fbpx

୨୪ ଘଣ୍ଟାରେ ବୁଡ଼ିବ ରାଜ୍ୟର ୧୨ଟି ଜିଲ୍ଲା: ପ୍ରବଳରୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ ଜନିତ ବର୍ଷା । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଆହୁରି ଘନୀଭୂତ ହେବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ପ୍ରବଳ ବର୍ଷାର ସମ୍ଭାବନା ସୃଷ୍ଟି କରିଛି…

ଦ୍ୱିତୀୟ ବିବାହ ରୋକିବାକୁ ଆରମ୍ଭ ହେଉଛି ପ୍ରୟାସ: ଆଧାର କାର୍ଡ ସହ ସଂଯୋଗ କରାଯିବ ବିବାହ ପ୍ରମାଣପତ୍ର

ଭୁବନେଶ୍ୱର: ଏଣିକି ରାଜ୍ୟରେ ଦ୍ୱିତୀୟ ବିବାହ ମାମଲା ଉପରେ ରୋକ ଲାଗି ପାରେ । ପ୍ରଥମ ବିବାହ ରଦ୍ଦ ହେବା ପୂର୍ବରୁ ଅନ୍ୟ ଏକ ବିବାହ କରିବା ଦ୍ୱାରା ଆଇନ ଅନୁସାରେ ମିଳିପାରେ ଦଣ୍ଡ । ପ୍ରଥମ ପତି ବା ପତ୍ନୀ ଥିଲେ…

IND vs WI ଦ୍ୱିତୀୟ ଟେଷ୍ଟର ଶେଷ ଦିନରେ ବାଧା ସାଜିବ ବର୍ଷା! କିଏ ନେବ ସିରିଜ?

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ କଳାବାଦଲ ଢାଙ୍କି ହୋଇ ରହିଛି । ମ୍ୟାଚରେ ଭାରତ ଦ୍ରୁତ ଗତିରେ ବିଜୟ ଦିଗରେ ଆଗେଇ ଚାଲିଥିବା ବେଳେ ଦଳକୁ କ୍ଲିନ ସ୍ୱିପ କରିବାରେ ରୋକ ଲଗାଇପାରେ…

ଚନ୍ଦ୍ରପୃଷ୍ଠରେ ତିଆରି ହେବ Shopping Mall, ତାହେଲେ ଲୋକ କେମିତି ସପିଙ୍ଗ କରିବେ? ଦେଖନ୍ତୁ AIର କ୍ରିଏଟିଭିଟି

ନୂଆଦିଲ୍ଲୀ: ଧିରେ ଧିରେ ଚନ୍ଦ୍ରପୃଷ୍ଠରେ ନିଜର ଦବଦବା ଆରମ୍ଭ କରିବାକୁ ଯାଉଛି ମଣିଷ । ନିୟମିତ ଅନ୍ତରାଳରେ ଚନ୍ଦ୍ରକୁ ଯାଇ ସେଠାରେ ପରୀକ୍ଷା ନିରୀକ୍ଷା କରିବା ସହ ଅନେକ ଉଦ୍ଭାବନ ମଧ୍ୟ କରୁଛି । ତେଣୁ ଖୁବଶୀଘ୍ର…

ଲୋକପ୍ରିୟ ଅଭିନେତାଙ୍କ ଦେହାନ୍ତ: ୮୮ ବୟସରେ ଜୟନ୍ତ ସାୱରକରଙ୍କ ମୃତ୍ୟୁ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଜୟନ୍ତ ସାୱରକର ଆଜି ନିଧନ ଘଟିଯାଇଛି । ୮୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଏହି ଲୋକପ୍ରିୟ ଅଭିନେତା । ୧୦-୧୫ ଦିନ ତଳେ ନିମ୍ନ ରକ୍ତଚାପ ଯୋଗୁଁ…

ଦିନିକିଆ ବିଶ୍ୱକପ ପାଇଁ BCCI କରୁଛି ନୂଆ ପ୍ଲାନ: କିଏ ପାଇବେ ସ୍ଥାନ? ଦେଖନ୍ତୁ ୧୫ ଜଣିଆ ଲିଷ୍ଟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ଆହୁରି ପ୍ରାୟ ୩ ମାସ ବାକି ଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ସେ ନେଇ ଆଲୋଚନା…

ତଳକୁ ଖସିଲା ସୁନାର ମୂଲ୍ୟ, ଏବେ କିଣି ନିଅନ୍ତୁ ସବୁ ଅଳଙ୍କାର: ଜାଣନ୍ତୁ କ’ଣ ରହିଛି ରେଟ୍…

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ପୁଣିଥରେ ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ଯାହା ଫଳରେ ସାଧାରଣ ଲୋକଙ୍କ ପାଇଁ ସୁନାଅଳଙ୍କାର କିଣିବା ଆହୁରି ସହଜ ହୋଇଯାଇଛି । ଏବେ ମହିଳାମାନେ ନିଜ ମନ ପସନ୍ଦର ଗହଣା…

ଖୁସି ଖବର! ଏଣିକି ଚାଷୀଙ୍କୁ ଦିଆଯିବ ୧୨,୫୦୦ ଟଙ୍କା: PM Kisan Yojna ଯୋଜନାରେ ହେଉଛି ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶର କୋଟି କୋଟି କୃଷକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆଣୁଛନ୍ତି କେନ୍ଦ୍ର ସରକାର । ପିଏମ କିସାନ ଯୋଜନାର ୧୪ତମ କିସ୍ତି ଆସିବାର ୩ ଦିନ ପୂର୍ବରୁ ଟ୍ୱିଟ କରି ଏକ ବଡ଼ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।…

(Video) ସତ ହେଉଛି ମାଳିକାବାଣୀ.. ଖୋଲୁଛି ଶ୍ରୀମନ୍ଦିରର ସବୁ ଦୁଆର: ଏଥର ଶେଷ ହେବ ପୃଥିବୀ, ଆସୁଛି ପ୍ରଳୟ

ହଜାର ହଜାର ବର୍ଷ ଧରି ପୁରୀ ଶ୍ରୀମନ୍ଦିରରେ ଚାଲି ଆସୁଥିବା ପରମ୍ପରା ଆଜି ଭାଙ୍ଗି ଯାଇଛି । ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଯାଇଛି ବଡ଼ ଦେଉଳର ପଶ୍ଚିମ ଦୁଆର । ବର୍ତ୍ତମାନ ଶ୍ରୀମନ୍ଦିରର କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି…

ମଝି ଆକାଶରେ ଜଳିଗଲା ସେନାଙ୍କ ବିମାନ: ଦୁର୍ଘଟଣାରେ ୪ ସେନା କର୍ମଚାରୀଙ୍କ ସମେତ ୯ ମୃତ

ନୂଆଦିଲ୍ଲୀ: ବଢିବାରେ ଲାଗିଛି ବିଭିନ୍ନ ଯାନବାହନର ଦୁର୍ଘଟଣା ମାମଲା । କେବେ ଟ୍ରେନ୍ ତ କେବେ ବସ୍ ପୁଣି କେବେ ମଝି ଆକାଶରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଯାତ୍ରୀ । ଏଭଳି ଏକ ବିମାନ ଦୁର୍ଘଟଣାରେ ୪ ଜଣ…