fbpx

ସୁଦାନ ଗୃହଯୁଦ୍ଧରେ ୪୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା: ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ସୁଦାନରେ ଚାଲିଥିବା ଗୃହଯୁଦ୍ଧ ବର୍ତ୍ତମାନ ମୃତ୍ୟୁର ତାଣ୍ଡବ ରଚିଛି । ହିଂସାକାଣ୍ଡରେ ବଳି ପଡୁଛନ୍ତି ସାଧାରଣ ଜନତା । ବର୍ତ୍ତମାନ ସୁଦ୍ଧା ଏହି ଗୃହଯୁଦ୍ଧରେ ମୃତ୍ୟୁସଂଖ୍ୟା ୪୧୩ରେ ପହଞ୍ଚି ସାରିଛି । ଏ…

କ୍ୟାପଟେନ ମାହିଙ୍କ ଆଗରେ ସବୁ ଫେଲ: IPLରେ ଏହି ବିରଳ ରେକର୍ଡର ଅଧିକାରୀ M.S Dhoni

ନୂଆଦିଲ୍ଲୀ: ଆଇପିଏଲ ଇତିହାସରେ ସବୁଠୁ ସପଳ ଦଳ ଭିତରେ ରହିଛି ଚେନ୍ନାଇ ସୁପର କିଙ୍ଗସ । କ୍ୟାପଟେନ କୁଲ ଏମ.ଏସ ଧୋନୀଙ୍କ ନେତୃତ୍ୱରେ ଅନେକ ବିଶ୍ୱ ରେକର୍ଡ ସ୍ଥାପନା ହୋଇଛି । ଏମିତି ଅନେକ ରେକର୍ଡ ମଧ୍ୟ ରହିଛି,…

BACARDI ରମ୍ ରେ କାହିଁକି ରହିଥାଏ ବାଦୁଡି ଚିତ୍ର? ଜାଣି ରଖନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଆଜିକାଲି ମାର୍କେଟରେ ରମ୍ ର ଅନେକ ପ୍ରକାରର ବ୍ରାଣ୍ଡ ବିକ୍ରି ହେଉଛି । କିନ୍ତୁ ବାକାର୍ଡି ରମ୍ କୁ ନେଇ ଲୋକଙ୍କ ଭିତରେ ଖୁବ ଚର୍ଚ୍ଚା ହୋଇଥାଏ ଏବଂ ଏହାକୁ ଅଧିକାଂଶ ଲୋକ ପସନ୍ଦ ମଧ୍ୟ କରୁଥିବା ଦେଖାଯାଉଛି…

ଭୁବନେଶ୍ୱରରେ ଆରମ୍ଭ ହେଲା ଜି-୨୦ ସମ୍ମିଳନୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ କଲେ ଉଦଘାଟନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଆଇଏମଏମଟି ପରିସରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ ହୋଇଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି । ଜି-୨୦ 'ଶିକ୍ଷା ୱାର୍କିଂ ଗ୍ରୁପ'ର…

ବଡ ଖବର, ଓଭରଟାଇମ୍ ପାଇଁ ପେମେଣ୍ଟ ମିଳିବ ନା ନାହିଁ? ସରକାରୀ କର୍ମଚାରୀଙ୍କ ପାଇଁ ଘୋଷଣା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନଙ୍କ ଓଭରଟାଇମ କାମ କରିବା ଏବଂ ଏଥିପାଇଁ ପେମେଣ୍ଟ ବ୍ୟବସ୍ତାକୁ ନେଇ ଏକ ନୂଆ ଶୁଣାଣି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ତେବେ ଏହି ଶୁଣାଣି ସରକାରୀ କର୍ମଚାରୀମାନଙ୍କୁ ଏକ ଝଟକା…

ମାର୍କେଟକୁ ୧୦୦ ଟଙ୍କିଆ କଏନ୍ ଆଣିବେ ପଧାନମନ୍ତ୍ରୀ: ୧୦୦ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ହେବ ଉନ୍ମୋଚନ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ଭାରତୀୟ ମୁଦ୍ରାର ରୂପ ପରିବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମେ ୫୦୦ ଟଙ୍କାରୁ ଆରମ୍ଭ କରି ୧୦ ଟଙ୍କିଆ ନୋଟକୁ ନୂଆ ରୂପରେ ଆଣିବା ପରେ ଏବେ କଏନ୍ ରେ ମଧ୍ୟ ପରିବର୍ତ୍ତନ…

ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି: ମାତ୍ର ୨୫ ଟଙ୍କାରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସଂଘ ଲୋକସେବା ଆୟେଗ ତରଫରୁ ସୁପରଭାଇଜର ସମେତ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦ ପାଇଁ ୟୁପିଏସସିର ଅଫିସିଆଲ ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ ଇଚ୍ଛୁକ…

ଅର୍ଶଦୀପଙ୍କ ଶେଷ ୨ ଓଭରରେ ପଲଟିଲା ମ୍ୟାଚ: ମିଡିଲ ଷ୍ଟମ୍ପ ସହିତ ଭାଙ୍ଗିଗଲା ମୁମ୍ବାଇ ସ୍ୱପ୍ନ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟ ହୋଇଥିବା ରୋମାଞ୍ଚକର ମୁକାବିଲାରେ ଦେଖିବାକୁ ମିଳିଛି ଆଇପିଏଲ-୨୦୨୩ର ଜବରଦସ୍ତ ଟ୍ୱିଷ୍ଟ । ସୁନିଶ୍ଚିତ ବିଜୟ ସ୍ୱପ୍ନକୁ ଦୁଇ ଓଭରରେ ଶେଷ କରି ଦେଇଛନ୍ତି…

ଖୁସି ଖବର.. ତେଲର ଦାମ୍ ରେ ରେକର୍ଡ ହ୍ରାସ: ଜାଣନ୍ତୁ କେତେ କମିଲା ମୂଲ୍ୟ

ନୂଆଦିଲ୍ଲୀ: ସାରା ଦେଶରେ ମହଙ୍ଗା ମାଡକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡିଛନ୍ତି । ବିଶେଷ କରି ତେଲ ସବୁଠୁ ଜରୁରୀ ଜିନିଷ ହୋଇଥିବା ବେଳେ ଏହାର ଦାମ୍ ବେଶୀ କନ୍ଦାଉଛି । କିନ୍ତୁ ଏହି ସମୟରେ ଆସିଛି ଏକ ବଡ ଖୁସି ଖବର…

ପବିତ୍ର ଅକ୍ଷୟ ତୃତୀୟା: ଆଜି ଦେଶରେ ୧୮ ଟନ୍ ସୁନା ବିକ୍ରି ହେବାର ଆଶା

ଭୁବନେଶ୍ୱର: ଆଜି ସାରା ଦେଶ ପାଳନ କରୁଛି ପବିତ୍ର ଅକ୍ଷୟ ତୃତୀୟା । ଏହି ପର୍ବ ପାଳନ କରିବା ପାଇଁ ପାଗ ମଧ୍ୟ ଖୁବ ଭଲ ହୋଇଛି । ବୃଦ୍ଧି ପାଉଥିବା ତାପମାତ୍ରାକୁ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏବେ ତାତିରେ ହ୍ରାସ…