fbpx

ବଡ଼ ଖବର; ଖୋର୍ଦ୍ଧାରେ ୧୦.୩୦ ପରେ ସ୍କୁଲ ଛୁଟି: ଅଙ୍ଗନୱାଡ଼ି-ସ୍କୁଲ ପାଇଁ ସମୟ ନିର୍ଘଣ୍ଟ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡ଼ି ପାଇଁ ସମୟ ସ୍ଥିର କରାଯାଇଛି । ଜିଲ୍ଲାରେ ସମସ୍ତ ସ୍କୁଲରେ ସକାଳ ସାଢେ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପାଠପଢା ହେବ ବୋଲି ଘୋଷଣା ହୋଇଛି । ଖୋର୍ଦ୍ଧାର ସମସ୍ତ ସରକାରୀ, ଘରୋଇ ଏବଂ ଅନୁଦାନପ୍ରାପ୍ତ ସ୍କୁଲ ସାଢେ ୧୦ଟା ଯାଏଁ ସ୍କୁଲ ଖୋଲା ରହିବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ଖେର୍ଦ୍ଧା ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.