Breaking: ରୁଟି ଦେବାରେ ବିଳମ୍ୱ ହେବାରୁ ଓ୍ୱେଟେରଙ୍କୁ ନିର୍ଦ୍ଧୁମ ଛେଚିଲେ ଯୁବକ

ଭୁବନେଶ୍ୱର: ରୁଟି ପାଇଁ ହୋଟେଲରେ ତୁମୁଳକାଣ୍ଡ। ଓ୍ୱେଟେରଙ୍କୁ ଅଦା ରସୁଣ ଛେଚିଲା ଭଳି ଛେଚି ଦେଇଗଲେ ୨ ଯୁବକ। ତାହା ପୁଣି ସାମାନ୍ୟ ରୁଟି ଦେବାରେ ବିଳମ୍ୱ ହେବାରୁ। ଘଟଣା ଘଟିଛି ଭୁବନେଶ୍ୱରରେ। ଶନିବାର ରାତିରେ…

ଆଜି ହେବ ରଥକାଠ ଅନୁକୂଳ ପୂଜା, ରାଜନଅର ପକ୍ଷରୁ ବ୍ରାହ୍ମଣମାନେ କରିବେ ପୂଜାର୍ଚ୍ଚନା

ପୂରୀ: ଆଜି ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ଗାଁଠୁ ସହର। ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ହେଉ ବା କାର୍ଯ୍ୟାନୁଷ୍ଠାନ ସବୁଠି ମାଙ୍କ ଆବାହନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆଉ ସେପଟେ ଆଜି…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଇଚ୍ଛାମୃତ୍ୟୁକୁ ମିଳିଲା ଅନୁମତି

କର୍ଣ୍ଣାଟକ: ଇଚ୍ଛାମୃତ୍ୟୁକୁ ମିଳିଲା ଅନୁମିତ। ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପ୍ରଥମ ଥର ପାଇଁ ଆଉ ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକରେ ଲାଗୁୁ ହୋଇଛି ଇଚ୍ଛାମୃତ୍ୟୁ। କର୍ଣ୍ଣାଟକ ସରକାର ଏପରି ନିର୍ଦ୍ଦେଶ…

ହେୟାର ସିରମ ଲଗାଉଥିଲେ ହୋଇଯାଆନ୍ତୁ ସାବଧାନ, ଭୋଗିବାକୁ ପଡ଼ିପାରେ ବଡ଼ ଅସୁବିଧା

ଓଡିଶା ଭାସ୍କର: ଆଜିକାଲିକା ଦିନରେ ସମସ୍ତେ ଚାହାନ୍ତି ସୁନ୍ଦର ଦେଖାଯିବା ପାଇଁ। ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରନ୍ତି। ସିଏ ତ୍ୱଚାର ଉଜ୍ୱଳତାକୁ ବୃଦ୍ଧି କରିବା ପାଇଁ ହେଉ, କିମ୍ୱା କେଶରେ ଚମକ…

ରାଜଧାନୀରେ ଆଉ ଦେଖିବାକୁ ମିଳିବନି ଟ୍ରାଫିକ ଭିଡ଼, ୭ ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଆଉ ଭିଡ଼ ଭିତରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନି। ଲୋକଙ୍କ ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଟ୍ରାଫିକ ଭିଡ଼ ନିୟନ୍ତ୍ରଣ ପାଇଁ ସରକାର ପାଖାପାଖି ୭ ହଜାର କୋଟି ଟଙ୍କାର ଯୋଜନା…

ନିର୍ବାଚନକୁ ଆଉ ୪ ଦିନ, ଆପ୍ ଛାଡ଼ି ବିଜେପିରେ ୮ ବିଧାୟକ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପକୁ ବଡ଼ ଝଟକା। ଝାଡ଼ୁ ଛାଡ଼ି ଏବେ ପଦ୍ମ ପ୍ରେମରେ ପଡ଼ିଛନ୍ତି ଦଳୀୟ ବିଧାୟକ ଓ ନେତା। ସେଥିପାଇଁ ତ ଗତକାଲି ଆପରୁ ଇସ୍ତଫା ଦେଇଥିବା ସମସ୍ତ ୮ ଜଣ ବିଧାୟକ…

ପୋଷାକ ଦେବାରେ ବିଳମ୍ୱ ହେବାରୁ ରାଗିଗଲା ନାବାଳକ, ବୃଦ୍ଧ ଦରଜିକୁ ବାଡ଼ିରେ ପିଟିପିଟି ମାରିଦେଲା

ରାଜସ୍ଥାନ: ପୋଷାକ ସିଲେଇରେ ଡ଼େରି ହେବାରୁ ବୃଦ୍ଧ ଟେଲର ବାଲାକୁ ପିଟିପିଟି ମାରିଦେଲା ନାବାଳକ। ୪-୫ ଦିନ ତଳେ ସିଲେଇ କରିବାକୁ ଦେଇଥିଲେ ନାବାଳିକ। ହେଲେ ପୋଷାକ ସିଲେଇ କରୁଥିବା ୬୦ ବର୍ଷୀୟ ବୃଦ୍ଧ ଆହୁରି ସମୟ…

ବିହାର ଲାଗି ପେଡ଼ି ଖୋଲିଦେଲେ ନିର୍ମଳା, ଓଡ଼ିଶାକୁ ମିଳିଲା କେତେ

ନୂଆଦିଲ୍ଲୀ: ଘଣ୍ଟେ ୧୪ ମିନିଟ୍ ଭାଷଣରେ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଯେଉଁ ବଜେଟ ଉପରେ ଦେଶବାସୀ ସମସ୍ତଙ୍କର ନଜର ରହିଥିଲା ଏବେ ସେହି ବଜେଟ୍ ଲୋକଙ୍କ ସାମ୍ନାରେ ଉପସ୍ଥାପନ ହୋଇସାରିଛି।…

ବଜେଟ୍ ବ୍ରିଫକେସର ରଙ୍ଗ ନାଲି ହେବାର ରହସ୍ୟ କ’ଣ, ଲକ୍ଷ୍ମୀଙ୍କ ସହ କ’ଣ ରହିଛି ସମ୍ୱନ୍ଧ

ନୂଆଦିଲ୍ଲୀ: ଆଜି ଉପସ୍ଥାପନ ହୋଇଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍। ଆଉ ଏହାକୁ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଉ ଚଳିତ ବର୍ଷର ବଜେଟ୍ ଉପସ୍ଥାପନା ବେଳେ ବି ଅର୍ଥମନ୍ତ୍ରୀଙ୍କ ହାତରେ ଥିଲା…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ବ୍ରେକ୍‌ଅପ୍‌ ହେଲେ ଆପଣ ହେବେ ଅଫିସର

ବେଙ୍ଗାଲୁରୁ: ଆପଣ ପ୍ରେମରେ ଧୋକା ଖାଇଛନ୍ତି କି। ତେବେ ଆପଣଙ୍କୁ ମିଳିବ ବଡ଼ ଚାକିରି କରିବାର ସୁବିଧା। ତାହା ପୁଣି ବଡ଼ କମ୍ପାନୀରେ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଯେଉଁମାନେ ପ୍ରେମରେ ଧୋକା…