fbpx

(video)ଜବାନରେ ଶାହରୁଖ ଖାନ୍ ଙ୍କ ୫ ଅବତାର, ମୋସନ ପୋଷ୍ଟର ରିଲିଜ୍ ପରେ ଅବତାର ପଛର ରହସ୍ୟକୁ ନେଇ ବଢିଲା ଉତ୍କଣ୍ଠା

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଅର୍ଥାତ ଶାହରୁଖ ଖାନ୍ ପୁଣି ନିଜର ଅପକମିଂ ଫିଲ୍ମ ଜବାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏହି ଫିଲ୍ମର ପ୍ରିଭ୍ୟୁ ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ଉକ୍ରଣ୍ଠା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ଉପରେ ପ୍ରଶ୍ନ ଉଠାଇ ଫସିଗଲେ କେଜରିୱାଲ, ସୁପ୍ରିମକୋର୍ଟ ଦେଲେ ଝଟକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ଉପରେ ପ୍ରଶ୍ନ ଉଠାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ ଏବେ ଆଇନର ଫାଶରେ ଛନ୍ଦି ହୋଇଯାଇଛନ୍ତି । ଗୁଜୁୁରାଟ…

ସଂସଦ ଭବନରେ ଗଦର ୨ର ସ୍ପେସିଆଲ ସ୍କ୍ରିନିଂ, ନିର୍ଦ୍ଦେଶକ କହିଲେ ମୋ ଲାଗି ବହୁତ ସମ୍ମାନର କଥା

ନୂଆଦିଲ୍ଲୀ: ସନି ଦେଓଲ ଓ ଅମୀଷା ପଟେଲ ଅଭିନୀତ ‘ଗଦର ୨’ ସହ ସମ୍ବନ୍ଧିତ ଏକ ବଡ ଖବର ସାମ୍ନାକୁ ଆସିଛି । ବକ୍ସ ଅଫିସରେ ଧମାକା କରିବା ପରେ ଏବେ ଗଦର ୨ ସଂସଦ ଭବନରେ ଧମାକା କରିବାକୁ ଯାଉଛି । ମିଳିଥିବା ସୂଚନା…

ବିଶ୍ୱବିଦ୍ୟାଳୟରେ ରାଗିଂ ରୋକିବ ଇସ୍ରୋ, ରାଜ୍ୟପାଳ ମାଗିଲେ ଇସ୍ରୋ ଅଧ୍ୟକ୍ଷଙ୍କୁ ସହାୟତା

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜରେ ରାଗିଂ ରୋକିବା ଲାଗି ଇସ୍ରୋ ଠାରୁ ସହାୟତା ମାଗିଛନ୍ତି । ଗୁରୁବାର ରାତିରେ ରାଜଭବନ ପକ୍ଷରୁ ଜାରି ବୟାନରେ କୁହାଯାଇଛି…

ପତିଙ୍କ ପ୍ରେମିକା ଉପରେ କ’ଣ ଚାଲିପାରିବ ଆଇପିସିର ଏହି ଧାରାରେ ମୋକଦ୍ଦମା, ହାଇକୋର୍ଟଙ୍କ କ’ଣ ରାୟ ରହିଛି ଆସନ୍ତୁ ଜାଣିନେବା

କୋଚି: କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ପତିଙ୍କ ପ୍ରେମିକା କିମ୍ବା ବିବାହ ବାହାରେ ଯୌନ ସମ୍ବନ୍ଧ ରଖୁଥିବା ମହିଳାଙ୍କ ଉପରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୪୯୮ ଏ…

୭ ମିନିଟ୍ ଲାଗି ମୃତ୍ୟୁବରଣ କରିବା ପରେ ପୁଣି ଜୀଇଁ ଉଠିଲେ ବ୍ୟକ୍ତି, ଏବେ ପେଣ୍ଟିଂ ଜରିଆରେ ସେୟାର କରିଛନ୍ତି ମୃତ୍ୟୁ ସମୟର ଅନୁଭବ

ନୂଆଦିଲ୍ଲୀ: ମୃତ୍ୟୁ ପରେ କ’ଣ ଘଟିଥାଏ ଏହା ଜାଣିବାକୁ ସମସ୍ତଙ୍କ ମନ ମଧ୍ୟରେ ଏକ ଉତ୍ସୁକତା ଭରି ରହିଥାଏ । ଏହି କ୍ରମରେ ବ୍ରିଟେନର ଜଣେ ଷ୍ଟେଜ୍ ଆକ୍ଟର ମୃତ୍ୟୁ ପରେ କ’ଣ ଘଟିଥାଏ ସେ ସଂପର୍କରେ ନିଜର ଅନୁଭବ ସେୟାର…

(video)ଗ୍ରୀସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତରେ ଶତମୁଖ ପ୍ରବାସୀ ଭାରତୀୟ, ଏହିସବୁ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଭାଗ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଏକ ଦିବସୀୟ ଯାତ୍ରାରେ ଗ୍ରୀସ୍ ପହଞ୍ଚି ଯାଇଛନ୍ତି । ଗ୍ରୀସର ରାଜଧାନୀ ଏଥେନସ୍ ରେ ଆଜି ପ୍ରଧାନମନ୍ତ୍ରୀ ପହଞ୍ଚିଛନ୍ତି । ଏହି…

ଲୋକଙ୍କ ପିଏଫ୍ ଅର୍ଥ ସେୟାର ବଜାରରେ ଲାଗାଇବ ଇପିଏଫଓ, ଏବେ କେବଳ ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀକୁ ଅପେକ୍ଷା

ନୂଆଦିଲ୍ଲୀ: ପ୍ରୋଭିଡେଣ୍ଟ ଫଣ୍ଡ ଖାତାଧାରକଙ୍କ ଆକାଉଣ୍ଟରେ ଜମା ଟଙ୍କାକୁ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ଅଲଗା ଅଲଗା ତରିକାରେ ନିବେଶ କରିଥାଏ । ଏହି ନିବେଶ ଜରିଆରେ ହେଉଥିବା ଆୟର ଏକ ଅଂଶ ସୁଧ ଭାବରେ…

ଚନ୍ଦ୍ରରେ ବି ଗଦା ଗଦା ଅଳିଆ, ବିଭିନ୍ନ ମିଶନ ଜରିଆରେ ଯାଇଥିବା ବୈଜ୍ଞାନିକଙ୍କ ବ୍ୟକ୍ତିଗତ ସାମଗ୍ରୀ ସହିତ ପଡି ରହିଛି ଏହିସବୁ ଆବର୍ଜନା

ନୂଆଦିଲ୍ଲୀ: ଚନ୍ଦ୍ରକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ବହୁ ଦିନରୁ ଉତ୍ସାହ ଭରି ରହିଛି । ଏହି ଉତ୍ସାହର ପରିଣାମ ସ୍ୱରୂପ ଚନ୍ଦ୍ର ଉପରେ ନିରନ୍ତର ଗବେଷଣା ଜାରି ରହିଛି । କିନ୍ତୁ ଆପଣ ଜାଣନ୍ତି କି ଚନ୍ଦ୍ରକୁ ପଠାଯାଇଥିବା…

ଚନ୍ଦ୍ରଯାନ ଲ୍ୟାଣ୍ଡିଂ ସମୟରେ ଜନ୍ମନେଲେ ୪ ଶିଶୁ, ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ଚନ୍ଦ୍ରଯାନ ନାମରେ ହିଁ ହେବ ନାମକରଣ

ଭୁବନେଶ୍ୱର: ଏବେ ଭାରତର ଚନ୍ଦ୍ରଯାନ ୩ର ସଫଳତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ପହଞ୍ଚି ଏହାର କାର୍ଯ୍ୟ ଆରମ୍ଭ କରିଦେଇସାରିଛି । ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରୁ ବିଭିନ୍ନ ଫଟୋ ମଧ୍ୟ…