Breaking: ସାନ ଭାଇକୁ ଗୁଳି କରିଦେଲା ବଡ଼ ଭାଇ, ଘଟଣାସ୍ଥଳରେ ମୃତ୍ୟୁ

ଭବାନୀପାଟଣା: ପୁଣି ଏକ ଗୁଳିକାଣ୍ଡ। ସାନ ଭାଇକୁ ନିର୍ମମ ଭାବେ ଗୁଳି ମାରି ହତ୍ୟା କଲା ବାପା ସମାନ ବଡ଼ ଭାଇ। ବଡ଼ ଭାଇର ଗୁଳି ମାଡରେ ଟଳି ପଡ଼ିଲା ସାନ ଭାଇ। ଘଟଣା ସ୍ଥଳରେ ପୋଲିସର ଛାନଭିନ। ପୂର୍ବ ଶତ୍ରୁତାକୁ…

ଏୟାରଲିଫ୍ଟ ହେଲେ ଉତ୍ତମ ମହାନ୍ତି, ଆସୁ ଆରୋଗ୍ୟ କାମନା କଲେ କଳାକାର

ଭୁବନେଶ୍ୱର: ଏୟାରଲିଫ୍ଟ ହେଲେ ଭେଟେରାନ ଆକ୍ଟର ଉତ୍ତମ ମହାନ୍ତି। ଆଜି ମଧ୍ୟାହ୍ନ ସମୟରେ ଖବର ଆସିଥିଲା କି ଉତ୍ତମଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଆଉ ସନ୍ଧ୍ୟାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଯେଉଁଠି…

ପୁଣି ମହିଳାଙ୍କୁ ଲିପ୍ କିସ୍ କଲେ, ସିରିୟଲ କିସରର ଟ୍ୟାଗ ପାଇଲେ

ମୁମ୍ୱାଇ: ପୁଣି ଭାଇରାଲ ହେଉଛି ବଲିଉଡର ନାମିଦାମି ସିଙ୍ଗର ଉଦିତ୍ ନାରାୟଣଙ୍କ ଭିଡ଼ିଓ। ତାହା ପୁଣି ଜଣେ ମହିଳାଙ୍କୁ କିସ୍ କରୁଥିବା ସମୟର। ଯାହାକୁ ନେଇ ଚର୍ଚ୍ଚା ବଢିଛି। ଟ୍ରୋଲର ମଧ୍ୟ ଶିକାର ହୋଇଛନ୍ତି। ନିକଟରେ…

ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ଭିତରେ ହାଇକୋର୍ଟରେ ପହଞ୍ଚିଲେ ଆରାଧ୍ୟା

ନୂଆଦିଲ୍ଲୀ: ପୁଣିଥରେ ହାଇକୋର୍ଟ ଗଲେ ଆରାଧ୍ୟା ବଚ୍ଚନ। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା। ପୁଣିଥରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ହେଲେ କାହିଁକି। ପୂର୍ବରୁ ବାପା…

କୋହଲିଙ୍କୁ ନେଇ ବଡ଼ ସୂଚନା, ସ୍ୱାସ୍ଥ୍ୟବସ୍ଥା ନେଇ ଅପଡେଟ୍ ଦେଲେ ବ୍ୟାଟିଂ କୋଚ୍

କଟକ: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନେଇ ବଡ଼ ଅପଡେଟ୍। ବାରବାଟୀରେ ଆସନ୍ତା କାଲି ହେବାକୁ ଥିବା ଓ୍ୱାନ ଡେ ରେ ବିରାଟ କୋହଲି ଖେଳିବେ କି ନାହିଁ। ତାହା ଦ୍ୱନ୍ଦ୍ୱ ଭିତରେ ରହିଥିଲା। ଯେହେତୁ ସେ ପୂର୍ବ ମ୍ୟାଚରେ…

ରୋଷେଇ ଘରେ ଜଗିଛି ଯମ, ଚିନି ଖାଇଲେ ହେବ କର୍କଟ

ନୂଆଦିଲ୍ଲୀ: ଆପଣ ଦୈନନ୍ଦିନ ବ୍ୟବହାର କରୁଥିବା ଖାଦ୍ୟ ପଦାର୍ଥ ସାଜିପାରେ ଆପଣଙ୍କ ପାଇଁ କ୍ଷତିକାରକ। ନେଇଯାଇପାରେ ଆପଣଙ୍କ ଜୀବନ। ବିଶେଷ କରି ରୋଷେଇ ଘରେ ବ୍ୟବହାର କରୁଥିବା କିଛି ଜିନିଷ। ଆପଣଙ୍କ ପାଇଁ ସାଜିପାରେ…

ଗ୍ୟାଲେରୀରେ ମୁଣ୍ଡ ମାଳ ମାଳ, ପ୍ରାକ୍ଟିସ ମ୍ୟାଚରେ କ୍ରିକେଟ ପ୍ରେମୀଙ୍କ କ୍ରେଜ୍

କଟକ: ଆସନ୍ତା କାଲି ବାରବାଟୀରେ ହେବ କଡ଼ା ମୁକାବିଲା। ହେଲେ ଆଜି ନେଟ୍ ପ୍ରାକ୍ଟିସ୍ ପାଇଁ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛି ଭାରତୀୟ ଟିମ୍। ହେଲେ ସବୁଠୁ ବଡ଼ କଥା ହେଉଛି ଆସନ୍ତା କାଲି ମ୍ୟାଚ୍ ଥିବା ବେଳେ, ଆଜି…

ଇଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଜଣାପଡିଲା ନାଁ

ନୂଆଦିଲ୍ଲୀ: କାହା ମୁଣ୍ଡରେ ପିନ୍ଧାହେବ ମୁକୁଟ। ଶୀର୍ଷ ନେତୃତ୍ୱଙ୍କ ନଜରରେ କିଏ ? ଯାହାକୁ ଦିଆଯିବ ଦିଲ୍ଲୀ ସିଂହାସନର ଦାୟିତ୍ୱ। ରେସରେ ତ ରହିଛି ଅନେକଙ୍କ ନାଁ। ହେଲେ ମୁଖିଆ କାହା ଉପରେ ଭରସା କରିବେ। ତାକୁ ନେଇ…

ଦିଲ୍ଲୀରେ କାହିଁକି ହାରିଲା ଆପ୍, ସାମ୍ନାକୁ ଆସିଲା କାରଣ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସତ ହେଲା ଏକଜିଟ୍ ପୋଲ୍। ଏକଜାଟ ପୋଲରେ ପରିଣତ ହେଲା ଭୋଟ୍ ବାହୁଡ଼ା ମତ। ୨୭ ବର୍ଷ ପରେ ରାଜଧାନୀ ଦିଲ୍ଲୀକୁ ଫେରିଲା ବିଜେପି ଶାସନ। ଆଉ ଅପ୍ରତ୍ୟାଶିତ ଭାବରେ ମାଟି କାମୁଡ଼ି ପଡିଲା ଆମ୍ ଆଦମୀ ପାର୍ଟି।…

କୋଳଥ ଡାଲିରେ ରହିଛି ଅନେକ ଔଷଧୀୟ ଗୁଣ, ବୈଜ୍ଞାନିକଙ୍କ ମତରେ…

ଓଡିଶା ଭାସ୍କର: ଆମେ ଆମ ଦୈନନ୍ଦିନ ଜୀବନରେ ଡାଲି ଜାତୀୟ ଖାଦ୍ୟକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି। ବିଶେଷ କରି ଆମ ଓଡ଼ିଶାର ଲୋକ ଭାତ ସହ ଡାଲିକୁ ବେଶ ପସନ୍ଦ କରିଥାନ୍ତି। ହେଲେ ଆପଣ ଜାଣିଛନ୍ତି କି ଆମେ ବ୍ୟବହାର…