fbpx

(Video) ବ୍ୟାଟିଂରେ ଦମଦାର, ବୋଲିଂରେ ଖତରନାକ… ଏକା ସାଙ୍ଗରେ ୫ଟି ୱିକେଟ: ମିଳିଲା ନୂଆ ପରିଚୟ

ନୂଆଦିଲ୍ଲୀ: ବିଶ୍ୱର ଟପ୍ ରାଙ୍କିଙ୍ଗରେ ଥିବା ବ୍ୟାଟର ଆଜି ଏକ ନୂଆ ରୂପ ଦେଖାଇଛନ୍ତି । ନିଜ ଦମଦାର ବ୍ୟାଟିଂ ପାଇଁ ପରିଚିତ ଏହି ଷ୍ଟାର ବ୍ୟାଟର ଆଜି ଦେଖାଇଛନ୍ତି ନିଜ ବୋଲିଂର ଜଲୱା । ଗୋଟିଏ ମ୍ୟାଚରେ ଏକାସାଙ୍ଗରେ…

(Video) ଶ୍ରୀରାମ ବି ଶବରୀ ଅଇଁଠା ଖାଇଥିଲେ… ନିଜ ବୟାନରେ ଫସିଗଲେ ସୋନୁ ସୁଦ: ଟ୍ରୋଲ କରୁଛନ୍ତି ୟୁଜର

ନୂଆଦିଲ୍ଲୀ: କରୋନାର ଭୟାବହ କାଳରେ ସମସ୍ତଙ୍କ ପାଇଁ ମସିହା ପାଲଟି ଯାଇଥିଲେ ବଲିଉଡ ଅଭିନେତା ସୋନୁ ସୁଦ । କିନ୍ତୁ ବର୍ତ୍ତମାନ ଅନେକ ଲୋକ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗିଛନ୍ତି । ‘ଗ୍ରାହକଙ୍କ…

‘ବିରାଟ’ ରେକର୍ଡ ଭାଙ୍ଗିବେ କିଙ୍ଗ କୋହଲି! ଶ୍ରୀଲଙ୍କା ଗସ୍ତରେ ଏହି କାରନାମା ରଚିବେ ଇତିହାସ

ନୂଆଦିଲ୍ଲୀ: ଜୁଲାଇ ୨୭ ତାରିଖରୁ ଟିମ ଇଣ୍ଡିଆର ଶୀଲଙ୍କା ଗସ୍ତ ଆରମ୍ଭ ହେଉଛି । ପ୍ରଥମେ ଟି-୨୦ ଏବଂ ପରେ ଅଗଷ୍ଟ ୨ ତାରିଖରୁ ଦିନିକିଆ ସିରିଜ ଖେଳିବ ଟିମ ଇଣ୍ଡିଆ । ତେବେ ଦିନିକିଆ ସିରିଜରେ ଅଧିନାୟକ ରୋହିତ ଶର୍ମା…

WIPRO ରେ ୧୦-୧୨ ହଜାର ଚାକିରି: ମିଳିବ ଦମଦାର ନିଯୁକ୍ତି ସୁଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଭଲ ଚାକିରିଟିଏ ପାଇବା ପାଇଁ ନାନା ସମସ୍ୟାରର ସମ୍ମୁଖୀନ ହେଉଛନ୍ତି ଯୁବପିଢୀ । ତେବେ ଏହାର ଏକ ସମାଧାନ ସ୍ୱରୂପ ବଡ଼ ଯୋଜନା ପ୍ରସ୍ତୁତ କରୁଛି ଲୋକପ୍ରିୟ ଆଇଟି କମ୍ପାନୀ ୱିପ୍ରୋ(WIPRO) । ଆସନ୍ତାବର୍ଷ…

୨୦୦ ଟଙ୍କା ଶସ୍ତା ହେଲା JIO Recharge! ୟୁଜରଙ୍କ ପାଇଁ ଦମଦାର ପ୍ଲାନ ଲଞ୍ଚ୍ କଲା କମ୍ପାନୀ

ନୂଆଦିଲ୍ଲୀ: JIO ନେଟୱର୍କରେ ରିଚାର୍ଜ ପ୍ଲାନ ବୃଦ୍ଧି ହେବା ପରେ ସମସ୍ତ ୟୁଜରଙ୍କୁ ଏବେ ଝଟକା ଲାଗିଛି । ମୋବାଇଲ ରିଚାର୍ଜ ପ୍ଲାନରେ ବୃଦ୍ଧି ଯୋଗୁଁ ଅନେକ ୟୁଜରଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଏଭଳି ଝଟକା…

ପାକିସ୍ତାନକୁ ଚକମା ଦେଲା ଟିମ ଇଣ୍ଡିଆ: ଏସିଆ କପରେ ଦମ୍ ଦେଖାଇଲା ହରମନ ସେନା

ନୂଆଦିଲ୍ଲୀ: ମହିଳା ଏସିଆ କପ୍-୨୦୨୪ରେ ଦମଦାର ଆରମ୍ଭ କରିଛି ଟିମ ଇଣ୍ଡିଆ । ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ହାସଲ କରିଛି ହରମନ ସେନା । ଚିର ପ୍ରତିଦ୍ୱନ୍ଦୀ…

Microsoft ସଂକଟରେ ସାରା ଦୁନିଆ: ଶହ ଶହ ବିମାନ ରଦ୍ଦ କଲା ‘Indigo’… ଜାଣନ୍ତୁ ରିପୋର୍ଟ

ନୂଆଦିଲ୍ଲୀ: ‘Microsoft’ର ସଂକଟରେ ଏବେ ସାରା ଦୁନିଆ ପ୍ରଭାବିତ ହେଉଥିବା ଦେଖାଦେଇଛି । ଏହାର ପ୍ରଭାବରେ ଭାରତୀୟ ଏୟାରଲାଇନ୍ସ ‘Indigo’ ଦେଶରେ ନିଜର ପ୍ରାୟ ୨୦୦ ବିମାନ ରଦ୍ଦ କରିଛି । ଗ୍ଲୋବାଲ ସିଷ୍ଟମ ଏହାର…

Big News; ମାଗଣା Eye Test କରାଇବେ ଗାଡ଼ିଚାଳକ: NH କଡ଼ରେ ଚକ୍ଷୁ ପରୀକ୍ଷା ପାଇଁ ବ୍ୟବସ୍ଥା

କଟକ: ସିଲଭର ସିଟି କଟକରେ ଗାଡ଼ିଚାଳକମାନଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ଏଣିକି ମାଗଣାରେ ଆଖି ପରୀକ୍ଷା କରାଇପାରିବେ ଗାଡ଼ିଚାଳକ । କଟକରେ ଗାଡ଼ିଚାଳକମାନଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯିବ । ସାରା…

NASA ଦେଲା ବଡ଼ ଅପଡେଟ୍… ମଙ୍ଗଳ ଚଟାଣ ଭିତରୁ ବାହାରିଲା ଅଜବ ପଦାର୍ଥ: ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଘୁରି ବୁଲୁଛି ନାସାର କ୍ୟୁରିଓସିଟି ରୋଭର । ଘୁରି ବୁଲିବା ଭିତରେ ମଙ୍ଗଳ ଗ୍ରହର ଚଟାଣ ଭିତରୁ ଏକ ଅଜବ ପଦାର୍ଥ ବାହାର କରିଥିବା ନାସା ତରଫରୁ ସୂଚନା ଦିଆଯାଇଛି । ଏହାକୁ ଦେଖି ନାସା…

ସାବଧାନ୍! କାହିଁକି ବଢୁଛି କରୋନା? ୮୪ ଦେଶରେ ବୃଦ୍ଧି ପାଇଲାଣି କୋଭିଡ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ଲୋକଙ୍କ ମନରୁ ଭୟ ଚାଲିଯିବା ପରେ ଏବେ ପୁଣିଥରେ ଫେରୁଛି ମାହାମରୀ । ପୁଣିଥରେ ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାପରେ ଏବେ ପ୍ରଶ୍ନ ଉଠିଛି,…