରେ କହିଛନ୍ତି କୋର୍ଟର କାମ ନୁହେଁ ସେନାର ସଞ୍ଚାଳନ କରିବା । ଏହା ସହିତ କୋର୍ଟ ଶୁକ୍ରବାର ସେହି ଯାଚିକାକୁ ଖାରଜ କରି ଦେଇଛନ୍ତି…

ବୈଜ୍ଞାନିକମାନେ ବିଶ୍ୱର ସବୁଠାରୁ ଗଭୀର ସ୍ଥାନରେ ସନ୍ଧାନ କଲେ ରହସ୍ୟମୟ ଭାଇରସ୍‌, ମଣିଷ ଲାଗି ରହିଛି ଏହି ବିପଦ

ନୂଆଦିଲ୍ଲୀ: ଚୀନ୍‌ର ବୈଜ୍ଞାନିକମାନେ ବିଶ୍ୱର ସବୁଠାରୁ ଗଭୀର ସ୍ଥାନ ମାରିଆନା ଟ୍ରେଞ୍ଚରେ ଏକ ନୂଆ ରହସ୍ୟମୟୀ ଭାଇରସର ଠାବ କରିଛନ୍ତି । ବୈଜ୍ଞାନିକଙ୍କୁ ଏହି ଭାଇରସ୍ ୨୯,୧୯୯ ଫୁଟ୍ ଗଭୀରରେ ମିଳିଛି । ଏତେ ଗଭୀର…

ଏବେ ନିର୍ବାଚନ ହେଲେ ଭୀଷଣ ଭାବରେ ହାରିବେ ଟ୍ରୁଡୋ, ଭାରତ ସହ ଟେନସନ ଭିତରେ ଆସିଲା ଏହି ଖବର

ନୂଆଦିଲ୍ଲୀ:ଭାରତ ସହ ଟେନସନ ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀଙ୍କ ଲାଗି ଏକ ଖରାପ ଖବର ଆସିଛି । ଏବେ ଏବେ ହୋଇଥିବା ଏକ ସର୍ଭେ ଅନୁସାରେ କାନାଡାରେ ତାଙ୍କ ସରକାରଙ୍କ ପ୍ରତି ବିପଦ ବଢିବାରେ ଲାଗିଛି । କୁହାଯାଉଛି ଯଦି…

୩୦ ବର୍ଷ ପରେ ପିତୃପକ୍ଷରେ ପଡୁଛି ଅମୃତ ସିଦ୍ଧି ଯୋଗ , ଏହି ରାଶି ହେବେ ମାଲାମାଲ

୩୦ ବର୍ଷ ପରେ ପିତୃପକ୍ଷରେ ପଡୁଛି ଏହି ଯୋଗ । ହିନ୍ଦୁ ଧର୍ମରେ ପିତୃପକ୍ଷର ବହୁତ ଗୁରୁତ୍ୱ ରହିଛି । ଏହା ଶ୍ରାଦ୍ଧ ପକ୍ଷ ଭାବରେ ବି ଜଣାଯାଏ । ଏହି ସମୟରେ ପରିଜନ ନିଜର ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ତର୍ପଣ କରିଥାନ୍ତି…

ଦୀପାବଳିରେ ଫୁଟିବନି ବାଣ, ସୁପ୍ରିମକୋର୍ଟ କହିଲେ ଆମେ କେବଳ ‘ହାପି ଦିୱାଲି’ ବ୍ୟତିତ ଆଉ କିଛି କରିପାରିବୁନି

ନୂଆଦିଲ୍ଲୀ: ଦିୱାଲିରେ ଏଥର ଦିଲ୍ଲୀରେ ଫୁଟିବନି ବାଣ । ବାଣ ଫୁଟା ଉପରେ ଦିଲ୍ଲୀ ସରକାର ସଂପୂର୍ଣ୍ଣ ଭାବରେ ପ୍ରତିବନ୍ଧ ଲଗାଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଏହି ନିଷ୍ପତ୍ତି ଉପରେ ସର୍ବୋଚ୍ଚ…

ଗୁଗଲ ପେ’, ଫୋନ୍‌ପେ’, ପେଟିଏମ୍‌ର ବଢିଗଲା ଟେନସନ୍‌, X (ଟ୍ୱିଟର)ରେ ଆସୁଥିବା ନୂଆ ପେମେଣ୍ଟ ଫିଚରକୁ ନେଇ video ସେୟାର କଲେ ଏକ୍ସର ସିଇଓ

ନୂଆଦିଲ୍ଲୀ: ଏକ୍ସ(ଟ୍ୱିଟର) ପ୍ଲାଟଫର୍ମରେ ଏବେ ନୂଆ ନୂଆ ଫିଚର୍ସ ଆସିବାରେ ଲାଗିଛି । ଏକ ନୂଆ ଅପଡେଟରୁ ଜଣାପଡିଛି ଏକ୍ସର ସିଇଓ କନଫର୍ମ କରିଛନ୍ତି କି ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ଏକ ନୂଆ ଗୁଗଲ ପେ’ ପରି…

ସେନସେକ୍ସ ବଜାରରେ ଭାରତ-କାନାଡା ଟେନସନର ପ୍ରଭାବ, ୩ ଦିନରେ ୫.୪ ଲକ୍ଷ କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ: ଗତ ସପ୍ତାହରେ ଲଗାତର ୧୧ ଦିନ ସେନସେକ୍ସ ବଜାରରେ କାରବାର ତୋଫାନ ପରି ଆଗକୁ ବଢି ଚାଲିଥିଲା । କିନ୍ତୁ ଚଳିତ ସପ୍ତାହରେ ବଜାରରେ ହାହାକାର ସୃଷ୍ଟି ହୋଇଛି । ୩ ଟି କାର୍ଯ୍ୟଦିବସରେ କାରବାର ୧୬୦୦ଅଙ୍କ ତଳକୁ…

‘ଭଗବାନ ଭରୋସେ’ର ପୋଷ୍ଟର ରିଲିଜ୍‌, ଏହିଦିନ ହେବ ସିନେମାଘରେ ରିଲିଜ୍‌

ମୁମ୍ବାଇ: ବଲିଉଡ୍ ନିର୍ମାତା ଶିଳାଦିତ୍ୟ ବୋରାଙ୍କ ଫିଲ୍ମ ‘ଭଗବାନ ଭରୋସେ’ର ପୋଷ୍ଟର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ଜରିଆରେ ନିଜର ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ଶିଳାଦିତ୍ୟ । ଏହି ଫିଲ୍ମରେ…

OSSSC Radiographer Recruitment: ରେଡିଓଗ୍ରାଫର ପଦବୀରେ ଆଜି ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ, ଜାଣି ନିଅନ୍ତୁ କ’ଣ ରହିଛି ଯୋଗ୍ୟତା

ଭୁବନେଶ୍ୱର: ଓଡିଶା ସବ ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (osssc) ପକ୍ଷରୁ ରେଡିଓଗ୍ରାଫର ପଦ ନିମନ୍ତେ ନିଯୁକ୍ତି ଲାଗି ଅନଲାଇନ୍ ଆବେଦନ ପ୍ରକ୍ରିୟା ୨୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଯାଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ…