fbpx

(Video) ବାଲେଶ୍ୱରରେ ବିଜେଡି ମଙ୍ଗ ଧରିବେ ଲେଖାଶ୍ରୀ! ପ୍ରତାପ ନନାଙ୍କ ବିପକ୍ଷରେ ହେବ କଡ଼ା ଟକ୍କର…

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିକୁ ନେଇ ଏବେ ଚା ଖଟିରେ ନିର୍ଦ୍ଧୁମ ଚର୍ଚ୍ଚା ଜାରି ରହିଛି । ତେବେ ଏହି ଚର୍ଚ୍ଚାକୁ ଆହୁରି ଗରମ କରିଛି ଲେଖାଶ୍ରୀ ସାମନ୍ତସିଂହାରଙ୍କ ପାର୍ଟି ପରିବର୍ତ୍ତନ । ଭାରତୀୟ ଜନତା ପାର୍ଟିର…

Defence Minister ହେବେ କେ.ଏଲ ରାହୁଲ… ଅଧିନାୟକଙ୍କ ମଜାକ୍ ଉଡ଼ାଇଲା LSG: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ରୋମାଞ୍ଚକର ରୂପ ନେଇ ସାରିଛି ଆଇପିଏଲ-୨୦୨୪ । ଗୁଜୁରାଟ ବିପକ୍ଷରେ ୩୩ ରନର ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଉପରକୁ ଉଠିଛି କେ.ଏଲ ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ । ତେବେ ଏହି ବିଜୟ ପରେ ରାହୁଲଙ୍କୁ…

Apple Awas Yojna? ଏଣିକି କର୍ମଚାରୀଙ୍କ ପାଇଁ ଆବାସ ସୁବିଧା ଯୋଗାଇବ ଆପଲ୍ ଇକୋସିଷ୍ଟମ୍: ଚାକିରି ପରେ ଘର ଦେବ କମ୍ପାନୀ…

ନୂଆଦିଲ୍ଲୀ: ଆପଲର ଇକୋସିଷ୍ଟମ କର୍ମଚାରୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇବାକୁ ପ୍ରୟାସ ଜାରି ରଖିଛି । ଦେଢ ଲକ୍ଷ ସିଧାସଳଖ ଚାକିରି ଯୋଗାଇଦେବା ପାଇଁ ବର୍ତ୍ତମାନ ସେମାନଙ୍କୁ ଆଉ ଏକ ସୁବିଧା ଯୋଗାଇବାକୁ…

(Video) କାଲି ଥିଲା ଶତ୍ରୁତା, ଆଜି ଭାଇ ଭାଇ: ନେତାଙ୍କ ଦଳଡିଆଁରେ କାହାକୁ ଭୋଟ ଦେବେ ସାଧାରଣ ଜନତା?

ଓଡ଼ିଶା ଭାସ୍କର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏବେ ଦଳଡିଆଁ ରୋଗ ବ୍ୟାପିଛି । ଏ ଦଳର ନେତା ସେ ଦଳକୁ ଆଉ ସେ ଦଳର ନେତା ଏ ଦଳକୁ ଡେଇଁବାରେ ଲାଗିଛନ୍ତି । ତେବେ କିଛି ସମୟ ତଳେ ବିଜେପିର ରାଜ୍ୟ…

Pink Promise ପୂରା କରିବ ରାଜସ୍ଥାନ… ଛକା ଅନୁସାରେ ୭୮ ଘରେ ଲାଗିବ ସୋଲାର ପ୍ୟାନେଲ

ନୂଆଦିଲ୍ଲୀ: ଆଇପିଏଲ ୧୯ତମ ମ୍ୟାଚରେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁକୁ ୬ ୱିକେଟରେ ମାତ୍ ଦେଇଛି ରାଜସ୍ଥାନ ରୋୟଲ୍ସ । ଏହି ମ୍ୟାଚରେ ଉଭୟ ଦଳ ତରଫରୁ ମୋଟ ୧୩ଟି ଛକା ଦେଖିବାକୁ ମିଳିଛି । ତେବେ ବେଙ୍ଗଲୁରୁ ୭ଟି ଛକା…

ଆସନ୍ତାବର୍ଷ ଭାରତରେ ମିଶିବ POK: ମଙ୍ଗଳ ମହାଦଶା ଦେଇ ଗତି କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, କ’ଣ କହିଲେ ଜ୍ୟୋତିର୍ବିଦ ରୁଦ୍ର ପ୍ରତାପ?

ନୂଆଦିଲ୍ଲୀ: ବୈଦିକ ଜ୍ୟୋତିର୍ବିଦ ରୁଦ୍ର କରଣ ପ୍ରତାପ ନିଜ ଭବିଷ୍ୟବାଣୀକୁ ନେଇ ଖୁବ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କ ଅନେକ ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିବା ବେଳେ ସେ ବର୍ତ୍ତମାନ ପିଓକେ ଏବଂ ପ୍ରଧାନମନ୍ତ୍ରୀ…

ମିଳିବ ୨୦ ଲକ୍ଷ ଟଙ୍କା, ଆସିବନି କୌଣସି ସମସ୍ୟା: ନିର୍ବାଚନ ପୂର୍ବରୁ ଏହି ଏଜେନ୍ସିର ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏକ ଏଜେନ୍ସି ବଡ଼ ଘୋଷଣା କରିଛନ୍ତି । ଗୋଟିଏ କାମ ପାଇଁ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବା ପାଇଁ ଘୋଷଣା କରିଛି ଏନଆଇଏ । ଏକ ମାମଲାର ଯାଞ୍ଚରେ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ୨୦…

ବଡ଼ ଖବର; ଶଙ୍ଖ ଫୁଙ୍କିବେ ଲେଖାଶ୍ରୀ: ପଦ୍ମ ଛାଡ଼ି ବିଜେଡିରେ ଯୋଗଦେଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର । ଏହା ପରେ ଶଙ୍ଖ ଭବନରେ ପହଞ୍ଚି ସେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳ ସହ ସାମିଲ ହୋଇଛନ୍ତି ।…

‘The Best Fielder’ ହେଲେ କିଙ୍ଗ କୋହଲି: ଭାଙ୍ଗିଲେ ସୁରେଶ ରାଇନାଙ୍କ ବିଶାଳ ରେକର୍ଡ

ନୂଆଦିଲ୍ଲୀ: ରାଜସ୍ଥାନ ବିପକ୍ଷ ମ୍ୟାଚରେ ମଧ୍ୟ ପରାଜୟର ସାମନା କରିଛି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ବିରାଟ କୋହଲି ବିସ୍ଫୋରକ ଶତକ ପରେ ମଧ୍ୟ ଦଳ ବିଜୟ ହାସଲ କରିପାରିନାହିଁ । ତେବେ ବିରାଟ ଆଇପିଏଲ କ୍ୟାରିୟରର…

Big Breaking; ରାତି ପାହିଲେ ଜଳୁଛି ଓଡ଼ିଶା: ୮.୩୦ ସୁଦ୍ଧା ୩୧ ଟପିଲା ଭୁବନେଶ୍ୱର ତାପମାତ୍ରା

ଭୁବନେଶ୍ୱର: ରାତି ପାହିବା ମାତ୍ରେ ସାରା ରାଜ୍ୟ ଗ୍ରୀଷ୍ମପ୍ରବାହରେ ଛଟପଟ ହେଉଛି । ଅସହ୍ୟ ଗରମ ଏବଂ ଖରା ତାତିରେ ସିଝୁଛି ରାଜ୍ୟର ବିଭିନ୍ନ ସହର । ଆଜି ସକାଳୁ ୮.୩୦ ସୁଦ୍ଧା ରାଜ୍ୟରେ ୩ଟି ସହର ୩୧ ଡିଗ୍ରୀ ଅତିକ୍ରମ…