fbpx

ବିଜେପି ପ୍ରଦେଶ ସଂଗଠନରେ ବଡ ଧରଣର ପରିବର୍ତ୍ତନ, ତେଲେଙ୍ଗାନାର ପ୍ରଦେଶ ଅଧ୍ୟକ୍ଷଙ୍କୁ ହଟାଇ ଦିଆଯିବାରୁ ସମର୍ଥକ ପିଇଦେଲେ କୀଟନାଶକ

ହାଇଦ୍ରାବାଦ: ଭାରତୀୟ ଜନତା ପାର୍ଟି ଏକ ବଡ ପରିବର୍ତ୍ତନ ଆଣି ୪ ରାଜ୍ୟର ଅଧ୍ୟକ୍ଷଙ୍କୁ ବଦଳାଇ ଦେଇଛି । ଏହି କ୍ରମରେ ତେଲେଙ୍ଗାନାର ପ୍ରଦେଶ ଅଧ୍ୟକ୍ଷ ବନ୍ଦୀ ସଞ୍ଜୟଙ୍କୁ ହଟାଇ କେନ୍ଦ୍ର ମନ୍ତ୍ରୀ ଜି. କିଶନ…

ଜୁଲାଇ –ସେପ୍ଟେମ୍ବର ତ୍ରୈମାସରେ କ୍ଷୁଦ୍ର ସଞ୍ଚୟ ଯୋଜନାରେ ବଢିଲା ସୁଧ ହାର, ଜାଣି ନିଅନ୍ତୁ କେଉଁ ସଞ୍ଚୟ ଯୋଜନାରେ କେତେ ବଢିଲା ସୁଧ

ନୂଆଦିଲ୍ଲୀ: ସରକାର ଜୁଲାଇ –ସେପ୍ଟେମ୍ବର ତ୍ରୈମାସରେ କେତେକ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାର ବୃଦ୍ଧି କରିଛନ୍ତି । ଡାକଘରେ ୧ କିମ୍ବା ୨ ବର୍ଷୀୟ ଟାଇମ୍ ଡିପୋଜିଟ୍ ଓ ୫ ବର୍ଷୀୟ ରିକରିଂ ଡିପୋଜିଟ୍ ଉପରେ ସୁଧ ହାର…

ରେଳ ଯାତ୍ରୀଙ୍କ ଲାଗି ଖୁସି ଖବର: ଖୁବ୍ ଶୀଘ୍ର ବନ୍ଦେ ଭାରତ ଟ୍ରେନ୍ ରେ ଯାତ୍ରୀ ଭଡା ୧୦ ପ୍ରତିଶତ ହ୍ରାସ ପାଇବ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସେମି ହାଇ ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଯାତ୍ରୀଙ୍କ ମଧ୍ୟରେ ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି । ରେଲୱେ ବୋର୍ଡ ଏହାକୁ ଶତାବ୍ଦୀର ବିକଳ୍ପ ଭାବରେ…

ବିଗିଡି ଗଲାଣି ହାଣ୍ଡିଶାଳ ପାକ, ଟମାଟୋ କିଲୋ ୨୦୦ ଛୁଇଁବାକୁ ବସିଥିବା ବେଳେ ଅଦା ଓ କଞ୍ଚା ଲଙ୍କା ୩୫୦ ଓ ୩୦୦ଟଙ୍କା

ନୂଆଦିଲ୍ଲୀ:ଦେଶରେ ଏବେ ଟମାଟୋର ଚଢା ଦର ଖାଉଟୀଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ତା ପଛକୁ କଞ୍ଚା ଲଙ୍କା ଓ ଅଦାର ଦର ବି ଦ୍ରୁତ ଗତିରେ ବଢିବାରେ ଲାଗିଛି । ଟମାଟୋର ଖୁଚୁରା ଦର ଦେଶର ବହୁ ପ୍ରମୁଖ ସହରରେ…

ଏଣିକି ଶରୀରର ତାପମାତ୍ରା ମାପିବାକୁ ଥର୍ମୋମିଟର ଆବଶ୍ୟକ ପଡିବ ନାହିଁ; ଆପଲ ଏୟାରପଡ୍ ମାପିବ ତାପମାତ୍ରା

ନୂଆଦିଲ୍ଲୀ: ଆପଲ ପ୍ରଡକ୍ଟର ଲୋକପ୍ରିୟତା ବିଷୟରେ ସମସ୍ତଙ୍କୁ ଜଣା । ଏବେ ଆପଲ ଏୟାରପଡ୍ ରେ ନୂଆ ଫିଚର ସାମିଲ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଏୟାରପଡର ପରବର୍ତ୍ତୀ ସଂସ୍କରଣରେ ଆପଣ ଶରୀର ତାପମାତ୍ରା ଓ…

ୱାର୍କ ଫ୍ରମ୍ ହୋମ୍ ଯେତିକି ଭଲ ସେତିକି ଖରାପ, ଅନଲାଇନ୍ ଜବ୍ ଚକ୍କରରେ ଆସି ମହିଳା ହରାଇଲେ ୮ ଲକ୍ଷ

ନୂଆଦିଲ୍ଲୀ: ୱାର୍କ ଫ୍ରମ୍ ହୋମ୍ ବାଲା ଚାକିରି ଆଜିକାଲି ବହୁ ଲୋକଙ୍କୁ ଆକର୍ଷିତ କରୁଛି । ଏପରି ଏକ ଲୋଭରେ ଆସି ଜଣେ ମହିଳା ନିଜ ସଞ୍ଚୟ ରାଶିରୁ ୭.୯୧ ଲକ୍ଷ ଟଙ୍କା ହରାଇ ଦେଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ,…

ମନ୍ତ୍ରୀମଣ୍ଡଳରେ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ, ପ୍ରଫୁଲ୍ଲ ପଟେଲ ଓ ଫଡନବିସ୍ ଙ୍କୁ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକରେ ଅଧ୍ୟକ୍ଷତା କରିବେ । ତେବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଓ ଶୀର୍ଷ ବିଜେପି ନେତାଙ୍କ…

ବୈଜ୍ଞାନିକ ଅଧ୍ୟୟନରୁ ଆସିଲା ଭୟଭୀତ କରିଦେବା ଭଳି ଖବର: ଧୀରେ ଧୀରେ ଛୋଟ ହେଉଛି ମଣିଷର ମୁଣ୍ଡର ଆକାର

ନୂଆଦିଲ୍ଲୀ:ଏବେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ମୁଣ୍ଡରେ ହାତ ଦେବାକୁ ବାଧ୍ୟ କରିବ । ଏହି ଖବରଟି ହେଉଛି ମଣିଷର ମସ୍ତିଷ୍କ ଲଗାତର ସଂକୁଚିତ ହେବାରେ ଲାଗିଛି । ଅର୍ଥାତ୍ ମଣିଷର ମୁଣ୍ଡର ଆକାର ଧୀରେ…

ଦୈନିକ ଜୀବନରେ କିଛି ଜିନିଷ ମାଗଣାରେ ନେବା ଆପଣଙ୍କୁ ବେଶ୍ ଭାରି ପଡିପାରେ, ଜାଣି ନିଅନ୍ତୁ କଣ ରହିଛି ସେସବୁ ଜିନିଷ

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି । ଏହି ବାସ୍ତୁ ଶାସ୍ତ୍ର ଅନୁସାରେ ଦୈନିକ ଜୀବନରେ କିଛି ଜିନିଷ ମାଗଣାରେ ନେବା ଆପଣଙ୍କୁ ବେଶ୍ ଭାରି ପଡିପାରେ । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ଜିନିଷ…

ପାଟିରୁ ଏହିପରି ବାସ୍ନା ଆସୁଥିଲେ ଆପଣଙ୍କୁ ହୋଇଥାଇପାରେ ଡାଇବେଟିସ, ଜାଣିନିଅନ୍ତୁ କଣ ରହିଛି ଡାଇବେଟିସର ନୂଆ ଲକ୍ଷଣ

ନୂଆଦିଲ୍ଲୀ: ଡାଇବେଟିସ୍ ଏପରି ଏକ ଜୀବନଶୈଳୀ ଜନିତ ରୋଗ ଯାହା ବହୁତ ଦ୍ରୁତ ଗତିରେ ଭାରତରେ ବ୍ୟାପିବାରେ ଲାଗିଛି । ଭାରତରେ ସମସ୍ତ ଡାଇବେଟିସ୍ ମାମଲା ମଧ୍ୟରୁ ୯୦ ପ୍ରତିଶତ ଟଶଇପ୍ ୨ ଡାଇବେଟିସ୍ । ଏବେ ଏପରି ଦାବୀ…