fbpx

ପ୍ରଥମ ଥର ଲାଗି କୌଣସି ଯୁବତୀଙ୍କୁ ଡେଟ୍ କରୁଛନ୍ତି କି? ମନର କଥା ଖୋଲି କହିବାରେ ସଂକୋଚ କରୁଥିଲେ ଆପଣାନ୍ତୁ ଏହି ଟିପ୍ସ

କିଛି ଲୋକ ବହୁ ସହଜରେ ଅନ୍ୟ ଆଗରେ ନିଜ ଭାବନାକୁ ବ୍ୟକ୍ତ କରିପାରନ୍ତି । କିନ୍ତୁ ଯେତେବେଳେ ନିଜ ଗାର୍ଲଫ୍ରେଣ୍ଡ ସାମ୍ନାରେ ହୃଦୟର କଥା କହିବାର ସମୟ ଆସିଥାଏ ସେତେବେଳେ ଅତି ଦମ୍ଭ ଦେଖାଉଥିବା ବ୍ୟକ୍ତି ବି ସାହାସ…

ଷ୍ଟାଟସ ସିମ୍ବଲ ପାଲଟିଛି ଘଡି, ମୋବାଇଲ୍ ନୁହେଁ ଏବେ ଘଣ୍ଟାରେ ସମୟ ଦେଖୁଛନ୍ତି ଭାରତୀୟ, ୬ମାସରେ କିଣିଛନ୍ତି ୯୩୩ କୋଟି ମୂଲ୍ୟର ଘଡି

ନୂଆଦିଲ୍ଲୀ: କୁହାଯାଏ ସବୁ ଜିନିଷ ପୁଣି ଏକ ସମୟାନ୍ତରରେ ଫେରି ଆସିଥାଏ । ଏବେ ସମୟ କହୁଥିବା ଘଡିର ସମୟ ପୁଣି ଫେରିଆସିଛି । ଦେଶରେ ପୁଣି ଘଡିର କାରବାର ବଢିବାରେ ଲାଗିଛି । ବିଶେଷ କରି ସୁଇସ୍ ଘଡି ଉପରେ ଭାରତୀୟଙ୍କ…

ସଂସଦ ପରିସରରେ ରାଘବ ଚଢାଙ୍କ ମୁଣ୍ଡକୁ ଖୁମ୍ପିଦେଲା କାଉ, କୌଣସି ବିପଦର ଆଗୁଆ ସୂଚନା ନୁହେଁ ତ ?

ନୂଆଦିଲ୍ଲୀ:ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ମୁଣ୍ଡକୁ କାଉ ଖୁମ୍ପି ଦେବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି । ସଂସଦ…

ମସ୍କଙ୍କୁୁ ଝଟକା ଦେଲେ ଜୁକରବର୍ଗ, ଇନଷ୍ଟାଗ୍ରାମ ଥ୍ରେଡସ୍ ଆପ୍ ରେ ଟ୍ୱିଟର ପରି ଫିଚର ସହ ଆହୁରି ବହୁ ନୂଆ ଫିଚର ଉପଲବ୍ଧ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଥ୍ରେଡସ୍ ଆପ୍ ରେ ଟ୍ୱିଟର ପରି ଫିଚର ପ୍ରଦାନ କରାଯାଇଛି । ଏହା ୟୁଜର୍ସଙ୍କୁ ସେମାନଙ୍କ ପସନ୍ଦର କଣ୍ଟେଣ୍ଟ ଦେଖିବାରେ ସାହଯ୍ୟ କରିବ । ଏହି ଫିଚର ବ୍ୟତିତ ଥ୍ରେଡସ୍ ଆପ୍ ରେ ଭବିଷ୍ୟତରେ…

ଆପଣ ନିମ୍ନୋକ୍ତ ଭୁଲ୍ ଅଭ୍ୟାସ ଆପଣାଉଛନ୍ତି କି? ଶୀଘ୍ର ବଦଳାଇ ଦିଅନ୍ତୁ ଅନ୍ୟଥା ହୋଇପଡିବେ ନିଦ୍ରାହୀନ ଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର…

ନୂଆଦିଲ୍ଲୀ:ଶରୀରକୁ ସୁସ୍ଥ ରଖିବା ଲାଗି ପର୍ଯ୍ୟାପ୍ତ ମାତ୍ରାରେ ନିଦ୍ରା ଯିବା ନିହାତି ଆବଶ୍ୟକ । ଯେତେ ଭଲ ନିଦ ହେବ ଆପଣଙ୍କ ମୁଡ୍ ବି ସେତେ ଭଲ ରହିବ । ନିଦ ଆମ ଶରୀର ଓ ମନର ଉପଚାର ସହିତ ଡିଟକ୍ସିଫିକେସନରେ ସବୁଠାରୁ…

ୟୁଟ୍ୟୁବ ଭିଡିଓକୁ ଲାଇକ୍ କରିବା ଓ ଗୁଗୁଲ ରିଭ୍ୟୁ ଲେଖିବା ପରି କାମ ଦେଇ ଲୁଟି ନେଇଛନ୍ତି ୭୦୦ କୋଟି, ଇଂଜିନିୟର,ଡାକ୍ତର, ପ୍ରଫେସର ବି…

ନୂଆଦିଲ୍ଲୀ: ସାଇବର ଠକ ମାନେ ଏପରି ଚାଲ୍ ଚଲାଉଛନ୍ତି ସେଥିରେ ଇଂଜିନିୟର,ଡାକ୍ତର ଠାରୁ ପ୍ରଫେସର ପର୍ଯ୍ୟନ୍ତ ସମସ୍ତେ ଫଶି ଯାଉଛନ୍ତି । ପୁଣି ଏପରି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ଚାଇନିଜ୍ ଅପରେଟର ୧୫ ହଜାରରୁ…

ଡ୍ରାଗନର ଏବେ ଖରାପ ସମୟ , ବେରୋଜଗାରୀ ରେକର୍ଡ ସ୍ତର ଉପରେ ଥିବା ବେଳେ ଝାଡୁ ପୋଛା ଲାଗାଇବାକୁ ବାଧ୍ୟ ସ୍ନାତକ ଯୁବକ ଯୁବତୀ

ନୂଆଦିଲ୍ଲୀ:ପଡୋଶୀ ଦେଶ ଚୀନ୍ ରେ ବେରୋଜଗାରୀ ଏବେ ରେକର୍ଡ ସ୍ତରରେ ପହଞ୍ଚିଯାଇଛି । ପରିସ୍ଥିତି ଏପରି ହୋଇଛି ଯେ, ଚୀନ୍ ରେ ସ୍ନାତକ କରିଥିବା ଯୁବକ ଯୁବତୀ ମାନଙ୍କୁ ଏବେ କୌଣସି ଚାକିରି ମିଳୁନାହିଁ । ଫଳରେ ପେଟ…

ଆଉ ସଜେଇ ହୋଇପାରିବେନି ମହିଳା, ବନ୍ଦ କରିଦିଆଗଲା ଦେଶର ସବୁ ବିୟୁଟି ସେଲୁନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆଫଗାନିସ୍ଥାନରେ ଯେବେଠାରୁ ତାଲିବାନ କ୍ଷମତାକୁ ଆସିଛି ସେବେଠାରୁ ମହିଳାଙ୍କ ଉପରେ ନୂଆ ନୂଆ କଠୋର ଅନୁଶାସନ ଲାଗୁ କରିଆସୁଛି । ଏବେ ତାଲିବାନରେ ସମସ୍ତ ବ୍ୟୁଟି ସେଲୁନ୍ ବନ୍ଦ ହେବାକୁ ଯାଉଛି । ଫଳରେ ଆଉ…

ଲିଙ୍ଗ ଅନୁପାତ କ୍ଷେତ୍ରରେ ଆସୁନି ସୁଧାର, ପକେଟ୍ ସାଇଜ୍ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ମେସିନରେ ହେଉଛି ଲିଙ୍ଗ ନିରୂପଣ

ଚଣ୍ଡୀଗଡ:ହରିୟାଣାରେ ଲିଙ୍ଗ ଅନୁପାତ କ୍ଷେତ୍ରରେ ସୁଧାର ଆଣିବାରେ କୌଣସି ପ୍ରକାର ପ୍ରୟାସ ସଫଳ ହୋଇପାରୁ ନାହିଁ । ୨୦୨୩ର ପ୍ରଥମ ଷଡମାସରେ ରାଜ୍ୟରେ ଲିଙ୍ଗ ଅନୁପାତ ବିଗିଡି ଯାଇଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିଲା ।…

କେବେ ଭାବିଛନ୍ତି କାହିଁକି ଘରକୁ ଆସିଥାନ୍ତି ମାଛି, ଏହା ଜାଣିଯିବା ପରେ ସହଜ ହୋଇଯିବ ମାଛି ଘଉଡାଇବା

ବର୍ଷାଦିନେ ଘରେ ମାଛି ହେବା ଏକ ସାଧାରଣ ସମସ୍ୟା । ଘରୁ ମାଛିଙ୍କୁ ତଡିବା ଲାଗି କିଏ କେତେପ୍ରକାର ଉପାୟ ଆପଣାଇ ଥାଏ । କିଏ ଘରେ ବିଭିନ୍ନ ପ୍ରକାର ସ୍ପ୍ରେ କରିଥାଏ ତ ଆଉ କିଏ ମଶା ମାଛି ଘଉଡାଉଥିବା ମେସିନକୁ ଦିନରାତି…