fbpx

ବଡ ଖବର; SC/ST ଆକ୍ଟରେ ଅଭଦ୍ର ଭାଷା କହିବା ମୋକଦ୍ଦମା ପାଇଁ ଯଥେଷ୍ଟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଏବଂ ଜନଜାତି ଅତ୍ୟାଚାର ନିବାରଣ ଅଧିନିୟମ, ୧୯୮୯ ରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । କୌଣସି ବ୍ୟକ୍ତିଙ୍କ ବିରୋଧରେ ମାମଲା ଅଭିଯୋଗ କରିବା ପୂର୍ବରୁ ଚାର୍ଜସିଟରେ ଅନ୍ତତଃ ପକ୍ଷେ ସେହି…

ଆପଣଙ୍କ ଆଧାର କାର୍ଡରେ କେତେ ଲୋକ ରଖିଛନ୍ତି SIM? ଏମିତି କରନ୍ତୁ ଚେକ୍…

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ କାମ ପାଇଁ ଆଧାର କାର୍ଡ ପ୍ରଥମ ପରିଚୟ ପତ୍ର ଭାବରେ ବ୍ୟବହାର କରାଯାଉଛି । ଏହାସହିତ ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ରାସନ କାର୍ଡ କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସ ପର୍ଯ୍ୟନ୍ତ ସମସ୍ତ…

ମାଟ୍ରିକ ଖୁସି ଗୋଟିଏ ଦିନରେ ମିଳେଇଗଲା: କାଲି ୮୬%ରେ ପାସ୍, ଆଜି ଚାଲିଗଲା ଜୀବନ

ଭଦ୍ରକ: ଭଦ୍ରକ ଚରମ୍ପା ପଞ୍ଚାୟତରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଶ୍ରୀରାମପୁର ଗାଁରେ ଜଣେ ମାଟ୍ରିକ ଛାତ୍ର ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି । ଗତକାଲି ମାଟ୍ରିକରେ ୮୬% ମାର୍କ ରଖି ପାସ କରିଥିବା ଜଣେ ଛାତ୍ର ଆଜି…

ଯଦି ମହିଳା ଖାଇ ଦିଅନ୍ତି Viagra ମେଡିସିନ… କ’ଣ ହେବ ପରିସ୍ଥିତି?

ନୂଆଦିଲ୍ଲୀ: ପୁରୁଷଙ୍କ ଇରେକ୍ଟାଇଲ ଡିସଫଙ୍କସନ ପାଇଁ ଏକ ସ୍ୱୀକୃତୀପ୍ରାପ୍ତ ଔଷଧ ହେଉଛି ଭାଇଗ୍ରା । ପୁରୁଷଙ୍କ କ୍ଷେତ୍ରରେ ଏହା ଶାରୀରିକ ସମ୍ବନ୍ଧକୁ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ । ଏହା ଏକ ଏନଜାଇମର…

୧୦ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାନଦୀ ଟିମ୍: ଦ୍ୱିତୀୟ ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ

ଭୁବନେଶ୍ୱର: ଥମୁନି ମହାନଦୀ ଜଳ ବିବାଦ ମାମଲା । ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ୫୦ ଜଣିଆ ଟିମ୍ ଓଡିଶା ଗସ୍ତରେ ଆସୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଦିନ ଓଡିଶାରେ ରହି ମହାନଦୀର ସ୍ଥିତିକୁ ଅନୁଧ୍ୟାନ କରିବେ…

ବଦଳିଯିବ ମାଟ୍ରିକ ପରୀକ୍ଷାର ଢାଞ୍ଚା! ଲାଗୁ ହୋଇପାରେ ପୁରୁଣା ଫର୍ମାଟ

ଭୁବନେଶ୍ୱର: ପୁଣିଥରେ ବଦଳି ଯାଇପାରେ ମାଟ୍ରିକ ପିଲାଙ୍କ ପରୀକ୍ଷାର ଢାଞ୍ଚା । ଦଶମ ଶ୍ରେଣୀ ପରୀକ୍ଷା ପୁଣିଥରେ ପୁରୁଣା ଢାଞ୍ଚାରେ ହୋଇପାରେ ହୋଇପାରେ ବୋଲି କୁହାଯାଇଛି । ଏଣିକି ପିଲାଙ୍କ ମୁଣ୍ଡରୁ ହଟିବ ସମ୍ମେଟିଭ…

ASO ମେରିଟ ତାଲିକା ଖାରଜ: ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ହାଇକୋର୍ଟରେ ପହଞ୍ଚିଛି ଏଏସଓ ପରୀକ୍ଷାର ଅନିୟମିତତା ମାମଲା । ଏହି ମାମଲାରରେ ଶୁଣାଣି କରି ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଓପିଏସସିର ମେରିଟ ଲିଷ୍ଟକୁ ଖାରଜ କରିଛନ୍ତି ମାନ୍ୟବର ହାଇକୋର୍ଟ ।…

IPL Record Alert; ‘ବିରାଟ’ ରେକର୍ଡ ଭାଙ୍ଗିଲେ କିଙ୍ଗ କୋହଲି: ଐତିହାସିକ ଶତକ ସହିତ ପଛରେ ପଡିଲେ ବଡ ଖେଳାଳି

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିସ୍ପୋରକ ଶତକ ହାସଲ କରିଛନ୍ତି ଷ୍ଟାର ଖେଳାଳି ବିରାଟ କୋହଲି । ଏହାସହିତ ଆଇପିଏଲ କ୍ୟାରିୟରରେ ନିଜର ଷଷ୍ଠ ଶତକ ହାସଲ କରିଛନ୍ତି ବିରାଟ । ଏହି ମ୍ୟାଚରେ କୋହଲିଙ୍କ…

ସୁପ୍ରିମକୋର୍ଟକୁ ଆଜି ମିଳିବେ ୨ ନୂଆ ବିଚାରପତି: କେ.ଭି ବିଶ୍ୱନାଥନ-ଜଷ୍ଟିସ ପ୍ରଶାନ୍ତ ମିଶ୍ରା ନେବେ ଶପଥ

ନୂଆଦିଲ୍ଲୀ: ଆଜି ମାନ୍ୟବର ସୁପ୍ରିମକୋର୍ଟଙ୍କୁ ମିଳିବେ ଦୁଇ ନୂଆ ବିଚାରପତି । ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟଧୀଶ ନ୍ୟାୟମୂର୍ତ୍ତି ପ୍ରଶାନ୍ତ କୁମାର ମିଶ୍ରା ଏବଂ ବରିଷ୍ଠ ଆଇନଜୀବୀ ଭେଙ୍କଟରମଣ…

ଅଦ୍ଭୁତ ସଂଯୋଗ! କାଲି ଗିରଫ ହେଲା, ଆଜି ପ୍ରାଣ ହରାଇଲା ବାଣ ମାଲିକ ଭାନୁ

କଟକ: ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ମାମଲାରେ ଆସିଛି ଆଉ ଏକ ନୂଆ ଟ୍ୱିଷ୍ଟ । ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ବାଣ ମାଲିକ ଭାନୁ ବାଗର ମୃତ୍ୟୁ ହୋଇଥିବା ଜଣାଯାଇଛି । କଟକର ଏକ ଘରୋଇ ହସ୍ପିଟାଳରେ ଚିକିତ୍ସିତ…