(Video)କ’ଣ Google Translate ବ୍ୟବସ୍ଥା ଶେଷ ହୋଇଯିବ? OpenAI ର GPT 4o ନିମିଷକେ ଅନୁବାଦ କରିଦେବା ସହ ଦେଉଛି ଏହିସବୁ ସୁବିଧା

ନୂଆଦିଲ୍ଲୀ: OpenAI ଏହାର ଅପଡେଟରେ GPT 4o  ଲଞ୍ଚ କରିଛି । କମ୍ପାନୀର ସିଟିଓ ଆଜି ଏହା ଲଞ୍ଚ କରିଛନ୍ତି । ଏହା କମ୍ପାନୀର ନୂଆ ଫ୍ଲାଗସିପ୍ ମଡେଲ୍ ଯେଉଁଥିରେ o ଅର୍ଥ omni ଅଟେ । ଏହି ଏଆଇ ଟୁଲ୍ ଟେକ୍ସଟ୍, ଅଡିଓ ଓ…

ଚାରିଧାମ ଯାତ୍ରାରେ ବାହାରିଥିଲେ ଏହି ପ୍ରସ୍ତୁତି କରି ଆସନ୍ତୁ, ଭିଡ ନିୟନ୍ତ୍ରଣ ଲାଗି ପ୍ରଶାସନ ଲାଗୁ କଲା ଏହି ବ୍ୟବସ୍ଥା

ଉତ୍ତରକାଶୀ: ଚାରିଧାମ ଯାତ୍ରା ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡରେ ଏହି କାରଣରୁ ଭୀଷଣ ଭିଡ ପରିଲକ୍ଷିତ ହେଉଛି । ଏହି ଭିଡ ଏବେ ଶ୍ରଦ୍ଧାଳୁ ଓ ପ୍ରଶାସନ ଲାଗି ଚିନ୍ତାର…

ହୁସିଆର୍! ପେଟ୍ରୋଲ ପମ୍ପ ପହଞ୍ଚିବା ମାତ୍ରେ କଟିଯିବ ୧୦,୦୦୦ଟଙ୍କା ଚାଲାଣ, ତୁରନ୍ତ କରାଇ ନିଅନ୍ତୁ ଗାଡିର ଏହି ପେପର୍

ନୂଆଦିଲ୍ଲୀ: ସାରା ଦେଶରେ ଏବେ ପ୍ରଦୂଷଣ ବଡ ସମସ୍ୟା ହୋଇଯାଇଛି । ଏପରି ସ୍ଥିତିରେ ସରକାର ସିଏନଜି, ଏଲଏନଜି, ଇଲେକ୍ଟ୍ରିକ୍ ଓ ବାୟୋଫୁଏଲ୍ରେ ଚାଲୁଥିବା ଗାଡିକୁ ଅଧିକ ମାତ୍ରାରେ ପ୍ରୋତ୍ସାହିତ କରୁଛନ୍ତି । ଅନ୍ୟପକ୍ଷରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାଛ ଖୁଆଇବାକୁ ଅଫର ଦେଲେ ମମତା, କହିଲେ ମୋଦୀ ଚାହିଁଲେ ସେ ତାଙ୍କ ଲାଗି ଖାଦ୍ୟ ରାନ୍ଧିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ:ବିହାର ରାଜନୀତିରେ ମାଛ ଉପରେ ହୋଇଥିବା ମହାଭାରତ ଏବେ ପଶ୍ଚିମବଙ୍ଗରେ ଏଣ୍ଟ୍ରୀ କରିସାରିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାଛ ଖୁଆଇବାକୁ ଅଫର…

(Video)ଭାରତୀୟ ଟିମ୍‌ର ନୂଆ ଜର୍ସିକୁ ଏପରି ସ୍ୱାଗତ କଲେ ରୋହିତ ଓ ଜୟ ଶାହ, ଲଞ୍ଚ ହେଉ ହେଉ ହେଲା ଟ୍ରୋଲ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ଟିମ୍ ଜୁନ୍‌ରେ ଟି ୨୦ ବିଶ୍ୱକପ୍ ଖେଳିବାକୁ ଯାଉଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଜୁନ୍ ୯ରେ ପାକିସ୍ତାନ ବିରୁଦ୍ଧରେ ନ୍ୟୁୟର୍କରେ ମହାମୁକାବିଲା ମ୍ୟାଚ୍ ଖେଳିବ । ତେବେ…

ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳାଇ ଦେଇଥାଏ ସୁନା, ଆସନ୍ତୁ ଜାଣିବା କ’ଣ ସେହିସବୁ ରାଶି

ଓଡ଼ିଶା ଭାସ୍କର:ଭାରତୀୟ ମାନଙ୍କର ସୁନା ପ୍ରତି ଏକ ଅଲଗା ଆକର୍ଷଣ ରହିଛି । ଏହା ବ୍ୟତିତ ସୁନାକୁ ଭାଗ୍ୟଲକ୍ଷ୍ମୀ ସହ ମଧ୍ୟ ଯୋଡା ଯାଇଥାଏ । ବାସ୍ତୁଶାସ୍ତ୍ରରେ ବି ସୁନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଗ୍ରହ ଦୋଷ…

ଅବଦୁଙ୍କୁ ମିଳିଗଲା ୫ ଫୁଟ ଉଚ୍ଚତାର ଜୀବନସାଥୀ, କହିଲେ ପ୍ରଥମ ଦେଖାରେ କିପରି ହେଲା ପ୍ରେମ

ଓଡ଼ିଶା ଭାସ୍କର: ବିଶ୍ୱ ପ୍ରସିଦ୍ଧ ଗାୟକ ତଥା ବିଗ୍ ବସ୍ ଫେମ୍ ଅବଦୁ ରୋଜିକ୍ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏ ନେଇ ସେ ଖୁବ୍ ଉତ୍ସାହିତ ହୋଇ ପଡିଛନ୍ତି । ଅବଦୁଙ୍କର ନିଜ ଲେଡି ଲଭ୍ ଅମୀରାଙ୍କ ସହ ନିର୍ବନ୍ଧ…

ସିବିଏସଇ ଦ୍ୱାଦଶ ପରୀକ୍ଷା; ୯୯.୨% ମାର୍କ ରଖି ଟପ୍ପର ହୋଇଥିବା ସୁରଭି କହିଲେ କିପରି କରୁଥିଲେ ପ୍ରସ୍ତୁତି

ନୋଏଡା: ସିବିଏସଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ଘୋଷଣା କରିଦିଆଯାଇଛି । ତେବେ ଏଥିରେ ନୋଏଡାର ଆମିଟି ସ୍କୁଲର ଛାତ୍ରୀ ସୁରଭି ମିତ୍ତଲ ସର୍ବାଧିକ ୯୯.୨% ମାର୍କ ରଖିଛନ୍ତି । ଏଥିମଧ୍ୟରୁ ସେ ଇଂରାଜୀରେ ୧୦୦ ଓ ଗଣିତରେ ୯୮…

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୧୦ ଆହତ

ଭୁବନେଶ୍ୱର: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହିପରି ଏକ ଖବର କେନ୍ଦୁଝର ଜିଲ୍ଲା ତେଲକୋଇରୁ ଆସିଛି । ଏଠାରେ ଏକ ଯାତ୍ରିବାହୀ ବସ୍ ଓଲଟି ପଡିବା ଫଳରେ ଏଭଳି ଦୁର୍ଘଟଣା ଘଟିଛି ।…

(Video)ଚଳନ୍ତା ବୁଲେଟ୍‌ ପାଲଟିଲା ଅଗ୍ନିପିଣ୍ଡୁଳା; ଜଣଙ୍କର ମୃତ୍ୟୁ, ୯ ଗୁରୁତର, ଆପଣ ବି କରନ୍ତୁନି ଏପରି ଭୁଲ୍

ନୂଆଦିଲ୍ଲୀ:ଆପଣ ଏ ପର୍ଯ୍ୟନ୍ତ କାର୍ ଓ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଥିବା ଘଟଣା ଦେଖିଥିବେ । କିନ୍ତୁ ଏବେ ଏକ ରୟାଲ ଏନଫିଲ୍ଡ ବୁଲେଟ୍‌ରେ ନିଆଁ ଲାଗିଥିବା ମାମଲା ସାମ୍ନାକୁ ଆସିଛି । ରାସ୍ତାରେ ଦୌଡୁଥିବା ଏହି…