fbpx

ହ୍ୱାଟସଆପ୍ ରେ +92, +84, +62 ନମ୍ବରରେ କଲ୍ ଆସୁଛି କି? ସମସ୍ୟାର ସମାଧାନ ଲାଗି ହ୍ୱାଟସଆପ୍ ଆଡ୍ କଲା ନୂଆ ଫିଚର

ନୂଆଦିଲ୍ଲୀ: ହ୍ୱାଟସଆପରେ ଫ୍ରଡ କଲ୍ ଆସିବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବହୁ ଲୋକଙ୍କୁ ଅଜଣା ନମ୍ବରରେ ସ୍କାମ ବାଲା କଲ୍ ଆସୁଛି । ଏହି କଲ ଭାରତ ନୁହେଁ ଅନ୍ୟ ଦେଶର କଣ୍ଟ୍ରୀ କୋଡ୍ ସହ ଆସୁଛି । ତେବେ…

କୁନି ପିଲାଙ୍କୁ ପଚାରିଲେ ପ୍ରଧାନମନ୍ତ୍ରୀ , ମୋଦୀଜୀଙ୍କୁ ତୁମେମାନେ ଜାଣିଛ ? ହଁ, ଆମେ ଆପଣଙ୍କୁ ପରା ଟିଭିରେ ଦେଖିଛୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅଖିଳ ଭାରତୀୟ ଶିକ୍ଷା ସମାଗମ ୨୦୨୩ର ଉଦଘାଟନ ଅବସରରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ । ଏହି ସମୟରେ ମୋଦୀ ସେଠାରେ ଉପସ୍ଥିତ କିଛି ଛୋଟ ପିଲାଙ୍କ ସହିତ ଖୁବ୍…

ପାକିସ୍ତାନରେ ଅଞ୍ଜୁ ଓରଫ ଫାତିମାଙ୍କ ଉପରେ ପଇସା ବର୍ଷା, ୪୦ ଲକ୍ଷର ଫ୍ଲାଟ ସହ ମୋଟା ଅଙ୍କର ଦରମାରେ ଚାକିରୀ

ନୂଆଦିଲ୍ଲୀ: ଭାରତ ଛାଡି ପାକିସ୍ତାନ ଯାଇଥିବା ଅଞ୍ଜୁ ଓରଫ ଫାତିମାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସିବାରେ ଲାଗିଛି । ଏବେ ଖବର ଆସିଛି ଯେ, ପାକ୍ ଷ୍ଟାର ଗ୍ରୁପ୍ ଅଫ୍ କମ୍ପାନୀର ସିଇଓ ମୋହସିନ ଖାନ୍…

ଗାଳିରୁ ତାଳି ପର୍ଯ୍ୟନ୍ତ, ଟ୍ରାନ୍ସଜେଣ୍ଡର ହେଲେ ସୁସ୍ମିତା ସେନ୍, ଆପଣ ବି ଦେଖିଲେ ଧୋକା ଖାଇଯିବେ

ସୁସ୍ମିତା ସେନ୍ ଦୀର୍ଘ ସମୟ ଧରି ବଲିଉଡରୁ ଦୂରେଇ ରହିଛନ୍ତି । କିନ୍ତୁ ଓଟିଟି ପ୍ଲାଟଫର୍ମରେ ତାଙ୍କ କ୍ୟାରିୟରକୁ ନୂଆ ଦିଶା ମିଳିଛି । ସୁସ୍ମ୍ମିତା ‘ଆର୍ୟା’ ସିରିଜରେ କମବ୍ୟାକ କରିଥିଲେ । ସୁସ୍ମିତାଙ୍କ ଏହି ସିରିଜ୍…

ଶରୀରରେ ଏହି କାରଣରୁ ବଢିଥାଏ ୟୁରିକ୍ ଏସିଡ୍, ଆଣ୍ଠୁଗଣ୍ଠି ଯନ୍ତ୍ରଣା ସହିତ ହୃଦଘାତର ଆଶଙ୍କା ବି ବଢିଯାଏ

ନୂଆଦିଲ୍ଲୀ:ବହୁ ଲୋକଙ୍କର ହାତ ଗୋଡରେ ପ୍ରାୟ ସମୟରେ ଯନ୍ତ୍ରଣା ହୋଇଥାଏ । ବିଶେଷ କରି ଗଣ୍ଠି ସ୍ଥାନଗୁଡିକରେ ବା ଜଏଣ୍ଟ ସ୍ଥାନରେ ଲୋକଙ୍କୁ ଅଧିକ ଯନ୍ତ୍ରଣା ହୋଇଥାଏ । ଏହି ସମସ୍ୟା କାରଣରୁ ବସିବା ଉଠିବା ବି କଷ୍ଟଦାୟକ…

ମିଳୁନାହିଁ କି ମନପସନ୍ଦ ଜୀବନସାଥି, ଚିନ୍ତା କରନ୍ତୁନି, ଏଆଇ ସାହାଯ୍ୟରେ ନିଜେ ଗଢିପାରିବେ ନିଜ ପସନ୍ଦର ଜୀବନସାଥି

ନୂଆଦିଲ୍ଲୀ: ସମସ୍ତେ ନିଜ ପାଇଁ ଏକ ପରଫେକ୍ଟ ପାର୍ଟନର ବା ମନ ପସନ୍ଦର ଜୀବନସାଥି ଖୋଜିଥାନ୍ତି । କିନ୍ତୁ ଏପରି ଜୀବନସାଥି ପାଇବା ବହୁତ କଷ୍ଟକର ହୋଇଥାଏ । ଏଥିପାଇଁ ବହୁ ଲୋକଙ୍କୁ ଭେଟିବାକୁ ପଡିଥାଏ ଓ ପାର୍ଟନର…

୩୧ ଜୁଲାଇ ସୁଦ୍ଧା ଏହି ୫ଜି ଫୋନ୍ ଉପରେ ୭ ହଜାର ଟଙ୍କା ରିହାତି ସହିତ ମାଗଣା ଉପହାର, ଜଲଦି କିଣନ୍ତୁ

ନୂଆଦିଲ୍ଲୀ: ଋିଅଲମି ୱେବସାଇଟରେ ଏକ ଧମାକାଦାର ସୁପର ପ୍ରାଇସିଂ ଡିଲ୍ ଏବେ ଲାଇଭ୍ ହେଉଛି । ଏହି ଡିଲ୍ ରେ ଆପଣ କମ୍ପାନୀର ଲୋକପ୍ରିୟ ୫ଜି ସ୍ମାର୍ଟଫୋନ୍ ରିଅଲମି ୯ ପ୍ରୋ + ୫ଜିକୁ ବମ୍ପର ଡିସକାଉଣ୍ଟ ସହିତ କ୍ରୟ…

ଦିନକୁ ଦିନ ବଢୁଛି ଅନଲାଇନ୍ ଫ୍ରଡ ମାମଲା, ସାବଧାନ ରହିବା ସହ କରନ୍ତୁ ନାହିଁ ଏହି ୯ ଗୋଟି ଭୁଲ୍

ନୂଆଦିଲ୍ଲୀ: ପ୍ରତିଦିନ କେଉଁଠି ନା କେଉଁଠି ଅନଲାଇନ୍ ଫ୍ରଡ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏବେ ନିକଟରେ ଜଣେ ବ୍ୟକ୍ତି ଏହି ଧୋକାଦାରୀର ଶିକାର ହୋଇ ୯.୬୬ ଲକ୍ଷ ଟଙ୍କା ହରାଇଛନ୍ତି । ଏହି ଘଟଣା ନାଗପୁରର ।…

କ୍ଷୀର , ଦହି, ଲସି, ଆଚାର ଧରି ଗାନ୍ଧୀ ପରିବାରରେ ପହଞ୍ଚିଲେ ବିଶେଷ ଅତିଥି, ରାହୁଲଙ୍କ ବାହାଘରକୁ ନେଇ ହେଲା ମଜାଦାର ଆଲୋଚନା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଘରକୁ ଆସିଥିବା ହରିୟାଣା ସୋନିପତର କୃଷକ ମହିଳାଙ୍କ ସହ ସାକ୍ଷାତ ସମୟ ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ,…

ଆରଆରଆର ୨ ଉପରେ ଆରମ୍ଭ ହୋଇଗଲାଣି କାମ, ଏହି ଦେଶରେ ହେବ ଶୁଟିଂ

ମୁମ୍ବାଇ:ଅଭିନେତା ରାମଚରଣ ଓ ଜୁନିୟର ଏନଟିଆର୍ ଷ୍ଟାରର ଫିଲ୍ମ ଆରଆରଆରର ସିକ୍ୱେଲ ଆରଆରଆର ୨ ଉପରେ କାମ ଆରମ୍ଭ ହୋଇଯାଇଛି । ଫିଲ୍ମ ନିର୍ମାତା ଏସଏସ ରାଜାମୌଲିଙ୍କ ଫିଲ୍ମ ଆରଆରଆର କେବଳ ଦେଶ ମଧ୍ୟରେ ନୁହେଁ ବରଂ…