fbpx

ଭୟାନକ ସୌର ତୋଫାନର ସାମ୍ନା କରିବ ଆଦିତ୍ୟ L1, video ଜାରି କରି ନାସା କରାଇଲା ସତର୍କ

ନୂଆଦିଲ୍ଲୀ:ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍ ୧ ପୃଥିବୀର କକ୍ଷରୁ ବାହାରି ଏଲ ୧ ପଏଣ୍ଟ ଆଡକୁ ଅଗ୍ରସର ହୋଇସାରିଛି । ଏହାରି ମଧ୍ୟରେ ନାସା ଏକ ଭିଡିଓ ଜାରି କରି ଆଦିତ୍ୟ ଏଲ୍ ୧ କୁ ଏକ ବଡ ବିପଦ ବିଷୟରେ ସତର୍କ କରାଇ…

ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡାଙ୍କୁ ବିଜେଡିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ, ଜନବିରୋଧୀ କାର୍ଯ୍ୟ ଲାଗି କରାଗଲା ବହିଷ୍କୃତ

ଭୁବନେଶ୍ୱର:ବିଜେଡିରୁ ବହିଷ୍କୃତ ହେଲେ ଦୁଇ ବିଧାୟକ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡାଙ୍କୁ ବିଜେଡିରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୌମ୍ୟଙ୍କ ସହ ରେମୁଣା…

ଇନଷ୍ଟାଗ୍ରାମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଶ୍ରୀଗଣେଶ, ଫ୍ଲାଇଟର ୱିଣ୍ଡୋ ସିଟ୍ ପାଖରେ ବସି ଖାଉଛନ୍ତି ମୋଦକ

ନୂଆଦିଲ୍ଲୀ: ଏବେ ସାରା ଦେଶରେ ଗଣେଶ ଉତ୍ସବ ଧୁମଧାମରେ ପାଳିତ ହେଉଛି । ବିଭିନ୍ନ ସ୍ଥାନର ଆକର୍ଷଣୀୟ ପେଣ୍ଡାଲମାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସମସ୍ତେ ନିଜ ନିଜ ପେଣ୍ଡାଲକୁ ସ୍ୱତନ୍ତ୍ର କରିବାକୁ ବେଶ୍…

ଦିଲ୍ଲୀରେ ହେବାକୁ ଯାଉଛି ଏକ ଧମାକା, ବମ୍ ବିସ୍ଫୋରଣରେ ଉଡାଇ ଦିଆଯିବ ୧୨ ଟାୱାର ଓ ୩୩୬ ଫ୍ଲାଟ୍‌

ନୂଆଦିଲ୍ଲୀ: ଗତ ବର୍ଷ ନୋଏଡାରେ ଟ୍ୱିନ ଟାୱାର ଧ୍ୱଂସ କରି ଦିଆଯାଇଥିଲା । ଏବେ ସେହିପରି ଏକ ଧମାକା ପୁଣି ଦିଲ୍ଲୀରେ ହେବାକୁ ଯାଉଛି । ଦିଲ୍ଲୀ ମୁଖାର୍ଜୀ ନଗରରେ ଅସୁରକ୍ଷିତ ଅବସ୍ଥାରେ ଥିବା ୧୨ ଗୋଟି ଟାୱାରକୁ ବମ୍‌ରେ…

ବାଚସ୍ପତି ପଦ ଲାଗି ନାମାଙ୍କନ ଭରିଲେ ପ୍ରମିଳା ମଲ୍ଲିକ, ସୁଦାମ ମାର୍ଣ୍ଡିଙ୍କୁ ମିଳିଲା ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ବାଚସ୍ପତି ପଦ ଲାଗି ନାମାଙ୍କନ ଭରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେଡି ପ୍ରାର୍ଥୀ ଭାବରେ ସେ ନାମାଙ୍କନ ଭରିଛନ୍ତି । ବିଧାନସଭା ସଚିବଙ୍କ ନିକଟରେ ସେ ନାମାଙ୍କନ ଦାଖଲ କରିଛନ୍ତି ।…

କୁଲି ଡ୍ରେସ ପିନ୍ଧି ମୁଣ୍ଡରେ ଲଗେଜ୍ ବୋହିଲେ ରାହୁଲ, video ଭାଇରାଲ୍‌

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଜାରି ରହିଛି । ଏହି କ୍ରମରେ ଆଜି ରାହୁଲ ଗାନ୍ଧୀ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ ପହଞ୍ଚିଛନ୍ତି । ଏଠାରେ ସେ କୁଲିମାନଙ୍କୁ ଭେଟିଛନ୍ତି ।…

ଆସୁଛି ପିତୃପକ୍ଷ: ପରିବାରରେ ପୁଅ କି ନାତି ନ ଥିଲେ କିଏ କରିବ ଶ୍ରାଦ୍ଧ, ପୁରାଣରେ କ’ଣ ରହିଛି ବର୍ଣ୍ଣନା

ସନାତନ ଧର୍ମରେ ପିତୃପକ୍ଷର ବଡ ମହତ୍ତ୍ୱ ରହିଛି । ପିତୃପୁରୁଷଙ୍କ ପ୍ରତି ସମ୍ମାନ ପ୍ରକଟ କରିବା ଲାଗି ଓ ସେମାନଙ୍କ ଶାନ୍ତି ପାଇଁ ପିତୃପକ୍ଷରେ ପରିବାର ଲୋକେ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କର୍ମ କରିଥାନ୍ତି ।…

ଦଶହରା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବଡ ଉପହାର, ମହଙ୍ଗା ଭତ୍ତା ସହିତ ୩ ମାସର ଏରିଅର

ନୂଆଦିଲ୍ଲୀ: ଗଣେଶ ପୂଜା ସହିତ ପାର୍ବଣ ଋତୁର ଆରମ୍ଭ ହୋଇଯାଇଛି । ଏହି କ୍ରମରେ କେନ୍ଦ୍ର ସରକାର କୋଟି କୋଟି କର୍ମଚାରୀ ମହଙ୍ଗା ଭତ୍ତା ବୃଦ୍ଧି ଲାଗି ଅପେକ୍ଷା କରି ରହିଛନ୍ତି । ଗତ କିଛି ବର୍ଷର ପାଟର୍ନକୁ ଦେଖିଲେ…

ମନ୍ଦିରରେ ବସିଥିଲେ ଯୁବକ ଯୁବତୀ, ଲଭ୍ ଜିହାଦ କହି ଧୁମ୍ ପିଟିଲେ ଦୁବୃର୍ତ୍ତ, video ଭାଇରାଲ୍‌

ବରେଲୀ: ଉତ୍ତରପ୍ରଦେଶ ବରେଲୀରୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳୁଛି କିଛି ଲୋକ ମନ୍ଦିରରେ ବସିଥିବା ଯୁବକ ଓ ଯୁବତୀଙ୍କୁ ଗାଳି ଦେବା ସହ ପିଟୁଥିବାର ନଜର ଆସୁଛନ୍ତି…

ଆସିଲା NTA ପରୀକ୍ଷା ସମୟସୂଚୀ, କେଉଁ ତାରିଖରେ କେଉଁ ପରୀକ୍ଷା ଆୟୋଜିତ ହେବ ବିସ୍ତୃତ ଭାବରେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ NTA ଆଗାମୀ ବର୍ଷ ହେବାକୁ ଯାଉଥିବା ପରୀକ୍ଷା ଲାଗି ଏହାର ସମୟସୂଚୀ ଜାରି କରି ଦେଇଛନ୍ତି । ଜେଇଇ ମେନ୍ ୨୦୨୪ ଦୁଇଟି ପର୍ଯ୍ୟାୟରେ ଆୟୋଜିତ କରାଯିବ । ଏହାର ପ୍ରଥମ ପର୍ଯ୍ୟାୟ…