fbpx

SRH ବିପକ୍ଷରେ କାହଁକି ହାରିଲା CSK? ମ୍ୟାଚ ହାରିବା ପରେ ଋତୁରାଜ କହିଲେ ପରାଜୟର କାରଣ

ନୂଆଦିଲ୍ଲୀ: ଗତବର୍ଷର ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ ଚଳିତବର୍ଷ ଦମଦାର ଆରମ୍ଭ ପରେ ଲଗାତାର ଦୁଇଟି ପରାଜୟର ସମ୍ମୁଖୀନ ହୋଇଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୫ ୱିକେଟରେ ପରାସ୍ତ ହୋଇଛି ସିଏସକେ । ପ୍ରଥମରୁ…

ଖେଳିବେନି ପିଭି ସିନ୍ଧୁ… ଏହି କାରଣ ପାଇଁ Thomas Uber Cupରୁ ଦୂରେଇ ରହିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ପ୍ୟାରିସ ୨୦୨୪ ଅଲିମ୍ପିକ୍ସକୁ ଧ୍ୟାନରେ ରଖି ଥୋମାସ ଏବଂ ଉବର କପରେ ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ଅନମୋଲ ଖାରବଙ୍କୁ…

ଅସହ୍ୟ ଗରମରୁ ମିଳିବ ମୁକ୍ତି! ଅଧିକାଂଶ ସ୍ଥାନରେ କାଳବୈଶାଖୀ ନେଇ ପୂର୍ବାନୁମାନ

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ପ୍ରବଳ ଖରା ଏବଂ ଅସହ୍ୟ ତାତି ଲୋକଙ୍କୁ କଲବଲ କରୁଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ତାପମାତ୍ରା ୫୦ଡିଗ୍ରୀ ଆଡ଼କୁ ମୁହାଁଇଛି । କିନ୍ତୁ ଏହାମଧ୍ୟରେ ଲୋକଙ୍କ ପାଇଁ…

IPLରୁ ବାଦ୍ ପଡ଼ିବେ କୁଳଦୀପ! ଏହି କାରଣରୁ ଦଳରୁ ବାହାର ହୋଇପାରନ୍ତି ଷ୍ଟାର ସ୍ପିନର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଦଳରୁ ବାଦ୍ ପଡ଼ିପାରନ୍ତି ଷ୍ଟାର ସ୍ପିନର କୁଳଦୀପ ଯାଦବ । ରାଜସ୍ଥାନ ରୋୟଲ୍ସ ବିପକ୍ଷ ମ୍ୟାଚରେ ଆହତ ହୋଇଥିବାରୁ ତାଙ୍କୁ ବିଶ୍ରାମ…

GPS Blocked, ସୈନିକଙ୍କ ଛୁଟି ରଦ୍ଦ: ଇରାନ-ଇସ୍ରାଏଲ ମଧ୍ୟରେ ହେବ କି ମହାଯୁଦ୍ଧ?

ନୂଆଦିଲ୍ଲୀ: ପୃଥିବୀ ଧିରେ ଧିରେ ବିଶ୍ୱଯୁଦ୍ଧ ଆଡ଼କୁ ଆଗେଇ ଚାଲିଛି । ଦିନକୁ ଦିନ ବିଶ୍ୱର ବିଭିନ୍ନ ଦେଶ ନିଜ ନିଜ ଭିତରେ ଯୁଦ୍ଧ କରିବାରେ ଲାଗିଛନ୍ତି । ସିରିୟାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଏବଂ ଇରାନର ସେନା…

ବଡ଼ ଖବର; ଖୋର୍ଦ୍ଧାରେ ୧୦.୩୦ ପରେ ସ୍କୁଲ ଛୁଟି: ଅଙ୍ଗନୱାଡ଼ି-ସ୍କୁଲ ପାଇଁ ସମୟ ନିର୍ଘଣ୍ଟ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡ଼ି ପାଇଁ ସମୟ ସ୍ଥିର କରାଯାଇଛି । ଜିଲ୍ଲାରେ ସମସ୍ତ ସ୍କୁଲରେ ସକାଳ ସାଢେ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପାଠପଢା ହେବ ବୋଲି ଘୋଷଣା ହୋଇଛି । ଖୋର୍ଦ୍ଧାର ସମସ୍ତ…

(Video) PM Kisan Yojna ସହ ମାସକୁ ମିଳିବ ୩୦୦୦ ଟଙ୍କା ଉପହାର: କୃଷକଙ୍କ ପାଇଁ ଭେଟି ଦେଉଛନ୍ତି ସରକାର

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରାଯାଇଛି । ତେବେ ଏହି ସମୁ ଯୋଜନା ମଧ୍ୟରେ ପିଏମ କିସାନ ସମ୍ମାନ ନିଧି ଯୋଜନା ବେଶ୍…

(Video) ଦିଲ୍ ଚୁରାନେ ମେ ଆଗେୟା… ମୁମ୍ବାଇରେ ସାମିଲ ହେଲେ Mr 360: ଏଥର ଜିତିବ ହାର୍ଦ୍ଦିକ ସେନା!

ମୁମ୍ବାଇ: ଷ୍ଟାର ଖେଳାଳିଙ୍କୁ ନେଇ ସଜ୍ଜା ହୋଇଥିଲେ ବି ମୁମ୍ବାଇ ଚଳିତଥର ଆଇପିଏଲରେ ସଂଘର୍ଷ ଜାରି ରଖିଛି । ପ୍ରଥମ ୩ଟି ଯାକ ମ୍ୟାଚରେ ପରାସ୍ତ ହୋଇ ପଏଣ୍ଟ ଟେବୁଲର ଶେଷରେ ପହଞ୍ଚି ଯାଇଛି । ତେବେ ଦିଲ୍ଲୀ…

(Video) କୋରେଇ ପାଇଁ ଆକାଶ-ଝିଲିକ ଭିତରେ ହେବ ଲଢେଇ! ବିଜେଡି ତରଫରୁ ଝିଲିକଙ୍କୁ ମିଳିପାରେ ଟିକେଟ

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତି ଏବେ ଚହଳ ସୃଷ୍ଟି କରିଛି । ପ୍ରତି ଆସନରେ ଦେଖିବାକୁ ମିଳୁଛି ବିଜେଡି-ବିଜେପି ଭିତରେ ଛକାପଞ୍ଝା । କିନ୍ତୁ ସମ୍ବଲପୁର, କେନ୍ଦ୍ରାପଡ଼ା ଏବଂ ଭୁବନେଶ୍ୱର ପରେ କୋରେଇ ବିଧାନସଭା ନିର୍ବାଚନ…

‘Mumbai Indians’ ପାଇଁ ଶେଷ IPL ଖେଳୁଛନ୍ତି ରୋହିତ ଶର୍ମା! Reject କଲେ ଅଧିନାୟକ ପଦ

ଓଡ଼ିଶା ଭାସ୍କର: ଚଳିତବର୍ଷ ନିରାଶଜନକ ପ୍ରଦର୍ଶନ ଜାରି ରଖିଛି ଆଇପିଏଲର ସର୍ବଶ୍ରେଷ୍ଠ ଦଳ ମୁମ୍ବାଇ ଇଣ୍ଡିଆନ୍ସ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ଦମଦାର ପ୍ରଦର୍ଶନ କରିବା ଆଶାରେ ଅଧିନାୟକ ପରିବର୍ତ୍ତନ…