ଆଡିଲେଡ୍ ଟେଷ୍ଟ ପୂର୍ବରୁ ଅଘଟଣ: କ୍ରିକେଟରଙ୍କ ବଲ୍ ବାଜି ଫାଟିଲା ମୁଣ୍ଡ, ମେଡିକାଲରେ ଭର୍ତ୍ତି
ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ୬ ତାରିଖରୁ ଖେଳାଯିବ । ଆଡିଲେଡରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ଉପରେ ରହିଛି ସମସ୍ତଙ୍କ ନଜର । କିନ୍ତୁ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍…