fbpx

‘ମୃତ ବ୍ୟକ୍ତି’ଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା! ‘ଆୟୁଷ୍ମାନ ଭାରତ ଯୋଜନା’କୁ ନେଇ ଆଶ୍ଚର୍ଯ୍ୟକର ରିପୋର୍ଟ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଭାରତର ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକଙ୍କ ତରଫରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ନେଇ ସରକାରଙ୍କର ଏହି ଯୋଜନା ବର୍ତ୍ତମାନ ଚର୍ଚ୍ଚାର…

୧୮ ତାରିଖରେ ବୁଡ଼ିବ ସାରା ଓଡ଼ିଶା! ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: କିଛି ଦିନର ବିରତୀ ପରେ ପୁଣି ଭିଜିବ ସାରା ଓଡ଼ିଶା । ପୁଣିଥରେ ପାଣି ଘେରରେ ସାରା ରାଜ୍ୟ ଉବୁଟୁବୁ ହେବାକୁ ଯାଉଛି । କାରଣ ଆସନ୍ତା ୧୮ ତାରିଖରୁ ଓଡ଼ିଶାକୁ ଆଉ ଏକ ବଡ଼ ବର୍ଷା ହେବାର ସମ୍ଭାବନା ରହିଛି । ଏ…

(Video) ଗର୍ବ କ’ଣ କରିବି, ମୁଁ ଥାଉ ଥାଉ ମୋ ପୁଅ ଚାଲିଗଲା… ସ୍ୱାଧୀନତା ଦିବସରେ ସହିଦ ଦେବାଶିଷଙ୍କୁ ଝୁରୁଛନ୍ତି ବାପା

ମୁଁ ଗର୍ବ କଣ କରିବି । ମୋ ପାଇଁ ତ ଇଏ ଦାରୁଣ ଦୁଃଖ ଦାୟକ । ମୋ ପୁଅ ତ ମୋ ପାଖରୁ ଚାଲିଗଲା । ଦେଶ ପାଇଁ ସହିଦ ହୋଇଗଲା ମୋ ଦେବାଶିଷ । ଯେଉଁ ପୁଅ ମୋର ଗର୍ବ ଥିଲା ସେହି ପୁଅ ମୋଠାରୁ ଦୁରେଇଗଲା । ମୋ ସିରି ଚାଲିଗଲା…

(Video) ଆକାଶ ନୁହେଁ, ପାଣିରେ ଉଡ଼ୁଛି ‘ତ୍ରିରଙ୍ଗା’ ପତାକା: ଭାରତୀୟ କୋଷ୍ଟ ଗାର୍ଡ କଲେ କମାଲ

ନୂଆଦିଲ୍ଲୀ: ଦେଶ ବର୍ତ୍ତମାନ ସ୍ୱାଧୀନତାର ୭୬ତମ ପୂର୍ତ୍ତି ଅବସରରେ ଉତ୍ସବ ପାଳନ କରୁଛି । ତେବେ ଏହି ୭୭ତମ ସ୍ୱାଧୀନତା ଦିବସରେ ଦେଶର ପ୍ରତ୍ୟେକ ସ୍ଥାନରେ ‘ତ୍ରିରଙ୍ଗା’ ବାନା ପର ପର ହୋଇ ଉଡ଼ାଇଛନ୍ତି ଦେଶବାସୀ ।…

Asia Cup-2023ରେ ସ୍ଥାନ ପାଇବେନି ଦୁଇ ଷ୍ଟାର ଖେଳାଳି: ଏହି ଟିମ୍ ଯିବ ଶ୍ରୀଲଙ୍କା!

ନୂଆଦିଲ୍ଲୀ: ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ଏଥିପାଇଁ ଭାରତୀୟ ଦଳରେ କେଉଁ ଖେଳାଳି ସାମିଲ ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏକ ଦଳ…

ଏବେ ନିଶା ନୁହେଁ, ସାପ ବିଷକୁ ବି ନେଇ ବେପାର: ରାକେଟ ଧରିଲା ବନ ବିଭାଗ

ବାଲେଶ୍ୱର: ବାଲେଶ୍ୱର ବାଲିଆପାଳରେ ଏକ ଅଜବ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ନାଗସାପର ବିଷକୁ ନେଇ ବ୍ୟବସାୟ ଆରମ୍ଭ କରି ଦେଇଛି ମଣିଷ ସମାଜ । ଯାହା ବର୍ତ୍ତମାନ ରେଡ ବେଳେ ପୋଳିସ ହାତରେ ଧରା ପଡ଼ିଛି । ସାପ ବିଷ…

ଦେଶରେ ସର୍ବନିମ୍ନ ସ୍ଥାନରେ ଜନ୍ମହାର: ସଂଖ୍ୟା ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଉଛନ୍ତି ଚୀନ ସରକାର

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ରରେ ଜନ୍ମହାର ସଂଖ୍ୟା ବର୍ତ୍ତମାନ ନିମ୍ନଗାମୀ ହେବାରେ ଲାଗିଛି । ଧିରେ ଧିରେ ଚୀନର ଜନ୍ମହାର ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ୨୦୨୨ ମସିହାରେ ଦେଶ ଜନ୍ମହାର ସର୍ବନିମ୍ନ ୧.୦୯କୁ…

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ପୁରୀ-ଭୁବନେଶ୍ୱରରେ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ । ପୁରୀ ଏବଂ ଭୁବନେଶ୍ୱରରେ…

ହିମାଚଳରେ ବର୍ଷା ଓ ଭୂସ୍ଖଳନ: ୬୦ ଜଣଙ୍କ ମୃତ୍ୟୁ ପରେ ବି ଉଦ୍ଧାରକାର୍ଯ୍ୟ ଜାରି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ବର୍ତ୍ତମାନ ଭୟଙ୍କର ତାଣ୍ଡବ ରଚିଛି । ସବୁଆଡ଼େ ବିତ୍ପତି ଯୋଗୁଁ ପ୍ରାୟ ୬୦ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ…

Independence Dayରେ ବିଶ୍ୱକର୍ମା ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ: ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଉପହାର

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ଭାରତ ସ୍ୱାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳନ କରାଯାଉଛି । ରାଜଧାନୀ ଦିଲ୍ଲୀର ଲାଲକିଲାଠାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଉତ୍ତୋଳନ କରିଛନ୍ତି ।…