fbpx

Titans ପାଇଁ ନୂଆ ରଣନୀତି କରିବେ କ୍ୟାପଟେନ ଋତୁରାଜ! Playing-11କୁ ଫେରିବେ ଧୋନୀଙ୍କ ‘ବ୍ରହ୍ମାସ୍ତ୍ର’

ନୂଆଦିଲ୍ଲୀ: ଆଜି ଆଇପିଏଲର ସପ୍ତମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଗତବର୍ଷର ଦୁଇ ଫାଇନାଲ ଟିମ୍ । ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଆଜି ହେବ ମହାମୁକାବିଲା । ଏଥିପାଇଁ ଉଭୟ ଦଳ ଜୋରଦାର…

ମେଣ୍ଟ ହୋଇ ପାରିବ ନାହିଁ… ପଞ୍ଜାବ ଆସନରୁ ବି ଏକାକୀ ଲଢିବାକୁ ବିଜେପିର ଘୋଷଣା

ପଞ୍ଜାବ: ଓଡ଼ିଶା ପରେ ପଞ୍ଜାବ ମେଣ୍ଟ ଉପରେ ରୋକଲଗାଇଲା ଭାରତୀୟ ଜନତା ପାର୍ଟି । ପଞ୍ଜାବ ଆସନରୁ ମଧ୍ୟ ଏକାକୀ ଲୋକସଭା ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛି ବିଜେପି । ଅକାଳୀ ଦଳ ସହ ମେଣ୍ଟ ଚର୍ଚ୍ଚା ଉପରେ ବିଜେପି…

ବଡ଼ ଖବର; ଗୌତମ ଅଦାନୀଙ୍କ Big Deal! ଗୋପାଳପୁର ପୋର୍ଟ କିଣିଲେ ଶିଳ୍ପପତି ଅଦାନୀ

ନୂଆଦିଲ୍ଲୀ: ବନ୍ଦ ବ୍ୟବସାୟ ଉପରେ ଖୁବ ଜୁରୁତ୍ୱ ଦେଇଛି ଅଦାନୀ ଗ୍ରୁପ । ଭାରତର ବୃହତ୍ତମ ବାଣିଜ୍ୟିକ ବନ୍ଦର ଅପରେଟର କମ୍ପାନୀ ଆଦାନୀ ବନ୍ଦର ଏବଂ ସ୍ପେଶାଲ ଇକୋନୋମିକ୍ ଜୋନର ବ୍ୟବସାୟ ଦ୍ରୁତ ଗତିରେ ବଢିବାରେ ଲାଗିଛି।…

(Video) ମ୍ୟାଚ ଜିତି ପରିବାରକୁ Video Call କଲେ ବିରାଟ: ଅନୁଷ୍କା, ଭାମିକା-ଅକାୟଙ୍କ ସହ ମସ୍ତି

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ପତ୍ନୀ ଅନୁଷ୍କାଙ୍କୁ ମିସ୍ କରୁଛନ୍ତି କିଙ୍ଗ କୋହଲି । ପଞ୍ଜାବ ବିପକ୍ଷ ମ୍ୟାଚ ଜିତିବା ପରେ ପରିବାର ଲୋକଙ୍କୁ ଭିଡିଓ କଲ୍ କରି ଖୁସି ବାଣ୍ଟିଛନ୍ତି ବିରାଟ । ପଞ୍ଜାବ-ବେଙ୍ଗଲୁରୁ ମ୍ୟାଚରେ…

IPL-2024ରେ “ଦିନେଶ କାର୍ତ୍ତିକ ୨.୦”: ବିସ୍ଫୋରକ ବ୍ୟାଟିଂର ଜଲୱା ଦେଖିଲା ପଞ୍ଜାବ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଏବେ ଧିରେ ଧିରେ ରୋମାଞ୍ଚକର ହେବା ଆରମ୍ଭ କରୁଛି । ପ୍ରତ୍ୟେକ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେଉଥିବା ବେଳେ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହାଭିତରେ ଦମଦାର ବ୍ୟାଟିଂ କରି…

ଆଃ କି ମନଲୋଭା ଦୃଶ୍ୟ… ରଙ୍ଗରେ ରଙ୍ଗୀନ ପ୍ରଭୁ ଶ୍ରୀରାମ: ୫ ଶତାବ୍ଦୀ ପରେ ରାମ ମନ୍ଦିରରେ ପାଳନ ହେଉଛି ପ୍ରଥମ ହୋଲି

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲି । ଏହି ପର୍ବ ପାଇଁ ସାରା ଦେଶ ଆଜି ଉତ୍ସବମୁଖର ହୋଇଛି । ଏହାସହିତ ଉତ୍ସବମୁଖର ହୋଇଉଠିଛି ପବିତ୍ର ରାମ ମନ୍ଦିର । ୫ ଶତାବ୍ଦୀ ପରେ ଆଜି ପ୍ରଥମ ଥର ରାମ ମନ୍ଦିରରେ ପାଳନ ହେବ ହୋଲି…

ଗାଜାକୁ ଫରିବ ଶାନ୍ତି! ଇସ୍ରାଏଲ-ହମାସ ଯୁଦ୍ଧରେ ଲାଗିବ ବିରାମ…

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଗାଜାକୁ ଫେରିବ ଶାନ୍ତି । ଆଉ ଶୁଭିବନି ଗୋଳା ବାରୁଦର ଭୟଙ୍କର ଶବ୍ଦ । ଗାଜା ଅଞ୍ଚଳର ନିରୀହ ଜୀବନ ବି ଏବେ ଟିକିଏ ଶାନ୍ତିରେ ଜୀବନ ଯାପନ କରିପାରିବେ । କାରଣ ଇସ୍ରାଏଲ-ମାସ…

ବଡ଼ ଖବର; ପୃଥିବୀକୁ ଆସୁଛନ୍ତି Aliens! ନୂଆ ମିଶନରେ ଏଲିୟନଙ୍କୁ ଖୋଜି ବାହାର କରିବ ନାସା

ନୂଆଦିଲ୍ଲୀ: ଖୁବଶୀଘ୍ର ପୃଥିବୀକୁ ଆସୁଛନ୍ତି ଏଲିୟନ୍ । ଏ ନେଇ ଆମେରିକା ସ୍ପେସ ଏଜେନ୍ସି 'ନାସା' ଏକ ବଡ଼ ଦାବି କରିଛି । ପଡ଼ୋଶୀ ଗ୍ରହରେ ଥିବା ଏଲିୟନଙ୍କୁ ଖୁବଶୀଘ୍ର ପୃଥିବୀକୁ ଆଣିବା ପାଇଁ ନାସା ପ୍ରସ୍ତୁତ ହେଉଛି ।…

BCCI ଆଣିଲା ନୂଆ Scheme: ରଣଜୀ ଖେଳାଳିଙ୍କ ପାଇଁ ହେଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ରଣଜୀ ଖେଳାଳିଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ଭାରତୀୟ କ୍ରିକେଟ ବୋର୍ଡ । ଟେଷ୍ଟ ଖେଳାଳିଙ୍କ ପରେ ବିସିସିଆଇ ରଣଜୀ ଖେଳାଳିଙ୍କୁ ଉପହାର ଦେଇଛି । ଏହି ଖେଳାଳିମାନଙ୍କୁ ଇନସେଣ୍ଟିଭ ସ୍କିମ ଦେବା ପାଇଁ…

Election’24; ନିର୍ବାଚନ ରଣକ୍ଷେତ୍ରରେ ଦୁଇ ପୁରୁଣା ବନ୍ଧୁ ମୁହାଁମୁହିିଁ: ବାଲେଶ୍ୱରରେ ପ୍ରତାପ-ଖାରବେଳ ଲଢେଇ

ଭୁବନେଶ୍ୱର: ବାଲେଶ୍ୱର ଆସନରୁ ସ୍ୱାଧୀନ ଭାବରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ପୂର୍ବତନ ବିଜେପି ନେତା ଖାରବେଳ ସ୍ୱାଇଁ । ଏ ନେଇ ସେ ଗଣମାଧ୍ୟମରେ ଘୋଷଣା କରିଛନ୍ତି । ବିଜେପି ପକ୍ଷରୁ ସାଂସଦ ଭାବରେ ପ୍ରତାପ…