(video)ରାସ୍ତାରେ ବୁଲୁଛି ୧୮୦୦ କୋଟିର ମାଲିକ ‘ଆଦିବ ମାନବ’, ଭିଡିଓ ଭାଇରାଲ

 ମୁମ୍ୱାଇ: ୧୮00 କୋଟିର ମାଲିକ ସେ ପୁଣି ଜଣେ ଆଦିବ ମାନବ। ଏ କଥା ଶୁଣି ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ। ଜଣେ ଆଦିବ ମାନବ ପାଖରେ ଏତେ ଗୁଡ଼ିଏ ଟଙ୍କା କେଉଁଠୁ ଆସିଲା ସେ ପ୍ରଶ୍ନ ବି ମନରେ ଉଙ୍କି…

ଖଣ୍ଡଗିରିରେ ଶୁଭିଲାଣି ସାଧୁସନ୍ଥଙ୍କ ମନ୍ତ୍ର ଧ୍ୱନି, ଜମିଲାଣି ଦୋକାନ ବଜାରର ଆସର

ଭୁବନେଶ୍ୱର: ରାତି ପାହିଲେ ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ଆରମ୍ଭ ହେବ କୁମ୍ଭମେଳା। ଯାହାକି ଖଣ୍ଡଗିରି ମେଳା ନାମରେ ପରିଚିତ। ଆସନ୍ତା କାଲି ଅର୍ଥାତ୍ ଫେବୃଆରୀ ୪ ତାରିଖରୁ ଖଣ୍ଡଗିରି ମେଳା ପାଇଁ ଲାଗିବ…

ରେକର୍ଡ ଭାଙ୍ଗିଲା ଫେବୃଆରୀ ତାତି, ଡରାଇଲାଣି ମାଘ ଖରା

ଭୁବନେଶ୍ୱର: କଥାରେ ଅଛି ମାଘ ମାସରେ ବାଘ ପରି ଶୀତ। ହେଲେ ଚଳିତ ବର୍ଷ ହଠାତ୍ ମାଘ ମାସରେ ଶୀତ କୁଆଡ଼େ ଗାଏବ ହୋଇଯାଇଛି। ଆଉ ଫେବୃଆରୀ ମାସ ଆରମ୍ଭରୁ କଲବଲ କରୁଛି ଖରାର ତାତି। ଏପରିକି ଖରା ଦିନ ଆରମ୍ଭ ନହେଉଣୁ ୩୬…

ଆପଣ ହଟ୍ ଓ୍ୱାଟର ବ୍ୟାଗ ବ୍ୟବହାର କରୁଛନ୍ତି କି, ସତର୍କ ରୁହନ୍ତୁ, ଏହି ବ୍ୟାଗ ଫାଟିଯାଉଛି

ଲଣ୍ଡନ: ଆପଣ ହଟ୍ ଓ୍ୱାଟର ବ୍ୟାଗ ବ୍ୟବହାର କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। ଏହା ଆପଣଙ୍କ ପାଇଁ ଆତ୍ମଘାତୀ ହୋଇପାରେ। ନିକଟରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏପରି ସମସ୍ୟା ଦେଖିବାକୁ ମିଳିଛି। ହଟ୍ ଓ୍ୱାଟର…

ଏହି ବୟସର ପିଲାଙ୍କୁ ହଲ୍ ମନା, ନିୟମ ମାନି ଯିବାକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ତାମିଲନାଡୁ: ଏଣିକି ଫିଲ୍ମ ହେଲେ ଯିବାକୁ ହେଲେ ମାନିବାକୁ ପଡିବ ଏହିସବୁ ନିୟମ। ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଏହି ବୟସର ପିଲା ଯାଇପାରିବେନି ଫିଲ୍ମ ହଲ୍। ହଲ୍ ଯିବାକୁ ହେଲେ ମାନିବାକୁ ପଡିବ ଏହିସବୁ ନିୟମ।…

ଏମିତି ସ୍ତ୍ରୀଙ୍କୁ ଦୁରୁଜୁହାର, ସ୍ୱାମୀର କିଡନୀ ବିକା ଟଙ୍କା ନେଇ ପ୍ରେମିକ ସହ ଫେରାର

କୋଲକାତା: ପାଖରେ ଟଙ୍କା ନାହିଁ ଯଦି କିଡ଼ନୀ ବିକିଦିଅ। ହେଲେ ମତେ ଟଙ୍କା ଦିଅ। ସ୍ୱାମୀ ପାଖରେ ସ୍ତ୍ରୀର ଜିଦ୍। ସେପଟେ ପତ୍ନୀ ପ୍ରେମରେ ପାଗଳ ହୋଇଥିବା ସ୍ୱାମୀ ଆଉ ବା କ'ଣ କରିବ। ଶେଷରେ କିଡ଼ନୀ ବିକିଦେଲା ଆଉ…

breaking: ସ୍କୁଲରେ ଅଘଟଣ, ସରସ୍ୱତୀ ପୂଜା ବେଳେ ଛାତ୍ରଛାତ୍ରୀଙ୍କୁ ବିନ୍ଧି ପକାଇଲା ମହୁମାଛି

ଭବାନୀପାଟଣା: ସରସ୍ୱତୀ ପୂଜା ବେଳେ ଅଘଟଣ। ସ୍କୁଲରେ ପୂଜା ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କଲେ ମହୁମାଛି। ଫଳରେ ୨୦ ଜଣ ପିଲା ଆହତ ହୋଇଥିବା ନେଇ ସୂଚନା ମିଳିଛି। ଭବାନୀପାଟଣା ଦୁଆରସନିରେ ଥିବା ଏକ…

Breaking: ଖାଇକୁ ଖସିପଡ଼ିଲା ବସ୍, ୫ ମୃତ ଏକାଧିକ ଆହତ

ଗୁଜରାଟ: ପୁଣି ସକାଳୁ ସକାଳୁ ଦୁର୍ଘଟଣା। ଖାଇକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍। ଭରା ଯାତ୍ରୀ ନେଇ ଯାଉଥିବା ବେଳେ ଓଲଟି ପଡ଼ିଲା ବସ୍। ଫଳରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା। ତେବେ ଦୁର୍ଘଟଣା…

ବଦଳିବ ରେଲଓ୍ୱେର କାୟାକଳ୍ପ, ଗଡ଼ିବ ନୂଆ ୩୫୦ଟି ଟ୍ରେନ

ନୂଆଦିଲ୍ଲୀ: ସରିଯାଇଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଘୋଷଣା। ଆଉ ଏହି ବଜେଟ୍ ଭାରତବାସୀଙ୍କ ପାଇଁ କିଛିଟା ନିରାସା ଆଣିଦେଇଥିବା ବେଳେ, ଅନେକ ଖୁସି ମଧ୍ୟ ଆଣିଦେଇଛି। ଏକଥା କହିବାର ଅର୍ଥ ହେଉଛି ବଜେଟ୍ ଘୋଷଣା…

Breaking: ବୃଦ୍ଧ ଦମ୍ପତ୍ତିଙ୍କୁ କଚାଡ଼ି ମାରିଦେଲା ହାତୀ, ପରେ ଖଣ୍ଡବିଖଣ୍ଡିତ ଅଂଶକୁ ଫୋପାଡ଼ି ଥିଲା

କଳାହାଣ୍ଡି: ପୁଣି ଦେଖାଦେଲା ହାତୀ ଉପଦ୍ରବ। ଶୋଇଥିବା ବେଳେ ଘରେ ପଶି କଲା ଆକ୍ରମଣ। ଶେଷରେ ଦୁଇ ଜଣଙ୍କୁ କଚାଡ଼ି ଦଳି ମାରିଦେଲା। ଘରେ ଅନ୍ୟ ଲୋକ ବି ଥିଲେ। ହେଲେ ହାତୀକୁ ଦେଖି ଦୌଡ଼ି ପଳାଇଥିଲେ। ଘଟଣା ହେଉଛି…