fbpx

ଚେନ୍ନାଇର ବିସ୍ଫୋରକ ବ୍ୟାଟିଂ: ବାଙ୍ଗାଲୋରକୁ ୨୨୭ ରନର ବିଶାଳ ଲକ୍ଷ୍ୟ

ବାଙ୍ଗାଲୋର: ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋରକୁ ଏକ ବିଶାଳ ଲକ୍ଷ୍ୟ ଦେଇଛି ଚେନ୍ନାଇ ସୁପର କିଙ୍ଗସ । ଡେଭନ୍ କନୱେ ଏବଂ ଶିବମ ଦୁବେଙ୍କ ଧୂଆଁଦାର ଅର୍ଦ୍ଧଶତକ ସହିତ ରାହାଣେଙ୍କ ଦମଦାର ବ୍ୟାଟିଂରେ ସିଏସକେ ୨୦୦ ରନ ପାର…

ଓଡିଶାରେ ଆହୁରି ୪ ଦିନ ବର୍ଷିବ ନିଆଁ: ମଙ୍ଗଳବାର ୧୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ପ୍ରଚଣ୍ଡ ଖରା ଅସମ୍ଭାଳ ତାତିରେ ସିଝୁଛି ସାରା ଓଡିଶାର ବିଭିନ୍ନ ଜିଲ୍ଲା । ବର୍ତ୍ତମାନ ସୁଦ୍ଧା ବାରିପଦା ପ୍ରତିଦିନ ତାତିରେ ନୂଆ ରେକର୍ଡ ସୃଷ୍ଟି କରୁଛି । ଲଗାତାର ୫ ଦିନରୁ ୪୪ ଡିଗ୍ରୀ ଉପରେ ରହିଛି…

କେବେ IPLରୁ ଧୋନୀ ନେବେ ଅବସର? ସନ୍ନ୍ୟାସ ନେଇ ବଡ ବୟାନ ଦେଲେ କ୍ୟାପଟେନ କୁଲ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀଙ୍କ କ୍ୟାରିୟରର ଶେଷ ସିଜନ ବୋଲି ଚର୍ଚ୍ଚା ହେଉଛି । ଚଳିତବର୍ଷ ସେ ଆଇପିଏଲରୁ ଅବସର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ଏ ନେଇ ଅନେକ…

ଖୁସି ଖବର, ଚାଷୀଙ୍କୁ ମିଳିବ ୯୦% ସବସିଡି: ସରକାର ଆରମ୍ଭ କଲେ ନୂଆ ଯୋଜନା

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ କୃଷକଙ୍କ ପାଇଁ ଏକ ନୂଆ ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ପାଇଁ ଏବଂ କୃଷକଙ୍କୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସରକାର ଏକ ନୂଆ ସ୍କିମ ଆଣିଛନ୍ତି…

କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ ହେଲା କାର୍ଯ୍ୟକ୍ଷମ: ଜି-୨୦ରେ ସୁରକ୍ଷା ଦାୟିତ୍ୱ

ଭୁବନେଶ୍ୱର: ଆଜି ଓଡିଶା ପୋଲିସ ଡିପାର୍ଟମେଣ୍ଟ ପାଇଁ ଏକ ଐତିହାସିକ ଦିନ । ରାଜ୍ୟ ସରକାରଙ୍କ ଅନୁମତି ପରେ ଆଜି କାର୍ଯ୍ୟକ୍ଷମ ହୋଇଛି କମିସନରେଟ ପୋଲିସର ସିକ୍ୟୁରିଟି ଡିଭିଜନ୍ । ପୂର୍ବରୁ କମିଶନରେଟ ଅଧୀନରେ ଏକ…

RCB ବିପକ୍ଷରେ ଓଡିଆ ପୁଅ ଶୁଭ୍ରାଂଶୁଙ୍କୁ ମିଳିପାରେ ସୁଯୋଗ: ବାଦ୍ ପଡିବେ ଷ୍ଟାର ଖେଳାଳି

ବାଙ୍ଗାଲୋର: ଆଜି ସନ୍ଧ୍ୟାରେ ଆଇପିଏଲର ଏକ ହାଇ ଭୋଲ୍ଟେଜ ମ୍ୟାଚ ଦେଖିବାକୁ ମିଳିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଲିଗର ସର୍ବଶ୍ରେଷ୍ଠ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଟିମ…

SAME SEX MARRIAGEକୁ କେନ୍ଦ୍ରର ବିରୋଧ: କାଲି ସୁପ୍ରିମକୋର୍ଟ ଦେବେ ଗୁରୁତ୍ୱପୂର୍ଣ୍ଣ ରାୟ!

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନେଇ ସାରା ଦେଶରେ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଛି । ଏ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଆସନ୍ତାକାଲି(ମଙ୍ଗଳବାର) ଏହାର ଶୁଣାଣି କରିବେ ମାନ୍ୟବର କୋର୍ଟ । ଏହା…

ମହର୍ଷି କଲେଜରେ ଗଣ୍ଡଗୋଳ: ଛାତ୍ରଙ୍କୁ ରଡରେ ପିଟିଲେ ଲୋକାଲ ପିଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମହର୍ଷି କଲେଜରେ ଲୋକାଲ ପିଲାଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି । କଲେଜରେ ପଶି ଜଣେ ଛାତ୍ରଙ୍କୁ ନିର୍ଧୁମ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ସଂଘବଦ୍ଧ ଭାବରେ କିଛି ପିଲା…

ବଡ ଖବର! ପ୍ରପର୍ଟି ଏବଂ ସୁନା ବି ଆଧାର କାର୍ଡ ସହ ହେବ ଲିଙ୍କ? ହାଇକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ପ୍ରତ୍ୟେକ ନାଗରିକଙ୍କର ନାମରେ ଥିବା ସମ୍ପତ୍ତି ଉପରେ ବର୍ତ୍ତମାନ ରହିବ ନଜର । ସମ୍ପତ୍ତିଗୁଡିକର ଦଲିଲକୁ ଆଧାର କାର୍ଡ ସହ ଲିଙ୍କ କରିବା ପାଇଁ ଆସିପାରେ ନୂଆ ନିୟମ । ଏ ନେଇ ଅର୍ଥ ମନ୍ତ୍ରାଳୟ ଏବଂ ଗୃହ ଓ…

ମଝି ଆକାଶରେ ଫାଟିଗଲା ବିମାନର ସାମନା କାଚ: କୋଲକାତା ଏୟାରପୋର୍ଟରେ କଲା ଲାଣ୍ଡିଂ

କୋଲକାତା: ଅନେକ ଥର ବିମାନ ଉଡିବା ବେଳେ ହେଉଥିବା ଦୁର୍ଘଟଣା ବିଷୟରେ ଆପଣ ଶୁଣିଥିବେ । କିନ୍ତୁ ଆଜି ଏକ ଆଶ୍ଚର୍ଯ୍ୟକର ଘଟଣା ଦେକିବାକୁ ମିଳିଛି । ମଝି ଆକାଶରେ ବିମାନର କାଚ ଫାଟିଯିବାରୁ ସମସ୍ତଙ୍କ ପ୍ରତି ଏକ ଭୟଙ୍କର…