fbpx

ପ୍ରଧାନମନ୍ତ୍ରୀ ଜଣାଇଲେ ଖୁସି ଖବର: ଆସନ୍ତାବର୍ଷ କ୍ୱାଡ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଣିଛନ୍ତି ଏକ ବଡ ଖୁସି ଖବର । ଆସନ୍ତା ବର୍ଷ ୨୦୨୪ରେ କ୍ୱାଡ ବୈଠକ ଆୟୋଜନ କରିବାକୁ ଯାଉଛି ଭାରତ । ଜାପାନର ହିରୋସିମାରେ ଆୟୋଜିତ ଜି-୭ ସମ୍ମିଳନୀରେ ଭାଗ ନେଇ ଏହି ସୂଚନା…

ଖୁସି ଖବର; ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର! ୫୧ ହଜାର ଟଙ୍କା ଦେବାକୁ ଘୋଷଣା

ଗୋଟିଏ ଝିଅ ବାହାଘର କରିବା ପାଇଁ ଜଣେ ବାପାଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡେ । କେବେ ଯୌତୁକ ପାଇଁ ହେଉ ତ କେବେ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ନିଜର ଧନ ସମ୍ପତ୍ତିକୁ ବନ୍ଧା ପକାଇ ଦେଇଥାଏ ଗୋଟିଏ ଝିଅର ବାପ ।…

C-20 ଶିକ୍ଷା ଏବଂ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ସମିଟ୍ ରେ ‘ଆଶ୍ରା ଫାଉଣ୍ଡେସନ୍ ଓଡିଶା’

ଭୁବନେଶ୍ୱର: ଓଡିଶାରେ ବିଭିନ୍ନ ସୁବିଧା ସୁଯୋଗ ଏବଂ ଯୋଜନାରୁ ବଞ୍ଚିତ ପିଲାମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରୟାସ ଜାରି ରଖିଛି ସାମାଜିକ ସଂଗଠନ 'ଆଶ୍ରା ଫାଉଣ୍ଡେସନ୍ ଓଡିଶା' । ଏଥିପାଇଁ କେରଳର…

(Video) ପଡିଆ ଭିତରେ ଜାଡେଜା-ୱାର୍ଣ୍ଣର ଲାଗିଗଲେ ଲଢେଇ: ନିଜକୁ ରୋକି ପାରିଲେନି ଖେଳାଳି

ନୂଆଦିଲ୍ଲୀ: ଚଳିତ ସିଜନର ଶେଷ ଲିଗ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ ଦେଇ ପ୍ଲେ-ଅଫରେ ପାଦ ଥାପିଛି ଚେନ୍ନାଇ ସୁପର କିଙ୍ଗସ । ଦିଲ୍ଲୀ ଉପରେ ୭୭ ରନର ଏକ ବିଶାଳ ବିଜୟ ହାସଲ କରିଛି ଧୋନୀବାହିନୀ । ତେବେ ଏହି…

ମୋଦୀଙ୍କ ଜାପାନ ଗସ୍ତ ସହ ନୋଟବନ୍ଦୀର ରହିଛି କି ସମ୍ପର୍କ? ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଖଡଗେ

ନୂଆଦିଲ୍ଲୀ: ଭାରତରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ ହେବା ନିଷ୍ପତ୍ତି ପରେ ଏହାକୁ ନେଇ ଆଲୋଚନା ଜୋର ଧରିଛି । ବର୍ତ୍ତମାନ ଏହି ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ…

IPL-2023 ପ୍ଲେ-ଅଫରେ ଏଣ୍ଟ୍ରି କଲା ‘Super KIngs’: ବଢିଲା ଧୋନୀଙ୍କ ପଞ୍ଚମ ଟ୍ରଫିର ଆଶା

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପଟାଲ୍ସକୁ ମାତ୍ ଦେଇ ଚଳିତ ସିଜନର ପ୍ଲେ-ଅଫରେ ଏଣ୍ଟ୍ରି କରିଛି ଚେନ୍ନାଇ ସୁପର କିଙ୍ଗସ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏକ ବିଶାଳ ବିଜୟ ହାସଲ କରି ପ୍ଲେଅଫରେ ପହଞ୍ଚିଛି ଧୋନୀବାହିନୀ ।…

ସୋମବାର ଶପଥ ନେବେ ରାଜ୍ୟର ୩ ନୂଆ ମନ୍ତ୍ରୀ: କାହାକୁ ଭରସା କରିବେ ବିଜେଡି ସୁପ୍ରିମୋ?

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳକୁ ମିଳିବେ ଆଉ ୩ ନୂଆ ସଦସ୍ୟ । ସୋମବାର ରାଜ୍ୟରେ ୩ ଖାଲି ପଦବୀ ପାଇଁ ଶପଥ ନେଇପାରନ୍ତି ନୂଆ ମନ୍ତ୍ରୀ । ସକାଳ ୯.୩୦ ସମୟରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକମ…

ଅଦ୍ଭୁତ ଘଟଣା! ପୋଲିସ ମେସରୁ ୩୦୦KG ର ତୋପ ଚୋରି: ୧୫ ଦିନ ପର୍ଯ୍ୟନ୍ତ ଜାଣି ପାରିଲେନି ଅଫିସର

ଚଣ୍ଡୀଗଡ: ଚଣ୍ଡୀଗଡର ସେକ୍ଟର-୧ରେ ପଞ୍ଜାବ ସଶସ୍ତ୍ର ପୋଲିସ ବଳର ୮୨ ବାଟାଲିୟନ ଜିଓ ମେସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମେସ୍ ବାହାରୁ ୩ ଫୁଟ ଲମ୍ବା ୩୦୦ କେଜି ର ଏକ ତୋପ ଚୋରି ହୋଇଥିବା ଜାଣିବାକୁ ମିଳିଛି ।…

ଦିଲ୍ଲୀ ଗ୍ରାଉଣ୍ଡରେ ମାହି ଦେଲେ ଅବସରର ସଂକେତ! ଚେନ୍ନାଇର ବିସ୍ଫୋରକ ଇନିଂସ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏକ ବିସ୍ପୋରକ ଇନିଂସ ଖେଳ ଦେଖାଇଛି ଚେନ୍ନାଇ ସୁପର କିଙ୍ଗସ । ମାତ୍ର ୨୦ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୨୪ ରନର ଏକ ବିଶାଳକାୟ ଟାର୍ଗେଟ ଦେଇଛି ଧୋନୀ ବାହିନୀ । ଓପନର…

ଖୁସି ଖବର; ଗ୍ରାମବାସୀଙ୍କ ପାଇଁ ୨୦୦୦ ଟଙ୍ଗିଆ ନୋଟ ବଦଳାଇବା ପାଇଁ ଖାସ୍ ସୁବିଧା: ଯିବାକୁ ପଡିବନି ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶରେ ୨୦୦୦ ଟଙ୍କିଆ ନୋଟ ବନ୍ଦ ହେବା ଘୋଷଣା ପରେ ଲୋକଙ୍କ ମୁଣ୍ଡରେ ଚିନ୍ତା ଘାରିଛି । ଏହାକୁ ନେଇ ଅନେକ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି ଏହି ନୋଟକୁ…