fbpx

ନାକ ବାଟେ ପଶି ମସ୍ତିଷ୍କକୁ ଖାଇଗଲା, ନଦୀରେ ଗାଧୋଇ ଆସିବା ପରେ ୧୫ ବର୍ଷ ବାଳକର ମୃତ୍ୟୁ

ଥିରୁବନନ୍ତପୁରମ୍: କେରଳର ଅଲପୁଝା ଜିଲ୍ଲାରୁ ସାମ୍ନାକୁ ଆସିଛି ମୃତ୍ୟୁର ଏକ ଭୟାବହ ମାମଲା । ଏଠାରେ ଦୂଷିତ ପାଣିରେ ରହୁଥିବା ଆମିବା ଏକ ବାଳକର ମୃତ୍ୟୁର କାରଣ ପାଲଟିଛି । ଏହି ଆମିବା ମସ୍ତିଷ୍କକୁ ସଂକ୍ରମିତ କରି…

ଧୋନୀ ଏଣ୍ଟରଟେନମେଣ୍ଟର ପ୍ରଥମ ଫିଲ୍ମ ଲେଟସ୍ ଗେଟ୍ ମ୍ୟାରେଡ୍ ର ଟ୍ରେଲର ରିଲିଜ୍ କରିବେ ଧୋନୀ, କେବେ ସିନେମା ଘରେ ରିଲିଜ୍ ହେବ ଜାଣନ୍ତୁ

ଚେନ୍ନାଇ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ଗତ ଜୁଲାଇ ୭ ତାରିଖରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନ ସେଲିବ୍ରେଟ୍ କରିବା ପରେ ଧୋନୀ ପତ୍ନୀ ସାକ୍ଷୀଙ୍କ ସହିତ ଚେନ୍ନାଇରେ…

କଂଗ୍ରେସର ଅଭିଯୋଗ; ମୁଖ୍ୟମନ୍ତ୍ରୀ ପୀଡିତଙ୍କ ବଦଳରେ ଆଉ କାହାର ପାଦ ଧୋଇବାର ନାଟକ କରିଛନ୍ତି

ଭୋପାଳ:ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଘଟିଥିବ ା ପରିସ୍ରା କାଣ୍ଡକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘଟଣାରେ ପୀଡିତ ଦଶମତ ରାୱତଙ୍କ ପାଦ ଧୋଇବା ପରେ ବିବାଦରେ…

ମଙ୍ଗଳ-ଶୁକ୍ର ସଂଯୋଗରୁ ସୃଷ୍ଟି ହୋଇଛି କେନ୍ଦ୍ର ତ୍ରିକୋଣ ରାଜଯୋଗ, କେଉଁ କେଉଁ ରାଶିର ଭାଗ୍ୟୋଦୟ ହେବ ଜାଣି ନିଅନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତି ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟରେ ଏକ ରାଶିରୁ ବାହାରି ଅନ୍ୟ ରାଶିରେ ପ୍ରବେଶ କରିଥାଆନ୍ତି । ଏହାଦ୍ୱାରା ଗ୍ରହମାନଙ୍କର ସଂଯୋଗ ସୃଷ୍ଟି ହୋଇଥାଏ ଓ ବିଭିନ୍ନ ପ୍ରକାର ଶୁଭ ଅଶୁଭ ଯୋଗ…

ଆଉ ଖସି ଯାଇପାରିବେନି ସରକାରୀ ଯୋଜନାର ଆଯୋଗ୍ୟ ହିତାଧିକାରୀ, ଏଆଇ ସହାୟତାରେ ଏମାନଙ୍କୁ ଖୋଜି ଖୋଜି ବାହାର କରିବେ ସରକାର

ନୂଆଦିଲ୍ଲୀ:ସରକାର ଗରିବ ଲୋକଙ୍କ ସହାୟତା ଲାଗି ବହୁ ଜନହିତକର ସରକାରୀ ଯୋଜନା ପରିଚାଳନା କରୁଛନ୍ତି । କିନ୍ତୁ ବହୁ ଅଯୋଗ୍ୟ ହିତାଧିକାରୀ ଭୁଲ୍ ବାଟରେ ବିଭିନ୍ନ ସରକାରୀ ଯୋଜନାର ଫାଇଦା ମଧ୍ୟ ଉଠାଉଛନ୍ତି । ଅନ୍ୟପକ୍ଷରେ…

ଏଆଇର ଚମତ୍କାରୀତା: ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରୁଛନ୍ତି ବାର୍ବିଡୋଲ୍ ରେଖା

ମୁମ୍ବାଇ: ଅଭିନେତ୍ରୀ ରେଖା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛନ୍ତି । ସେ ନିକଟରେ ଏକ ଫଟୋଶୁଟ୍ କରାଇଛନ୍ତି ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ସେ ଏକ କ୍ୟୁଟ୍ ବାର୍ବି କଣ୍ଢେଇ ପରି…

ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଛି ଚଳିତ ମୌସୁମୀ ବର୍ଷା, ବିପଦସଂକେତ ପାଖାପାଖି ବହୁଛି ଯମୁନାର ଜଳସ୍ତର, ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଉତ୍ତରଭାରତର ବିଭିନ୍ନ ରାଜ୍ୟରେ ବର୍ଷା ବ୍ୟୁତ୍ପାତ ଲାଗି ରହିଛି । ଦେଶର ଏହିସବୁ ଅଞ୍ଚଳରେ ବର୍ଷା ଜନିତ ବିଭିନ୍ନ ଦୁର୍ଘଟଣାରେ ୧୯ ଜଣ ଲୋକଙ୍କ ମୃତ୍ୟୁ ବି ହୋଇସାରିଲାଣି । ଚଳିତ ବର୍ଷା…

ପିଲାଙ୍କୁ ରୋଗରୁ ଦୂରେଇ ରଖିବାକୁ ଚାହୁଁଛନ୍ତି ତ, ତେବେ ସେମାନଙ୍କ ଟିଫିନରେ ଆଦୌ ଦିଅନ୍ତୁନି ଏପରି ଖାଦ୍ୟ

ସାଧାରଣତଃ ଛୋଟ ପିଲାମାନେ ଚିପ୍ସ, କୁରକୁରେ ,ମ୍ୟାଗି, କେକ୍ , ପାଷ୍ଟ୍ରୀ ପରି ସ୍ୱାସ୍ତ୍ୟ ଅନୁପଯୋଗୀ ଖାଦ୍ୟ ଖାଇବାକୁ ବେଶୀ ଭଲ ପାଆନ୍ତି ଏବଂ ଏହିପରି ଖାଦ୍ୟ ଖାଇବାକୁ ଜିଦି ବି କରିଥାନ୍ତି । ଆପଣ ଯଦି ପିଲାଙ୍କ…

ଶେଷ ହେବାକୁ ଯାଉଛି ଅଧିକ ପେନସନ୍ ଲାଗି ଆବେଦନ କରିବାର ସମୟସୀମା, ଘରେ ବସି ଅନଲାଇନ୍ ରେ ଆଜି ଆବେଦନ କରିଦିଅନ୍ତୁ

ନୂଆଦିଲ୍ଲୀ:କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଏହାର ଯୋଗ୍ୟ ସଦସ୍ୟଙ୍କୁ ଅଧିକ ପେନସନ ବିକଳ୍ପ ପ୍ରଦାନ କରୁଛି । ତେବେ ଏଥିପାଇଁ ଆବେଦନ କରିବାର ତାରିଖ ଆଉ ମାତ୍ର ୨ ଦିନ ବାକି ଅଛି । ପୂର୍ବରୁ ଇପିଏଫଓ ପକ୍ଷରୁ…

ଶାରଳା ମନ୍ଦିରକୁ ମୋବାଇଲ୍ ନେବା ମନା , ନିୟମ ଭାଙ୍ଗିଲେ ଗଣିବେ ମୋଟା ଅଙ୍କର ଫାଇନ୍

ଭୁବନେଶ୍ୱର: ଜଗତସିଂହପୁର ମା’ ଶାରଳାଙ୍କ ପୀଠରେ ନୂଆ ନିୟମ ଲାଗୁ ହୋଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ନୂଆ ନିୟମ ନେଇ ନିଷ୍ପତ୍ତି ନିଆଯାଇଛି । ନିଦ୍ଧିଷ୍ଟ ସମୟ ବ୍ୟତିତ ମା’ଙ୍କ ବିଗ୍ରହରୁ ଚନ୍ଦନ ଓ ଫୁଲମାଳ…