ଆକାଉଣ୍ଟ ରହିବ ସୁରକ୍ଷିତ, ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଏହିସବୁ ଫିଚର୍ସର କିପରି ଉପଯୋଗ କରିବେ ଆସନ୍ତୁ ଜାଣିନେବା
ନୂଆଦିଲ୍ଲୀ: ଦିନକୁ ଦିନ ଅନଲାଇନ ଠକେଇ ବଢିବାରେ ଲାଗିଛି । ସ୍କାମର୍ସ ଏହି ଠକେଇ ଲାଗି ଅଲଗା ଅଲଗା ଉପାୟ ଖୋଜି ବାହାର କରିବାରେ ଲାଗିଛନ୍ତି । ହ୍ୱାଟସଆପ ମେସେଜ୍ ଠାରୁ ଆରମ୍ଭ କରି ଭିଡିଓ କଲ୍ ପର୍ଯ୍ୟନ୍ତ ବିଭିନ୍ନ…