fbpx

Wow… ବୈଜ୍ଞାନିକଙ୍କୁ ମିଳିଲା ଆଉ ଏକ ନୂଆ ‘ପୃଥିବୀ’! ସମ୍ଭବ ହେବ କି ଜୀବନଯାପନ ପ୍ରଣାଳୀ?

ଓଡ଼ିଶା ଭାସ୍କର: ବୈଜ୍ଞାନିକମାନେ ପୃଥିବୀରେ ତଥା ମହାକାଶରେ ଅନେକ ନୂଆ ନୂଆ ଜିନିଷର ଉଦ୍ଭାବନ କରିଛନ୍ତି । କିନ୍ତୁ ବର୍ତ୍ତମାନ ଏକ ବିରାଟ ସଫଳତା ହାସଲ କରିଛନ୍ତି ଦେଶର ବୈଜ୍ଞାନିକ । କୁହାଯାଉଛି ରିସର୍ଚ୍ଚ କରି…

Big Breaking; ୫୦ ଡିଗ୍ରୀ ଛୁଇଁଲା ତାପମାତ୍ରା: ମେ’ ମାସରେ ରେକର୍ଡ ସୃଷ୍ଟି କଲା ହିଟୱେଭ

ନୂଆଦିଲ୍ଲୀ: ଚଳିତବର୍ଷ ଦେଶର ତାପମାତ୍ରା ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଦେଶରେ ୫୦ ଡିଗ୍ରୀ ଅତିକ୍ରମ କରିଛି ଦେଶର ତାପମାତ୍ରା । ଦେଶରେ ଚଳିତ ମେ’ ମାସରେ ତାତି ୫୦ ଡିଗ୍ରୀ ଛୁଇଁଛି । ରାଜସ୍ଥାନର ଫଲୋଦିରେ…

(Video) ଏହି ଜିନିଷ ଥିଲେ ଦେଇ ପାରିବେନି ଭୋଟ୍: ମତଦାନ ପୂର୍ବରୁ ଜାଣି ରଖନ୍ତୁ ନିର୍ବାଚନ ଅଧିକାରୀଙ୍କ ଉଦାହରଣ

ଓଡ଼ିଶା ଭାସ୍କର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହୋଇ ସାରିଛି । ବର୍ତ୍ତମାନ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନକୁ ଅପେକ୍ଷା କରି ରହିଛନ୍ତି ଓଡ଼ିଶାବାସୀ । ତେବେ ଭୋଟର ମତଦାନ କରିବା…

IPL ଫାଇନାଲରେ ବର୍ଷା ହେଲେ… କେଉଁ ଦଳ ପିନ୍ଧିବ ବିଜୟ ମୁକୁଟ? ଜାଣନ୍ତୁ କେମିତି ମିଳିବ ନୂଆ ଚମ୍ପିଆନ୍

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଟୁର୍ଣ୍ଣାମେଣ୍ଟର ୮ଟି ଦଳ ବାଦ୍ ପଡ଼ି ସାରିଥିବା ବେଳେ ଆସନ୍ତାକାଲି ଫାଇନାଲରେ ମୁହାଁମୁହିଁ ହେବେ କୋଲକାତା ଏବଂ ହାଇଦ୍ରାବାଦ । ତେବେ ଉଭୟ…

Breaking News; ମାଡ଼ି ଆସୁଛି ବାତ୍ୟା, ସତର୍କ ରହିବାକୁ ନିର୍ଦ୍ଦେଶ: ୪ ଜିଲ୍ଲାକୁ ଜାରି ହେଲା ଚେତାବନୀ

ଭୁବନେଶ୍ୱର: ଆସନ୍ତାକାଲି ଭାରତରେ ପାଦ ରଖିବ ବାତ୍ୟା ରେମାଲ । ଏଥିପାଇଁ ପୂର୍ବରୁ ସଂକେତ ଦେଲାଣି ପାଣିପାଗ ବିଭାଗ । ରାଜ୍ୟର ୪ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ଟି…

ସାବଧାନ୍! କାଲି ଲ୍ୟାଣ୍ଡଫଲ କରିବ ଭୟଙ୍କର ବାତ୍ୟା ‘ରେମାଲ’: ଏହିସବୁ ସ୍ଥାନରେ ରହିବ ପ୍ରଭାବ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ପାଦ ଥାପିପାରେ ପ୍ରଳୟଙ୍କରୀ ବାତ୍ୟା ରେମାଲ । ପଶ୍ଚିମବଙ୍ଗ ଖାଡ଼ି ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସନ୍ଧ୍ୟା ସୁଦ୍ଧା ଭୟଙ୍କର ଝଡ଼ରେ ପରିବର୍ତ୍ତନ ହୋଇପାରେ । ଏହାପରେ ମେ’…

ବଡ଼ ଖବର; ୬ ଟଙ୍କା ଶସ୍ତା ହେଲା ପେଟ୍ରୋଲ ଦର: ନିର୍ବାଚନ ପୂର୍ବରୁ ଗାଡି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି, Video

ଓଡ଼ିଶା ଭାସ୍କର: ଆଜି ଦେଶର ବିଭିନ୍ନ ଆସନ ପାଇଁ ଚାଲିଛି ଭାଗ୍ୟ ପରୀକ୍ଷା । ରାଜଧାନୀ ଦିଲ୍ଲୀ ସମେତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ମଧ୍ୟ ମତଦାନ ଜାରି ରହିଛି । ତେବେ ନିର୍ବାଚନର ଏହି ଗୁରୁତ୍ୱପୂର୍ଣ୍ଣ ଷଷ୍ଠ ପର୍ଯ୍ୟାୟ…

Post Office ଆଣିଲା ଜବରଦସ୍ତ ସ୍କିମ୍… ମାତ୍ର ୨ ବର୍ଷରେ ମିଳିବ ୨.୩୨ ଲକ୍ଷ ଟଙ୍କା: ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଦେଶର ସମସ୍ତ ବର୍ଗକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ସ୍କିମ ଜାରି ରଖିଛନ୍ତି କେନ୍ଦ୍ର ସରକାର । ମହିଳା ଏବଂ ବୟସ୍କ ବର୍ଗର ଲୋକମାନଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନା ପ୍ରଣୟନ…

ଗାଡ଼ି ସହ ନଈକୁ ପେଲିଦେଲା Google Map: ଭରସା କରି ଠକାମୀରେ ପଡ଼ିଲେ ୟୁଜର

ଓଡ଼ିଶା ଭାସ୍କର: କିଛି ଅଜଣା ରାସ୍ତା ବା ଅଜଣା ଜାଗାକୁ ଗଲେ ଅନେକ ଲୋକଙ୍କ ଭରସା ଥାଏ ଗୁଗଲ ମ୍ୟାପ୍ । ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସବୁଠାରୁ ସହଜ ଏବଂ ଅଳ୍ପ ବାଟ ଦେଖାଇଥାଏ ସ୍ମାର୍ଟ ଫୋନର ଏହି ଫିଚର । କିନ୍ତୁ…

Message କଲେ ପ୍ରେମ ସମ୍ପର୍କରେ ସୃଷ୍ଟି ହୋଇପାରେ ଫାଟ: ଭୁଲରେ ଏହି ସମୟରେ କରନ୍ତୁନି ମେସେଜ

ଓଡ଼ିଶା ଭାସ୍କର: ସମସ୍ତେ ଏକ ଦୃଢ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କ ରଖିବାକୁ ଚାହାଁନ୍ତି । ବେଳେବେଳେ କପଲ୍ସମାନଙ୍କର କିଛି ଭୁଲ ସମ୍ପର୍କକୁ ଦୁର୍ବଳ କରିଦିଏ । ପାର୍ଟନରକୁ ବାରମ୍ବାର ମେସେଜ ପଠାଇବା ମଧ୍ୟ ଏହି ଭୁଲ ମଧ୍ୟରୁ…