ବାପାର ପରକୀୟା ପ୍ରୀତି, ୩ ନାବାଳିକା ଝିଅ ସହ କିରୋସିନି ଢ଼ାଳି ହୋଇ ମା’ର ଆତ୍ମାହୁତି ଉଦ୍ୟମ
ସାଲେପୁର: ପୁଣି ବଡ଼ ଅଘଟଣ। ଏକା ସାଙ୍ଗରେ ଜଳିଯାଇଥାନ୍ତେ ମା' ସାଙ୍ଗରେ ୩ ନାବାଳିକା ଝିଅ। ହେଲେ ଭାଗ୍ୟ ଭଲ ଗାଁ ଲୋକ ଦେଖିଦେଲେ ଆଉ ଏକ ବଡ଼ ଅଘଟଣ ହେବାରୁ ବର୍ତ୍ତିଗଲା।
ନହେଲେ ଏବେ ରାଜ୍ୟରେ ଯେଉଁଭଳି ଜଳିଯିବା…